ଦୈନିକ ପାଞ୍ଜି: ଜାନୁୟାରୀ ୧୨, ୨୦୧୮
ସୂର୍ଯ୍ୟଉଦୟ ଧନୁ ଦ୪|୪୯|୪୭ ଇଂପ୍ରାଘ୬|୨୪|୪୧ସେ
ସୂର୍ଯ୍ୟାସ୍ତ ମିଥୁନ ଦ୫|୧୧|୨୬ ଇଂସଂଘ୫|୧୮|୩୭ସେ
ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୮ ଦିନ ରାଷ୍ଟ୍ରିୟ ପୌଷମାସ ୨୨ ଦିନ ଶୁକ୍ରବାର
ପର୍ବ ପର୍ବାଣୀ-
ଷଟ୍ ତିଳା ଏକାଦଶୀ, ଓଳାଶୁଣୀ ମେଳା,
ସାଧୁ ଅରକ୍ଷିତ ଦାସଙ୍କ ତିରୋଧାନ ଦିବସ।
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଏକାଦଶୀତିଥି ରାଘ୯।୨୩।୩୫ସେ,
ବିଶାଖା ନକ୍ଷତ୍ର ସଘ୭।୨୭।୩୩ସେ, ବିଛାଚନ୍ଦ୍ର ଅହୋରାତ୍ର
ଗଣ୍ଡଯୋଗ ନିଶାନ୍ତ ଘ୬।୧୨|୩୦ସେ,
ବବକରଣ ସଘ୮।୧୪।୪୮ସେ, ବାଳବକରଣ ରାଘ୯।୨୩।୩୫ସେ,
ରବ୍ୟଂଶଽ୨୭।୩୯।୨୯, ସୂକ୍ଷ୍ମଚନ୍ଦ୍ର ରା୭।୨।୪୮।୩୨,
ଦିନମାନ ଦିଘ୧୦।୫୩।୫୭, ନିଶାମାନ ରାଘ ୧୩।୬।୩,
ଯୋଗିନୀବାସ-
ଯୋଗିନୀ ଅଗ୍ନିକୋଣେ ରାଘ୯।୨୩।୩୫ସେ, ପରେ ନୈଋତେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ରାଘ୯।୨୩।୩୫ସେ, ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା ସୂର୍ଯ୍ୟଉଦୟରୁ ଦିବାଘ୭।୯ମି। ଦିଘ୭।୫୨ମି ରୁ ଦିଘ୧୦।୩ମି ଦିଘ୧୨।୧୪ମିରୁ ଦିଘ୩।୮ମି ଦିଘ୩।୫୨ମିରୁ ଦିଘ୫।୧୯ମି ସଂଘ୬।୧୧ମି ରୁ ରାଘ୯।୪୧ମି ମଧ୍ୟେ ରାତିଘ୧୨।୧୮ମି ରୁ ରାଘ୨।୩ମି ରାଘ୨।୫୫ମି ଘ୪।୪୦ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭରାଶି ମାନଙ୍କର ।
ତାରାଶୁଦ୍ଧି-
ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ସକାଳଘ୭।୨୭।୩୩ସେ ପରେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ବିଛା, ଧନୁ, ମୀନ ରାଶିର ଘାତବାର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ମୁଖରା।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ସକାଳଘ୭।୨୭ମି ମଧ୍ୟେ ଏକପାଦ ନକ୍ଷତ୍ର ଦୋଷ ଓ ରାତିଘ୯।୨୩ମି ଗତେ ଏକପାଦ ତିଥିଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବା ଉଚିତ୍।
ଅଶୁଭ ସମୟ-
ରାହୁକାଳ ଓ କାଳବେଳା ଦିବାଘ୧୦।୩୨ମି ରୁ ଦିଘ୧୧।୩୫ମି। ବାରବେଳା-ଦିବାଘ୯।୧୦ମି ରୁ ଦିଘ୧୦।୩୨ମି ମଧ୍ୟେ। କାଳରାତ୍ରି ରାତ୍ରଘ୮।୩୭ମି ରାଘ୧୦।୧୬ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି ୮।୨୭।୩୯।୨୯-୨୧/୯ ଚନ୍ଦ୍ରରାଶି ୭।୨।୪୮।୩୨-୧୬/୮ ମ୬|୨୬|୫୭|୧୩-୧୬/୭ ବୁ୮|୭|୦|୨୬-୧୯/୯ ବୃ୬|୨୪|୩୬|୫୩-୧୬/୭ ଶୁ୮|୨୮|୧୯|୮-୨୧/୯ ଶ୮|୮|୩୩|୨୭-୧୯/୯ ରା୩|୨୦|୫୬|୩୧-୯/୪ କେ୯| ୨୦|୫୬|୩୧-୨୨/୧୦।
ଆଜିରଲଗ୍ନ-
ଧନୁ ପ୍ରାତଃଘ୬|୨୫ମି ମକର ଦିବାଘ୬|୩୫ମି କୁମ୍ଭଘ୮|୨୩ମି ମୀନଘ୯|୫୯ମି ମେଷଘ୧୧|୩୩ମି ବୃଷଘ୧|୧୬ମି ମିଥୁନଘ୩|୧୫ମି କର୍କଟଘ୫|୨୮ମି ସିଂହ ରାତିଘ୭|୪୨ମି କନ୍ୟା ଘ୯|୫୧ମି ତୁଳା ଘ୧୧|୫୮ମି ବିଛା ଘ୨|୧୦ମି ଧନୁଘ୪|୨୫ମି।
ଶୁଭକର୍ମ-
ଆଜି ନବବଧୁଯାତ୍ରା, ଅଳଙ୍କ।ର ଧାରଣ, ନବବସ୍ତ୍ର ପରିଧାନ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବୃକ୍ଷ ରୋପଣ, କ୍ରୟ ବିକ୍ରୟ, ନୌକାନିର୍ମାଣ ଓ ଚାଳନା, ନିଷ୍କ୍ରମଣ, ମନ୍ଦିର ନିର୍ମାଣ, ଦେବତା ଗଠନ ଓ ଦେବତା ପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, କୋର୍ଟବିବାହ, ବ୍ୟବସାୟ ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟ ଉଦୟ ଠାରୁ ସକାଳଘ୭।୨୮ ମି ମଧ୍ୟେ ବିଶାଖା ନକ୍ଷତ୍ର ବିଛାରାଶି ଗୁରୁ ମହାଦଶାରେ ଜନ୍ମ ଓ ସକାଳଘ୭।୨୮ମି ପରେ ଅନୁରାଧା ନକ୍ଷତ୍ର ବିଛାରାଶି ଓ ଶନିମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।