ତୁଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ଜାନୁୟାରୀ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୧, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୪|୩୯|୫୦ ଇଂପ୍ରାଘ୬|୨୪|୩୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୫|୦୦|୩୧ ଇଂସଂଘ୫|୧୭|୫୮ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୭ ଦିନ ରାଷ୍ଟ୍ରିୟ ପୌଷମାସ ୨୧ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଦଶମୀତିଥି ରାଘ୭।୧୧।୪୪ସେ,

ବିଶାଖା ନକ୍ଷତ୍ର ଅହୋରାତ୍ର, ତୁଳାଚନ୍ଦ୍ର ରାଘ୧୨।୪୮।୦୦ସେ,

ଶୂଳଯୋଗ ନିଶାନ୍ତ ଘ୫।୩୩|୧୦ସେ,

ବିଷ୍ଟିକରଣ ରାଘ୭।୧୧।୪୪ସେ, ବବ କରଣ ଅହୋରାତ୍ର, 

ରବ୍ୟଂଶଽ୨୬।୩୮।୨୦, ସୂକ୍ଷ୍ମଚନ୍ଦ୍ର ରା୬।୨୦।୪୨।୧୪,

ଦିନମାନ ଦିଘ୧୦।୫୩।୨୪, ନିଶାମାନ ରାଘ ୧୩।୬।୩୬,

ଯୋଗିନୀବାସ-

ଯୋଗିନୀ ଉତ୍ତରେ ରାଘ୭।୧୧।୪୪ସେ, ପରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୭।୧୧।୪୪ସେ, ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟ ଉଦୟରୁ ଦିବାଘ୭।୫୨ମି ଦିଘ୧।୪୦ମି ରୁ ଦିଘ୩।୭ମି ସଂଘ୬।୧୦ମିରୁ ଦିଘ୯।୪୦ମି ରାତିଘ୧୨।୧୮ମି ରୁ ରାଘ୩।୪୮ମି ମଧ୍ୟେ ରାତିଘ୪।୪୦ମି ପରେ ସଘ୬।୨୫ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାଘ୧୨।୪୮ମି ପରେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ କଳହୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ନକ୍ଷତ୍ରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।  

ଅଶୁଭ ସମୟ-

ରାହୁକାଳ- ଦିବାଘ୧।୧୫ମି ରୁ ଦିଘ୨।୩୬ମି ଓ କାଳବେଳା ଦିବା ଘ୨।୩୭ମି ରୁ ଦିଘ୩।୫୯ମି। ବାରବେଳା-ଦିଘ୩।୫୯ମି ରୁ ଦିଘ୫।୨୦ମି ମଧ୍ୟେ। କାଳରାତ୍ରି ରାତ୍ରଘ୧୧।୫୪ମି ଘ୧।୩୨ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୨୬।୩୮।୨୦-୨୦/୯ ଚନ୍ଦ୍ରରାଶି୬।୨୦।୪୨।୧୪-୧୬/୭ ମ୬|୨୬|୧୯|୫୮-୧୬/୭ ବୁ୮|୫|୪୦|୧୦-୧୯/୯ ବୃ୬|୨୪|୨୭|୫୨-୧୬/୭ ଶୁ୮|୨୭|୩|୩୯-୨୧/୯ ଶ୮|୮|୨୬|୩୭-୧୯/୯ ରା୩|୨୦|୫୭|୪୩-୯/୪ କେ୯| ୨୦|୫୭|୪୩-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୫ମି ମକର ଦିବାଘ୬|୩୯ମି କୁମ୍ଭଘ୮|୨୮ମି  ମୀନଘ୧୦|୩ମି ମେଷଘ୧୧|୩୭ମି ବୃଷଘ୧|୨୦ମି   ମିଥୁନଘ୩|୧୯ମି କର୍କଟଘ୫|୩୨ମି   ସିଂହ ରାତ୍ରିଘ୭|୪୬ମି କନ୍ୟା ଘ୯|୫୫ମି ତୁଳା ଘ୧୨|୨ମି ବିଛା ଘ୨|୧୪ମି  ଧନୁଘ୪|୨୯ମି।

ଶୁଭକର୍ମ-

ଆଜି ଅଳଙ୍କ।ରଧାରଣ, ନବବସ୍ତ୍ର ପରିଧାନ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, କ୍ରୟବିକ୍ରୟ, ନୌକାନିର୍ମାଣ, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଆରୋଗ୍ୟସ୍ନାନ, ହଳଆରମ୍ଭ, ବିହନବୁଣା  ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୧୨।୪୮ମି ମଧ୍ୟେ ବିଶାଖା ନକ୍ଷତ୍ର ତୁଳାରାଶି ଓ ରାତ୍ରଘ୧୨।୪୮ମି ପରେ  ବିଶାଖା ନକ୍ଷତ୍ର ବିଛାରାଶି ଗୁରୁମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!