ଆଜି କେମିତି ରହିବ ଆପଣଙ୍କ ଦିନ : ୧୨ ମାର୍ଚ୍ଚ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୨ ମାର୍ଚ୍ଚ ୨୦୧୮

ମେଷ:-

ଆଧ୍ୟାତ୍ମିକ ଓ ବୌଦ୍ଧିକ ଜାଗ୍ରତ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସୁସମୟ ଭୋଗ ହେବ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ ଓ  ପ୍ରାର୍ଥନା ପାଇଁ ସମୟ ଦେବେ। ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ଦୂରଯାତ୍ରା କରିବେ ଓ ଆତ୍ମବିଶ୍ଵାସରେ ବୃଦ୍ଧି ହେବ। କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ। ପ୍ରତିକାର:- ଗୋମାତାଙ୍କୁ  ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ମିଥୁନ:-

ନୂଆ-ନୂଆ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ। ଦୂରଯାତ୍ରାରେ ଲାଭପ୍ରଦ ହେବ। ବ୍ୟବସାୟୀମାନେ ଉତ୍ସାହଜନକ ସମାଚାର ଶୁଣିବାକୁ ପାଇବେ। ପ୍ରତିକାର-ପିଲାଙ୍କୁ ଧଳାମିଠା ଖାଇବାକୁ ଦେବେ।

କର୍କଟ:-

ଅଧୁରା କାମକୁ ମନଦେଇ ପୂରଣ କରିବେ। ପୁରୁଣା ପ୍ରେମୀ ବା ମିତ୍ର ମାନେ ଯୋଡିହୋଇ ରହିବା ପାଇଁ ଚାହିଁବେ। ପରାକ୍ରମ କାରଣରୁ ପରିବାରରେ ଶାନ୍ତି ବିରାଜମାନ କରିବ। ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ସିଂହ:-

ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ପ୍ରତିକାର:- ସାପଗାତ ପାଖରେ କ୍ଷୀର ରଖନ୍ତୁ।  

କନ୍ୟା:-

ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ। ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ। ପ୍ରତିକାର- ପିଲାଙ୍କୁ ମିଠା ଖାଇବାକୁ ଦେବେ।

ତୁଳା:-

ପ୍ରତିଭାବାନ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଶୁଭ ବା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପ୍ରତିକାର- ତେଲଭାଜି ଜଳଖିଆ ଦରିଦ୍ରକୁ ଦାନ କରନ୍ତୁ।

ବିଛା:-

କୌଣସି ମହତ୍ଵପୂର୍ଣ୍ଣ ସୂଚନା ପ୍ରାପ୍ତ ହେବ। ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍। କୋର୍ଟ-କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପ୍ରତିକାର-ଗୁଡରୁଟି ଗାଈକୁ ଖାଇବାକୁ ଦେବେ।

ଧନୁ:-

ବ୍ୟାପାର ଓ କାରବାରରେ ପରିସ୍ଥିତି ବଦଳିଯିବ। କାର୍ଯ୍ୟରେ ଗମ୍ଭୀରତା ସହ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି। ପ୍ରତିକାର- ଗୋଟାକୋଳଥ ଦରିଦ୍ରକୁ ଦାନ କରନ୍ତୁ।  

ମକର:-

ବିରୋଧୀମାନେ କରିଥିବା ଷଡଯନ୍ତ୍ରରୁ ମୁକୁଳି ପାରିବେ। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଯୋଗେ ମନ ଆନନ୍ଦ ରହିବ।  କର୍ମ କ୍ଷେତ୍ରରେ ବିଜୟର ପରିଣାମ ଆପଣଙ୍କ ସପକ୍ଷରେ ଆସିବ। ପ୍ରତିକାର-କୌଣସି କନ୍ୟାକୁ ଧଳାମିଠା ଖାଇବାକୁ ଦେବେ।  

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

କୁମ୍ଭ:-

ଘର-ପରିବାରଙ୍କ ସହିତ ନିଜର ସମସ୍ତ ଦୁଃଖ ଭୁଲିଯିବେ। ମାନ-ସମ୍ମାନ, ଯଶ, କୀର୍ତ୍ତି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ। କୋର୍ଟ-କଚେରୀ ସମ୍ବନ୍ଧ ମାମଲା ସୁଧୁରିବ। ପ୍ରତିକାର- ସୁସ୍ଵାଦୁଖାଦ୍ୟ ଦରିଦ୍ରକୁ ଦାନ କରନ୍ତୁ।  

ମୀନ:-

ଅଟକିଥିବା ଟଙ୍କା ଅଚାନକ ପ୍ରାପ୍ତ ହେବା ଦ୍ଵାରା ମନ ହର୍ଷିତ ରହିବ। ଉଚିତ୍ ସାଧନରେ ଧନପ୍ରାପ୍ତ ହେବ। ପାରିବାରିକ ସମ୍ବନ୍ଧରେ ଅଧିକ ମଧୁରତା ଆସିବ। ପ୍ରତିକାର:- ମାଙ୍କଡକୁ କଦଳୀ ଓ ଚଣା ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!