ଆଜି ମାସାନ୍ତ। ବୃଷ, ସିଂହ, କନ୍ୟା ରାଶିର ଘାତବାର। ଆଜିର ପାଞ୍ଜି: ଜାନୁୟାରୀ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୩, ୨୦୧୮

ପର୍ବ ପର୍ବାଣୀ-

ଆଜି ମାସାନ୍ତରାତିଘ୯|୫୬ ମି, ପରେ ମାସାନ୍ତ ଦୋଷଯୋଗେ ଯାତ୍ରା ଓ ଶୁଭକର୍ମ ନିଷେଧ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ଧନୁ ଦ୫|୧୧|୧୧ ଇଂପ୍ରାଘ୬|୨୪|୪୭ସେ

ସୂର୍ଯ୍ୟାସ୍ତ ମିଥୁନ ଦ୫|୨୨|୪୯ ଇଂସଂଘ୫|୧୯|୨୭ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୯ ଦିନ ରାଷ୍ଟ୍ରିୟ ପୌଷମାସ ୨୩ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ରାତିଘ୧୧।୫୩।୭ସେ,

ଅନୁରାଧା ନକ୍ଷତ୍ର ଦିବାଘ୧୦।୧୪।୪୭ସେ, ବିଛାଚନ୍ଦ୍ର ଅହୋରାତ୍ର, ବୃଦ୍ଧିଯୋଗ ଅହୋରାତ୍ର।  

କୌଳବକରଣ ଦିଘ୧୦।୩୬।୩୫ସେ,  ତଇତିଳ କରଣ ରାଘ୧୧।୫୭।୭ସେ,

ରବ୍ୟଂଶଽ୨୮।୪୦।୩୭, ସୂକ୍ଷ୍ମଚନ୍ଦ୍ର ରାଶି୭।୧୪।୪୬,

ଦିନମାନ ଘ୧୦।୫୪।୩୦, ନିଶାମାନ ଘ୧୩।୫।୩୦,

ଯୋଗିନୀବାସ-

ଯୋଗିନୀ ନୈଋତେ ରାତିଘ୧୧।୫୩।୭ସେ, ପରେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତିଘ୧୧।୫୩।୭ସେ, ମଧ୍ୟେ ପୋଇ, ମସୁରଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟରୁ ଦିବାଘ୭।୯ମି ଦିବାଘ୭।୫୨ମି ରୁ ଦିଘ୧୦।୩ମି ଦିବାଘ୧୨।୧୪ମି ରୁ ଦିବାଘ୩।୮ମି ଦିବାଘ୩।୫୨ମିରୁ ସନ୍ଧ୍ୟାଘ୫।୧୯ମି ରାତ୍ରି ଘ୨।୫୫ମି ଘ୩।୪୮ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି  ।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ଦିଘ୧୦।୧୪।୪୭ସେ ପରେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। 

ଘାତଚନ୍ଦ୍ର ଓ ଘାତବାର-

ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଦିବାଘ୧୦।୧୪ମି ପରେ ଦଶମାସ ଗଣ୍ଡଦୋଷ  ଓ ରଜଶ୍ଚକ୍ରେ ପତିଘାତିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ତିଥିଦୋଷ ଓ ରାଘ୧୧।୫୩ମି ଗତେ ଏକପାଦ ବାରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବା ଉଚିତ୍।  

ଅଶୁଭ ସମୟ-

ରାହୁକାଳ- ଦିବାଘ୯।୧୦ମି ରୁ ଦିଘ୧୦।୩୨ମି ଓ କାଳବେଳା ସକାଳଘ୬।୨୭ମି ରୁ ଦିବାଘ୭।୪୯ମି ଦିବାଘ୪।୦ମି ରୁ ସଂଘ୬।୨୨ମି । ବାରବେଳା- ଦିଘ୧।୧୬ମି ରୁ ଦିଘ୨।୩୮ମି ମଧ୍ୟେ। କାଳରାତ୍ରି ସଂଧ୍ୟାଘ୫।୨୨ମି ରାତିଘ୭।୦ମି ରାତିଘ୪।୪୯ମି ରୁ ସକାଳଘ୬।୨୭ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୮।୨୮।୪୦।୩୭-୨୧/୯ ଚନ୍ଦ୍ରରାଶି୭।୧୪।୪୬।୦-୧୭/୮  ମ୬|୨୭|୩୪|୨୭-୧୬/୭ ବୁ୮|୮|୨୧|୫୦-୧୯/୯ ବୃ୬|୨୪|୪୫|୪୭-୧୬/୭ ଶୁ୮|୨୯|୩୪|୩୬-୨୧/୯ ଶ୮|୮|୪୦|୧୬-୧୯/୯ ରା୩|୨୦|୫୫|୨୯-୯/୪ କେ୯| ୨୦|୫୫|୨୯-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୩୧ମି ମକର ଦିବାଘ୬|୩୧ମି କୁମ୍ଭଘ୮|୨୦ମି  ମୀନଘ୯|୫୫ମି ମେଷଘ୧୧|୨୯ମି ବୃଷଘ୧|୧୨ମି   ମିଥୁନଘ୩|୧୧ମି କର୍କଟଘ୫|୨୪ମି   ସିଂହ ରାତିଘ୭|୩୮ମି କନ୍ୟା ଘ୯|୪୭ମି ତୁଳା ଘ୧୧|୫୪ମି ବିଛା ଘ୨|୬ମି  ଧନୁଘ୪|୨୧ମି।

ଶୁଭକର୍ମ-

ଋଣଦାନ ଓ ଗ୍ରହଣ, ଖଡ୍ଗଧାରଣ, ବାଣିଜ୍ୟକରଣ, କ୍ରୟବିକ୍ରୟ ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳଘ୧୦।୧୫ ମି ମଧ୍ୟେ ଅନୁରାଧା ନକ୍ଷତ୍ର ବିଛାରାଶି ଶନି ମହାଦଶାରେ ଜନ୍ମ ଓ ସକାଳଘ୧୦।୧୫ମି ପରେ ଜ୍ୟେଷ୍ଠା ନକ୍ଷତ୍ର ବିଛାରାଶି ଓ ବୁଧ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।



ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!