ବୃଷ, ସିଂହ, କନ୍ୟା ରାଶିର ଘାତବାର। ରାତ୍ରି ଘ୭।୫୩।୧୦ସେ ପରେ ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଫେବୃୟାରୀ ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୦, ୨୦୧୮

ସୂର୍ଯ୍ୟଉଦୟ ମକର ଦ୪|୭|୩୯ ଇଂ ପ୍ରାତଃ ଘ୬|୧୮|୫୩ ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ       କର୍କଟ ଦ୫|୯|୪  ଇଂ ସଂଧ୍ୟା ଘ୫|୩୬|୨୩ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୮ ଦିନ ରାଷ୍ଟ୍ରିୟ ମାଘମାସ ୨୧ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଦଶମୀତିଥି ଦିବା ଘ୨।୪୫।୨୨ସେକେଣ୍ଡ

ଜ୍ୟେଷ୍ଠା ନକ୍ଷତ୍ର ରାତ୍ରି ଘ୭।୫୩।୧୦ସେକେଣ୍ଡ  ବିଛାଚନ୍ଦ୍ର ରାତ୍ରି ଘ୭।୫୩।୧୦ସେକେଣ୍ଡ

ବ୍ୟାଘାତଯୋଗ ଦିବା ଘ୧୧।୪୪।୧୪ସେକେଣ୍ଡ

ବିଷ୍ଟିକରଣ ଦିବା ଘ୨।୪୫।୨୨ସେକେଣ୍ଡ ବବକରଣ ରାତ୍ରି ଘ୪।୩।୦ସେକେଣ୍ଡ,

ରବ୍ୟଂଶଽ୨୭।୭।୨୨, ସୂକ୍ଷ୍ମଚନ୍ଦ୍ର ରାଶି ୭।୨୩।୧୮।୧୦,

ଦିନମାନ ଘ୧୧।୧୭।୩୦ସେକେଣ୍ଡ ନିଶାମାନ ଘ୧୨।୪୨।୩୦ସେକେଣ୍ଡ

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘ୨।୪୫।୨୨ସେକେଣ୍ଡ ପରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୨।୪୫।୨୨ସେକେଣ୍ଡ ମଧ୍ୟେ କଳମ ଶାଗ ପରେ ଶିମ୍ବ ନ ଖାଇଲେ ଭଲ। 

ଶୁଭସମୟ-

ଅମୃତବେଳା- ଦିବା ଘ୧୦।୫ମିନିଟ୍  ରୁ ଘ୧।୫ମିନିଟ୍  ରାତ୍ରି ଘ୮।୯ମିନିଟ୍ ରୁ ଘ୧୦।୪୧ମିନିଟ୍ ରାଘ୧୨।୨୩ମିନିଟ୍ ରୁ ଘ୨।୫ମିନିଟ୍, ରାଘ୨।୫୬ମିନିଟ୍ ରୁ ଘ୪।୩୭ମିନିଟ୍ ମଧ୍ୟେ।

ଆହୁରି ପଢନ୍ତୁ: ୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ରି ଘ୭।୫୩।୧୦ସେକେଣ୍ଡ ଗତେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ରି ଘ୭।୫୩।୧୦ସେକେଣ୍ଡ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବୃଷ, ସିଂହ, କନ୍ୟା ରାଶିର ଘାତବାର। ରାତ୍ରି ଘ୭।୫୩।୧୦ସେ ପରେ ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ରି ଘ୭।୫୩।୧୦ସେକେଣ୍ଡ ମଧ୍ୟେ ଦଶମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେବା ବିଧେୟ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ଦରିଦ୍ରା। ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ଶାନ୍ତିହୋମ କରି ତିଳସୁବର୍ଣ୍ଣ ଦାନଦେବା ବିଧେୟ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।

ଅଶୁଭ ସମୟ-

ରାହୁକାଳ-ସକାଳ ଘ୯।୧୦ମିନିଟ୍  ରୁ ଘ୧୦।୩୫ ମିନିଟ୍ ମଧ୍ୟେ । କାଳବେଳା- ସକାଳ ଘ୬।୨୧ ମିନିଟ୍ ରୁ ଘ୭।୪୬ ମିନିଟ୍ ଦିବା ଘ୪।୧୪ ମିନିଟ୍ ରୁ ଘ୫।୩୯ ମିନିଟ୍ ମଧ୍ୟେ । ବାରବେଳା- ଦିବା ଘ୧।୨୫ ମିନିଟ୍ ରୁ ଘ୨।୪୯ ମିନିଟ୍ ମଧ୍ୟେ । କାଳରାତ୍ରି- ସଂଧ୍ୟା ଘ୫।୩୯ ମିନିଟ୍ ରୁ ଘ୭।୧୪ ମିନିଟ୍ ରାତ୍ରି ଘ୪।୪୫ ମିନିଟ୍ ରୁ ସକାଳ ଘ୬।୨୧ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୭।୭।୨-୨୩/୧୦, ଚନ୍ଦ୍ରରାଶି-୭।୨୩।୧୮।୧୦-୧୮/୮,

ମଙ୍ଗଳରାଶି-୭|୧୪|୪୬|୫୧-୧୭/୮,ବୁଧରାଶି-୯|୨୧|୩୦|୪୦-୨୨/୧୦, ବୃହସ୍ପତିରାଶି-୬|୨୮|୦|୫୨-୧୬/୭, ଶୁକ୍ରରାଶି-୧୦|୪|୪୪|୧-୨୩/୧୧,

ଶନିରାଶି-୮|୧୧|୩୬|୨୬-୧୯/୯, ରାହୁରାଶି-୩|୨୦|୫୬|୧୬-୯/୪,

କେତୁରାଶି-୯|୨୦|୫୬|୧୬-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୪|୩୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୬|୨୯ମିନିଟ୍ ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୧ମିନିଟ୍ କୁମ୍ଭଘ୬|୨୯ମିନିଟ୍ ମୀନଘ୮|୫ମିନିଟ୍ ମେଷଘ୯|୩୯ମିନିଟ୍ ବୃଷଘ୧୧|୨୨ମିନିଟ୍   ମିଥୁନଘ୧|୨୧ମିନିଟ୍ କର୍କଟଘ୩|୩୪ମିନିଟ୍ ସିଂହ ଘ୫|୪୮ମିନିଟ୍ କନ୍ୟା ଘ୭|୫୭ମିନିଟ୍ ତୁଳା ଘ୧୦|୪ମିନିଟ୍ ବିଛା ଘ୧୨|୧୬ମିନିଟ୍ ଧନୁଘ୨|୩୧ମିନିଟ୍ ମକର ଘ୪|୩୭ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-ନାହିଁ ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରି ଘ୭।୫୩।୧୦ସେକେଣ୍ଡ ମଧ୍ୟେ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ଓ ବୁଧ ମହାଦଶାରେ ଜନ୍ମ ହୋଇଛି। ରାତ୍ରି ଘ୭।୫୩।୧୦ସେକେଣ୍ଡ ପରେ ବୋଲି ଜାଣିବେ। ରାତ୍ରି ଘ୭।୫୩।୧୦ସେକେଣ୍ଡ ପରେ ମୂଳାନକ୍ଷତ୍ର ଧନୁରାଶି ଓ କେତୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!