ଦୈନିକ ପାଞ୍ଜି: ଜାନୁୟାରୀ ୧୩, ୨୦୧୮
ପର୍ବ ପର୍ବାଣୀ-
ଆଜି ମାସାନ୍ତ। ରାତିଘ୯|୫୬ ମି, ପରେ ମାସାନ୍ତ ଦୋଷଯୋଗେ ଯାତ୍ରା ଓ ଶୁଭକର୍ମ ନିଷେଧ।
ସୂର୍ଯ୍ୟଉଦୟ ଧନୁ ଦ୫|୧୧|୧୧ ଇଂପ୍ରାଘ୬|୨୪|୪୭ସେ
ସୂର୍ଯ୍ୟାସ୍ତ ମିଥୁନ ଦ୫|୨୨|୪୯ ଇଂସଂଘ୫|୧୯|୨୭ସେ
ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୯ ଦିନ ରାଷ୍ଟ୍ରିୟ ପୌଷମାସ ୨୩ ଦିନ ଶନିବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ରାତିଘ୧୧।୫୩।୭ସେ,
ଅନୁରାଧା ନକ୍ଷତ୍ର ଦିବାଘ୧୦।୧୪।୪୭ସେ, ବିଛାଚନ୍ଦ୍ର ଅହୋରାତ୍ର, ବୃଦ୍ଧିଯୋଗ ଅହୋରାତ୍ର।
କୌଳବକରଣ ଦିଘ୧୦।୩୬।୩୫ସେ, ତଇତିଳ କରଣ ରାଘ୧୧।୫୭।୭ସେ,
ରବ୍ୟଂଶଽ୨୮।୪୦।୩୭, ସୂକ୍ଷ୍ମଚନ୍ଦ୍ର ରାଶି୭।୧୪।୪୬,
ଦିନମାନ ଘ୧୦।୫୪।୩୦, ନିଶାମାନ ଘ୧୩।୫।୩୦,
ଯୋଗିନୀବାସ-
ଯୋଗିନୀ ନୈଋତେ ରାତିଘ୧୧।୫୩।୭ସେ, ପରେ ଦକ୍ଷିଣେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ରାତିଘ୧୧।୫୩।୭ସେ, ମଧ୍ୟେ ପୋଇ, ମସୁରଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା ସୂର୍ଯ୍ୟଉଦୟରୁ ଦିବାଘ୭।୯ମି ଦିବାଘ୭।୫୨ମି ରୁ ଦିଘ୧୦।୩ମି ଦିବାଘ୧୨।୧୪ମି ରୁ ଦିବାଘ୩।୮ମି ଦିବାଘ୩।୫୨ମିରୁ ସନ୍ଧ୍ୟାଘ୫।୧୯ମି ରାତ୍ରି ଘ୨।୫୫ମି ଘ୩।୪୮ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।
ତାରାଶୁଦ୍ଧି-
ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ଦିଘ୧୦।୧୪।୪୭ସେ ପରେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ବୃଷ, ସିଂହ, କନ୍ୟା ରାଶିର ଘାତବାର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ଦିବାଘ୧୦।୧୪ମି ପରେ ଦଶମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ପତିଘାତିନୀ।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ତିଥିଦୋଷ ଓ ରାଘ୧୧।୫୩ମି ଗତେ ଏକପାଦ ବାରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବା ଉଚିତ୍।
ଅଶୁଭ ସମୟ-
ରାହୁକାଳ- ଦିବାଘ୯।୧୦ମି ରୁ ଦିଘ୧୦।୩୨ମି ଓ କାଳବେଳା ସକାଳଘ୬।୨୭ମି ରୁ ଦିବାଘ୭।୪୯ମି ଦିବାଘ୪।୦ମି ରୁ ସଂଘ୬।୨୨ମି । ବାରବେଳା- ଦିଘ୧।୧୬ମି ରୁ ଦିଘ୨।୩୮ମି ମଧ୍ୟେ। କାଳରାତ୍ରି ସଂଧ୍ୟାଘ୫।୨୨ମି ରାତିଘ୭।୦ମି ରାତିଘ୪।୪୯ମି ରୁ ସକାଳଘ୬।୨୭ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି ୮।୨୮।୪୦।୩୭-୨୧/୯ ଚନ୍ଦ୍ରରାଶି୭।୧୪।୪୬।୦-୧୭/୮ ମ୬|୨୭|୩୪|୨୭-୧୬/୭ ବୁ୮|୮|୨୧|୫୦-୧୯/୯ ବୃ୬|୨୪|୪୫|୪୭-୧୬/୭ ଶୁ୮|୨୯|୩୪|୩୬-୨୧/୯ ଶ୮|୮|୪୦|୧୬-୧୯/୯ ରା୩|୨୦|୫୫|୨୯-୯/୪ କେ୯| ୨୦|୫୫|୨୯-୨୨/୧୦।
ଆଜିରଲଗ୍ନ-
ଧନୁ ପ୍ରାତଃଘ୬|୩୧ମି ମକର ଦିବାଘ୬|୩୧ମି କୁମ୍ଭଘ୮|୨୦ମି ମୀନଘ୯|୫୫ମି ମେଷଘ୧୧|୨୯ମି ବୃଷଘ୧|୧୨ମି ମିଥୁନଘ୩|୧୧ମି କର୍କଟଘ୫|୨୪ମି ସିଂହ ରାତିଘ୭|୩୮ମି କନ୍ୟା ଘ୯|୪୭ମି ତୁଳା ଘ୧୧|୫୪ମି ବିଛା ଘ୨|୬ମି ଧନୁଘ୪|୨୧ମି।
ଶୁଭକର୍ମ-
ଋଣଦାନ ଓ ଗ୍ରହଣ, ଖଡ୍ଗଧାରଣ, ବାଣିଜ୍ୟକରଣ, କ୍ରୟବିକ୍ରୟ ଆରମ୍ଭ କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟ ଉଦୟ ଠାରୁ ସକାଳଘ୧୦।୧୫ ମି ମଧ୍ୟେ ଅନୁରାଧା ନକ୍ଷତ୍ର ବିଛାରାଶି ଶନି ମହାଦଶାରେ ଜନ୍ମ ଓ ସକାଳଘ୧୦।୧୫ମି ପରେ ଜ୍ୟେଷ୍ଠା ନକ୍ଷତ୍ର ବିଛାରାଶି ଓ ବୁଧ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।