ତୂଳା, କୁମ୍ଭ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧୧, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୩|୩୩|୪୧ ଇଂ ପ୍ରାତଃ ଘ ୫|୫୮|୫୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     ସିଂହ ଦ୪|୫୦|୩୭   ଇଂ ସଂଧ୍ୟା ଘ ୫|୪୮|୮ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨୭ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨୦ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ନବମୀତିଥି ସକାଳ ଘଣ୍ଟା ୮।୩୬।୪୪ସେକେଣ୍ଡ୍,

ମୂଳା ନକ୍ଷତ୍ର ସକାଳ ଘଣ୍ଟା ୬।୨୮।୪୬ସେକେଣ୍ଡ୍, ଧନୁଚନ୍ଦ୍ର ଅହୋରାତ୍ର,

ବ୍ୟତିପାତଯୋଗ ରାତ୍ର ଘଣ୍ଟା ୭।୩୯।୪୫ସେକେଣ୍ଡ୍,

ଗରକରଣ ସକାଳ ଘଣ୍ଟା ୮।୩୬।୪୪ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ର ଘଣ୍ଟା ୯।୫୫।୦ସେକେଣ୍ଡ୍,

ରବ୍ୟଂଶଽ୨୬।୧୬।୫୦, ସୂକ୍ଷ୍ମଚନ୍ଦ୍ର ରାଶି ୮।୧୩।୫।୧୮,

ଦିନମାନ ଘଣ୍ଟା ୧୧।୪୯।୧୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୧୦।୪୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ସକାଳ ଘଣ୍ଟା ୮।୩୬।୪୪ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୮।୩୬।୪୪ସେକେଣ୍ଡ୍ ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୪୬ମିନିଟ୍ ରୁ ଘଣ୍ଟା ୯।୫୫ମିନିଟ୍, ରାତ୍ର ଘଣ୍ଟା ୭।୨୫ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍ ମଧ୍ୟେ। ମହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୪୬ମିନିଟ୍, ଦିବା ଘଣ୍ଟା ୧।୪ମିନିଟ୍ ରୁ ଘଣ୍ଟା ୧।୫୨ମିନିଟ୍, ସଂଧ୍ୟା ଘଣ୍ଟା ୬।୩୭ମିନିଟ୍ ରୁ ଘଣ୍ଟା ୭।୨୫ମିନିଟ୍, ରାତ୍ର ଘଣ୍ଟା ୧୨।୧୮ମିନିଟ୍ ରୁ ଘଣ୍ଟା ୩।୩୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୬।୨୮।୪୬ସେକେଣ୍ଡ୍ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୂଳା, କୁମ୍ଭ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୬।୨୮।୪୬ସେକେଣ୍ଡ୍ ଗତେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଧନହୀନା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪।୨୧ମିନିଟ୍ ରୁ ଘଣ୍ଟା ୫।୫୦ମିନିଟ୍ ମଧ୍ୟେ।  ବାରବେଳା- ଦିବା ଘଣ୍ଟା ୧୦।୨୭ମିନିଟ୍ ରୁ ଘଣ୍ଟା ୧୧।୫୬ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୧।୫୭ମିନିଟ୍ ରୁ ଘଣ୍ଟା ୧।୨୪ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧ଟା ୨୭ମିନିଟ୍ ରୁ ଘଣ୍ଟା ୨।୫୮ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨୬।୧୬।୫୦-୨୫/୧୧, ଚନ୍ଦ୍ରରାଶି-୮।୧୩।୫।୧୮-୧୯/୯, ମଙ୍ଗଳରାଶି-୮|୨|୩|୩୬-୧୯/୯, ବୁଧରାଶି-୧୧|୧୩|୩୦|୪୮-୨୬/୧୨, ବୃହସ୍ପତିରାଶି-୬|୨୯|୮|୧୦-୧୬/୭, ଶୁକ୍ରରାଶି-୧୧|୧୦|୫୫|୧୮-୨୬/୧୨, ଶନିରାଶି-୮|୧୩|୫୧|୫୬-୨୦/୯, ରାହୁରାଶି-୩|୨୦|୩୩|୨୪-୯/୪, କେତୁରାଶି-୯|୨୦|୩୩|୨୪-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୩୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୬ଟା ୧୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

୭ଟା ୪୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୨୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୨୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୪୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୫୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୬ଟା ୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୮ଟା ୧୦ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୨୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୩୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୪୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୩୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କ୍ରୟ ବିକ୍ରୟ, ପୁଂସବନ, ମୋକଦ୍ଦମାଦାୟର, ଦିକ୍ଷାଗ୍ରହଣ, ଅସ୍ତ୍ରୋପଚାର, ବିଦ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୬।୨୮। ୪୬ ସେକେଣ୍ଡ ମଧ୍ୟେ ମୂଳା ନକ୍ଷତ୍ର ଧନୁ ରାଶି ଓ କେତୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ସକାଳ ଘ୬।୨୮।୪୬ ସେକେଣ୍ଡ  ପରେ ପୂର୍ବାଷାଢା ନକ୍ଷତ୍ର ଧନୁ ରାଶି ଓ ଶୁକ୍ରମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!