ଆଜି ମାସାନ୍ତ, ଶରଣ ପଞ୍ଚକାରମ୍ଭ। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୨, ୨୦୧୮

ଆଜି ମାସାନ୍ତ, ଶରଣ ପଞ୍ଚକାରମ୍ଭ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୪|୨୬|୭ ଇଂ ପ୍ରାତଃ ଘ ୬|୧୭|୫୨ସେ

ସୂର୍ଯ୍ୟାସ୍ତ କର୍କଟ ଦ୫|୩୧|୪୬   ଇଂ ସଂଧ୍ୟା ଘ ୫|୩୭|୨୫ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୩୦ ଦିନ ରାଷ୍ଟ୍ରିୟ ମାଘମାସ ୨୩ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ରାତ୍ର ଘଣ୍ଟା ୮।୫।୫୭ସେକେଣ୍ଡ୍,

ପୂର୍ବାଷାଢା ନକ୍ଷତ୍ର ରାତ୍ରି ଘଣ୍ଟା ୨।୪।୧୭ସେକେଣ୍ଡ୍, ଧନୁଚନ୍ଦ୍ର ଅହୋରାତ୍ର,

ବଜ୍ରଯୋଗ ଦିବା ଘଣ୍ଟା ୧।୩୯।୧୬ସେକେଣ୍ଡ୍,

କୌଳବକରଣ ସକାଳ ଘଣ୍ଟା ୬।୪୬।୨୩ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୮।୫।୫୭ସେକେଣ୍ଡ୍,

ରବ୍ୟଂଶଽ୨୯।୮।୪୫, ସୂକ୍ଷ୍ମଚନ୍ଦ୍ର ରାଶି ୮।୧୬।୫୫।୨୫,

ଦିନମାନ ଘଣ୍ଟା ୧୧।୧୯।୩୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୪୦।୨୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ରାତ୍ର ଘଣ୍ଟା ୮।୫।୫୭ସେକେଣ୍ଡ୍, ପରେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଘଣ୍ଟା ୮।୫।୫୭ସେକେଣ୍ଡ୍, ମଧ୍ୟେ ପୋଇ, ମସୁରଡାଲି ପରେ ବାଇଗଣ ନ ଖାଇଲେ ଭଲ। 

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୯ମିନିଟ୍,  ଦିବା ଘଣ୍ଟା ୧୦।୫୦ମିନିଟ୍ ରୁ ଘଣ୍ଟା ୧।୫ମିନିଟ୍,  ସଂଧ୍ୟା ଘଣ୍ଟା ୬।୨୮ମିନିଟ୍ ରୁ ଘଣ୍ଟା ୯।୦୦ମିନିଟ୍, ରାତ୍ରି ଘଣ୍ଟା ୧୧।୩୨ମିନିଟ୍ ରୁ ଘଣ୍ଟା ୨।୫୫ମିନିଟ୍, ମାହେନ୍ଦ୍ର- ଦିବା ଘଣ୍ଟା ୩।୨୧ମିନିଟ୍ ରୁ ଘଣ୍ଟା ୪।୫୨ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।

ଆହୁରି ପଢନ୍ତୁ: ୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ରି ଘଣ୍ଟା ୨।୪।୧୭ସେକେଣ୍ଡ୍ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୨।୪।୧୭ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ତିଳ କାଞ୍ଚନ, ଶୁକ୍ଳବସ୍ତ୍ର ଦାନ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। ରଜଶ୍ଚକ୍ରେ ବିବାଦ। ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୮।୫।୫୭ସେକେଣ୍ଡ୍ ମଧ୍ୟେ ଏକପାଦ ତିଥିଦୋଷ ପରେ ରାତ୍ର ଘଣ୍ଟା ୨।୪।୧୭ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭ ସମୟ-

ରାହୁକାଳ:- ଓ କାଳବେଳା:-ସକାଳ ଘଣ୍ଟା ୭।୪୫ମିନିଟ୍ ରୁ ଘଣ୍ଟା ୯।୧୦ମିନିଟ୍ ମଧ୍ୟେ । ବାରବେଳା:- ଦିବା ଘଣ୍ଟା ୨।୫୦ମିନିଟ୍ ରୁ ଘଣ୍ଟା ୪।୧୫ମି ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୧୦।୨୫ମିନିଟ୍ ରୁ ଘଣ୍ଟା ୧୨।୦୦ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୯।୮।୪୫-୨୩/୧୦, ଚନ୍ଦ୍ରରାଶି-୮।୧୬।୫୫।୨୫-୨୦/୯, ମଙ୍ଗଳରାଶି-୭|୧୫|୫୯|୩୮-୧୭/୮, ବୁଧରାଶି-୯|୨୪|୫୭|୨୨-୨୩/୧୦, ବୃହସ୍ପତିରାଶି-୬|୨୮|୧୦|୧୭-୧୬/୭, ଶୁକ୍ରରାଶି-୧୦|୭|୧୪|୧୯-୨୪/୧୧, ଶନିରାଶି-୮|୧୧|୪୭|୩୬-୧୯/୯, ରାହୁରାଶି-୩|୨୦|୫୬|୪୦-୯/୪, କେତୁରାଶି-୯|୨୦|୫୬|୪୦-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘଣ୍ଟା ୪|୨୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଲଗ୍ନ ଘଣ୍ଟା ୬|୨୨ମିନିଟ୍ ରୁ ଆରମ୍ଭ।   

ମକର ପ୍ରାତଃ ଘଣ୍ଟା ୬|୨୦ମିନିଟ୍, କୁମ୍ଭ ଘଣ୍ଟା ୬|୨୨ମିନିଟ୍, ମୀନ ଘଣ୍ଟା ୭|୫୭ମିନିଟ୍, ମେଷ ଘଣ୍ଟା ୯|୩୧ମିନିଟ୍, ବୃଷ ଘଣ୍ଟା ୧୧|୧୪ମିନିଟ୍,   ମିଥୁନ ଘଣ୍ଟା ୧|୧୩ମିନିଟ୍, କର୍କଟ ଘଣ୍ଟା ୩|୨୬ମିନିଟ୍, ସିଂହ ଘଣ୍ଟା ୫|୪୦ମିନିଟ୍, କନ୍ୟା ଘଣ୍ଟା ୭|୪୯ମିନିଟ୍, ତୁଳା ଘଣ୍ଟା ୯|୫୬ମିନିଟ୍, ବିଛା ଘଣ୍ଟା ୧୨|୮ମିନିଟ୍, ଧନୁ ଘଣ୍ଟା ୨|୨୩ମିନିଟ୍, ମକର ଘଣ୍ଟା ୪|୨୯ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ଦିକ୍ଷାଗ୍ରହଣ, କ୍ରୟବିକ୍ରୟ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରି ଘଣ୍ଟା ୨।୪।୧୭ସେକେଣ୍ଡ୍ ମଧ୍ୟେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଓ ଶୁକ୍ରମହାଦଶାରେ ଜନ୍ମ ହୋଇଛି ରାତ୍ରି ଘଣ୍ଟା ୨।୪।୧୭ସେକେଣ୍ଡ୍ ପରେ ଉତ୍ତରାଷାଢା ନକ୍ଷତ୍ର ଧନୁରାଶି ଓ ରବି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!