ଆଜି ଷଟ୍ ତିଳା ଏକାଦଶୀ, ଓଳାଶୁଣୀ ମେଳା। ବିଛା, ଧନୁ, ମୀନ ରାଶିର ଘାତବାର। ଆଜିର ପାଞ୍ଜି: ଜାନୁୟାରୀ ୧୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୨, ୨୦୧୮


Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ଧନୁ ଦ୪|୪୯|୪୭ ଇଂପ୍ରାଘ୬|୨୪|୪୧ସେ

ସୂର୍ଯ୍ୟାସ୍ତ ମିଥୁନ ଦ୫|୧୧|୨୬ ଇଂସଂଘ୫|୧୮|୩୭ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୮ ଦିନ ରାଷ୍ଟ୍ରିୟ ପୌଷମାସ ୨୨ ଦିନ ଶୁକ୍ରବାର

ପର୍ବ ପର୍ବାଣୀ-    

ଷଟ୍ ତିଳା ଏକାଦଶୀ, ଓଳାଶୁଣୀ ମେଳା,

ସାଧୁ ଅରକ୍ଷିତ ଦାସଙ୍କ ତିରୋଧାନ ଦିବସ।

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଏକାଦଶୀତିଥି ରାଘ୯।୨୩।୩୫ସେ,

ବିଶାଖା ନକ୍ଷତ୍ର ସଘ୭।୨୭।୩୩ସେ, ବିଛାଚନ୍ଦ୍ର ଅହୋରାତ୍ର

ଗଣ୍ଡଯୋଗ ନିଶାନ୍ତ ଘ୬।୧୨|୩୦ସେ,

ବବକରଣ ସଘ୮।୧୪।୪୮ସେ, ବାଳବକରଣ ରାଘ୯।୨୩।୩୫ସେ,

ରବ୍ୟଂଶଽ୨୭।୩୯।୨୯, ସୂକ୍ଷ୍ମଚନ୍ଦ୍ର ରା୭।୨।୪୮।୩୨,

ଦିନମାନ ଦିଘ୧୦।୫୩।୫୭, ନିଶାମାନ ରାଘ ୧୩।୬।୩,

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ରାଘ୯।୨୩।୩୫ସେ, ପରେ ନୈଋତେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୯।୨୩।୩୫ସେ, ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟରୁ ଦିବାଘ୭।୯ମି। ଦିଘ୭।୫୨ମି ରୁ ଦିଘ୧୦।୩ମି ଦିଘ୧୨।୧୪ମିରୁ ଦିଘ୩।୮ମି ଦିଘ୩।୫୨ମିରୁ ଦିଘ୫।୧୯ମି ସଂଘ୬।୧୧ମି ରୁ ରାଘ୯।୪୧ମି ମଧ୍ୟେ ରାତିଘ୧୨।୧୮ମି ରୁ ରାଘ୨।୩ମି ରାଘ୨।୫୫ମି ଘ୪।୪୦ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭରାଶି ମାନଙ୍କର ।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ସକାଳଘ୭।୨୭।୩୩ସେ ପରେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। 

ଘାତଚନ୍ଦ୍ର ଓ ଘାତବାର-

ବିଛା, ଧନୁ, ମୀନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ମୁଖରା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳଘ୭।୨୭ମି ମଧ୍ୟେ ଏକପାଦ ନକ୍ଷତ୍ର ଦୋଷ ଓ ରାତିଘ୯।୨୩ମି ଗତେ ଏକପାଦ ତିଥିଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବା ଉଚିତ୍।  

ଅଶୁଭ ସମୟ-

ରାହୁକାଳ ଓ କାଳବେଳା ଦିବାଘ୧୦।୩୨ମି ରୁ ଦିଘ୧୧।୩୫ମି। ବାରବେଳା-ଦିବାଘ୯।୧୦ମି ରୁ ଦିଘ୧୦।୩୨ମି ମଧ୍ୟେ। କାଳରାତ୍ରି ରାତ୍ରଘ୮।୩୭ମି ରାଘ୧୦।୧୬ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୮।୨୭।୩୯।୨୯-୨୧/୯ ଚନ୍ଦ୍ରରାଶି ୭।୨।୪୮।୩୨-୧୬/୮  ମ୬|୨୬|୫୭|୧୩-୧୬/୭ ବୁ୮|୭|୦|୨୬-୧୯/୯ ବୃ୬|୨୪|୩୬|୫୩-୧୬/୭ ଶୁ୮|୨୮|୧୯|୮-୨୧/୯ ଶ୮|୮|୩୩|୨୭-୧୯/୯ ରା୩|୨୦|୫୬|୩୧-୯/୪ କେ୯| ୨୦|୫୬|୩୧-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୫ମି ମକର ଦିବାଘ୬|୩୫ମି କୁମ୍ଭଘ୮|୨୩ମି  ମୀନଘ୯|୫୯ମି ମେଷଘ୧୧|୩୩ମି ବୃଷଘ୧|୧୬ମି   ମିଥୁନଘ୩|୧୫ମି କର୍କଟଘ୫|୨୮ମି   ସିଂହ ରାତିଘ୭|୪୨ମି କନ୍ୟା ଘ୯|୫୧ମି ତୁଳା ଘ୧୧|୫୮ମି ବିଛା ଘ୨|୧୦ମି  ଧନୁଘ୪|୨୫ମି।

ଶୁଭକର୍ମ-

ଆଜି ନବବଧୁଯାତ୍ରା, ଅଳଙ୍କ।ର ଧାରଣ, ନବବସ୍ତ୍ର ପରିଧାନ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବୃକ୍ଷ ରୋପଣ, କ୍ରୟ ବିକ୍ରୟ, ନୌକାନିର୍ମାଣ ଓ ଚାଳନା, ନିଷ୍କ୍ରମଣ, ମନ୍ଦିର ନିର୍ମାଣ, ଦେବତା ଗଠନ ଓ ଦେବତା ପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, କୋର୍ଟବିବାହ, ବ୍ୟବସାୟ ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳଘ୭।୨୮ ମି ମଧ୍ୟେ ବିଶାଖା ନକ୍ଷତ୍ର ବିଛାରାଶି ଗୁରୁ ମହାଦଶାରେ ଜନ୍ମ ଓ ସକାଳଘ୭।୨୮ମି ପରେ ଅନୁରାଧା ନକ୍ଷତ୍ର ବିଛାରାଶି ଓ ଶନିମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!