ଆଜି ସର୍ବସମ୍ମତ ପଙ୍କୋଦ୍ଧାର ଏକାଦଶୀ, ହଳନିଷେଧ। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୧, ୨୦୧୮

ଆଜି ସର୍ବସମ୍ମତ ପଙ୍କୋଦ୍ଧାର ଏକାଦଶୀ, ହଳନିଷେଧ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୪|୧୬|୫୨ ଇଂ ପ୍ରାତଃ ଘ ୬|୧୮|୨୩ସେ

ସୂର୍ଯ୍ୟାସ୍ତ କର୍କଟ ଦ୫|୨୦|୨୧     ଇଂ ସଂଧ୍ୟା ଘ ୫|୩୬|୫୪ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୯ ଦିନ ରାଷ୍ଟ୍ରିୟ ମାଘମାସ ୨୨ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଏକାଦଶୀତିଥି ସଂଧ୍ୟା ଘଣ୍ଟା ୫।୨୫।୩୮ସେକେଣ୍ଡ୍,

ମୂଳା ନକ୍ଷତ୍ର ରାତ୍ରି ଘଣ୍ଟା ୧୦।୫୯।୪୭ସେକେଣ୍ଡ୍, ଧନୁଚନ୍ଦ୍ର ଅହୋରାତ୍ର,

ହର୍ଷଣଯୋଗ ଦିବା ଘଣ୍ଟା ୧୨।୪୦।୫୫ସେକେଣ୍ଡ୍,

ବାଳବକରଣ ସଂଧ୍ୟା ଘଣ୍ଟା ୫।୨୫।୩୮ସେକେଣ୍ଡ୍, କୌଳବକରଣ ଅହୋରାତ୍ର,

ରବ୍ୟଂଶଽ୨୮।୮।୪, ସୂକ୍ଷ୍ମଚନ୍ଦ୍ର ରାଶି ୮।୫।୭।୪୩,

ଦିନମାନ ଘଣ୍ଟା ୧୧।୧୮।୩୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୪୧।୨୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ସଂଧ୍ୟା ଘଣ୍ଟା ୫।୨୫।୩୮ସେକେଣ୍ଡ୍, ପରେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସଂଧ୍ୟା ଘଣ୍ଟା ୫।୨୫।୩୮ସେକେଣ୍ଡ୍, ମଧ୍ୟେ ଶିମ୍ବ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ। 

ଆହୁରି ପଢନ୍ତୁ: ୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?

ଶୁଭସମୟ-

ଅମୃତବେଳା- ସକାଳ ଘଣ୍ଟା ୭।୩୦ମିନିଟ୍ ରୁ ଘଣ୍ଟା ୧୦।୪ମିନିଟ୍,  ରାତ୍ରି ଘଣ୍ଟା ୭।୧୮ମିନିଟ୍ ରୁ ଘଣ୍ଟା ୯।୯ମିନିଟ୍, ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୩ମିନିଟ୍, ଦିବା ଘଣ୍ଟା ୧।୫ମିନିଟ୍ ରୁ ଘଣ୍ଟା ୧।୫୧ମିନିଟ୍, ସଂଧ୍ୟା ଘଣ୍ଟା ୬।୨୮ମିନିଟ୍ ରୁ ଘଣ୍ଟା ୭।୧୮ମିନିଟ୍, ରାତ୍ରି ଘଣ୍ଟା ୧୨।୨୩ମିନିଟ୍ ରୁ ଘଣ୍ଟା ୩।୪୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ରି ଘଣ୍ଟା  ୧୦।୫୯।୪୭ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ରି ଘଣ୍ଟା ୧୦।୫୯।୪୭ସେକେଣ୍ଡ୍ ଗତେ ସାତମାସ ଗଣ୍ଡଦୋଷ ଯୋଗେ ତିଳ କାଞ୍ଚନ, ନାଲିବସ୍ତ୍ର ଦାନ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। ରଜଶ୍ଚକ୍ରେ ବିବାଦ। ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ପରେ ସଂଧ୍ୟା ଘଣ୍ଟା୫।୨୫।୩୮ ସେକେଣ୍ଡ୍ ଗତେ ଦ୍ଵିପାଦ ବାର ଓ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭ ସମୟ-

ରାହୁକାଳ-ଦିବା ଘଣ୍ଟା ୪।୧୪ମିନିଟ୍ ରୁ ଘଣ୍ଟା ୫।୩୯ମିନିଟ୍ ମଧ୍ୟେ । କାଳବେଳା- ଦିବା ଘଣ୍ଟା ୧୨।୦୦ମିନିଟ୍ ରୁ ଘଣ୍ଟା ୧।୨୫ମିନିଟ୍ ମଧ୍ୟେ । ବାରବେଳା- ଦିବା ଘଣ୍ଟା ୧୦।୩୫ମିନିଟ୍ ରୁ ଘଣ୍ଟା ୧୨।୦୦ମି ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୧।୩୫ମିନିଟ୍ ରୁ ଘଣ୍ଟା ୩।୧୦ମିନିଟ୍ ମଧ୍ୟେ। 

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୮।୮।୪-୨୩/୧୦, ଚନ୍ଦ୍ରରାଶି-୮।୫।୭।୪୩-୧୯/୯, ମଙ୍ଗଳରାଶି-୭|୧୫|୨୩|୧୬-୧୭/୮, ବୁଧରାଶି-୯|୨୩|୧୩|୩୭-୨୨/୧୦, ବୃହସ୍ପତିରାଶି-୬|୨୮|୫|୩୯-୧୬/୭, ଶୁକ୍ରରାଶି-୧୦|୫|୫୯|୧୦-୨୩/୧୧,

ଶନିରାଶି-୮|୧୧|୪୨|୩-୧୯/୯, ରାହୁରାଶି-୩|୨୦|୫୬|୨୮-୯/୪, କେତୁରାଶି-୯|୨୦|୫୬|୨୮-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘଣ୍ଟା ୪|୩୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। କୁମ୍ଭ ଘଣ୍ଟା ୬|୨୬ମିନିଟ୍ ରୁ ଆରମ୍ଭ।   

ମକର ପ୍ରାତଃ ଘଣ୍ଟା ୬|୨୦ମିନିଟ୍, କୁମ୍ଭ ଘଣ୍ଟା ୬|୨୬ମିନିଟ୍, ମୀନ ଘଣ୍ଟା ୮|୧ମିନିଟ୍, ମେଷ ଘଣ୍ଟା ୯|୩୫ମିନିଟ୍, ବୃଷ ଘଣ୍ଟା ୧୧|୧୮ମିନିଟ୍,   ମିଥୁନ ଘଣ୍ଟା ୧|୧୭ମିନିଟ୍, କର୍କଟ ଘଣ୍ଟା ୩|୩୦ମିନିଟ୍, ସିଂହଘଣ୍ଟା୫|୪୪ମିନିଟ୍, କନ୍ୟାଘଣ୍ଟା୭|୫୩ମିନିଟ୍, ତୁଳା ଘଣ୍ଟା ୧୦|୦ମିନିଟ୍, ବିଛା ଘଣ୍ଟା ୧୨|୧୨ମିନିଟ୍, ଧନୁ ଘଣ୍ଟା ୨|୨୭ମିନିଟ୍, ମକର ଘଣ୍ଟା ୪|୩୩ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି ସଂଧ୍ୟା ଘଣ୍ଟା ୫।୨୫।୩୮ସେକେଣ୍ଡ୍,  ମଧ୍ୟରେ କ୍ରୟବିକ୍ରୟ, ବାଣିଜ୍ୟକରଣ,  ପୁଂସବନ ,ସୀମନ୍ତୋନୟନ, ବୃକ୍ଷରୋପଣ, ଦିକ୍ଷାଗ୍ରହଣ, ଔଷଧକରଣ ଓ ସେବନ, ଜଳାଶୟପ୍ରତିଷ୍ଠା, କୋର୍ଟବିବାହ, ଅଳଙ୍କାରଧାରଣ ଓ ନିର୍ବନ୍ଧ, ବିବାହ ପଣିଗ୍ରହଣ, ଗୃହପ୍ରତିଷ୍ଠା ଓ ଗୃହ ପ୍ରବେଶ, ବିହନବୁଣି ପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ମୂଳା ନକ୍ଷତ୍ର ରାତ୍ରି ଘଣ୍ଟା ୧୦।୫୯।୪୭ସେକେଣ୍ଡ୍, ଧନୁଚନ୍ଦ୍ର ଅହୋରାତ୍ର, ସୂର୍ଯ୍ୟ ଉଦୟ ଠାରୁ ରାତ୍ରି ଘଣ୍ଟା ୧୦।୫୯।୪୭ସେକେଣ୍ଡ୍ ମଧ୍ୟେ ମୂଳାନକ୍ଷତ୍ର ଧନୁ ରାଶି ଓ କେତୁ  ମହାଦଶାରେ ଜନ୍ମ ହୋଇଛି। ରାତ୍ରି ଘଣ୍ଟା ୧୦।୫୯।୪୭ସେକେଣ୍ଡ୍, ପରେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଓ ଶୁକ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!