ଦୈନିକ ପାଞ୍ଜି: ଜୁଲାଇ ୧ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୧୧।୪୪ସେ  ଚନ୍ଦ୍ରୋଦୟ ରାଘ୮।୫୧ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୨।୪୮ସେ       ଚନ୍ଦ୍ରାସ୍ତ ସଘ୭।୩୪ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୭ ଦିନ ରାଷ୍ଟ୍ରିୟ ଆଷାଢ ୧୦ଦିନ ରବିବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ, ତୃତୀୟାତିଥୀ ସଂଘ୫।୫୫।୪୪,

ଶ୍ରବଣାନକ୍ଷତ୍ର ରାଘ୯।୩୬।୫୩  ମକରଚନ୍ଦ୍ର ଅହୋରାତ୍ର, ବିଷ୍କୁମ୍ଭଯୋଗ ଅହୋରାତ୍ର।

ବିଷ୍ଟିକରଣ ସଂଘ୫।୫୫।୪୪, ବବକରଣ ଅହୋରାତ୍ର

ରବ୍ୟଂଶଽ ୧୫।୧।୧୫, ସୂକ୍ଷ୍ମଚନ୍ଦ୍ର ରା୯।୧୫।୧୫।୩୫

ଦିନମାନ ଘ୧୩।୧୧।୪, ରାତ୍ରମାନ ଘ୧୦।୪୮।୫୬

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ

ଅଗ୍ନିକୋଣେ ସଂଘ୫।୫୫ମି ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ

ସଂଘ୫।୫୫ମି ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

ଶୁଭସମୟ

ଅମୃତ ଦିଘ୬-୫୭ମି ରୁ ଘ୯-୩୬ମି, ଦିଘ୧୨-୧୪ମି ରୁ ଘ୨-୫୨ମି, ସୂର୍ଯ୍ୟାସ୍ତରୁ ଘ୭-୫୦ମି, ରାଘ୧୦-୪୧ମି ରୁ ଘ୧୨-୫୨ମି, ମାହେନ୍ଦ୍ର ଦିଘ୪-୩୮ମି ରୁ ଘ୫-୩୦ମି।

ଚନ୍ଦ୍ରଶୁଦ୍ଧି

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

 ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ରାଘ୯।୩୬।୫୩ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଘାତଚନ୍ଦ୍ର

ମେଷ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।  

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ।

ଅଶୁଭସମୟ

ରାହୁକାଳ-ଦିଘ୪।୪୬ମି ରୁ ଘ୬।୨୪ମି, ବାରବେଳା- ଦିଘ୧୦।୧୦ମି ରୁ ଘ୧୧।୪୯ମି, କାଳବେଳା-ଦିଘ୧୧।୪୯ମି ରୁ ଘ୧।୨୮ମି, କାଳରାତ୍ରି-ରାଘ୧।୧୧ମି ରୁ ଘ୨।୩୨ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

ରବି ରା୨।୧୫।୧।୧୫, ଚ୯।୧୫।୧୫।୩୫, ମ୯।୧୫।୨।୪୯, ବୁ୩।୮।୩୧।୪୧, ବୃ୬।୧୯।୨୩।୫୭, ଶୁ୩।୨୫।୩୬।୪, ଶ୮।୧୧।୨୮।୩୮, ରା୩।୧୧।୪୯।୪୩, କେ୯।୧୧।୪୯।୪୩।

ଉଦୟଲଗ୍ନ

ରାତ୍ର ଘ୪।୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୨୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୩୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୪୨ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୫୦ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୧୬ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୨୨ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୧୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୪୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୨୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୨।୩ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୪।୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ

ଆଜି କୋର୍ଟବିବାହ, ନବବଧୂ ଯାତ୍ରା, ପ୍ରଥମ ଯୁବତୀ ସମ୍ଭୋଗ, ସିମନ୍ତୋନୟନ, ଭୂମି ପୂଜନ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ପ୍ରତିଷ୍ଠା, ମନ୍ଦିରନିର୍ମାଣ, ଜଳାଶୟ ପ୍ରତିଷ୍ଠା, ବିଦ୍ୟାରମ୍ଭ, ପୁଂସବନ, ଔଷଧ କରଣ, ଔଷଧ ସେବନ, ନବାନ୍ନ ଭକ୍ଷଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାଘ୯।୩୬।୫୩ ସେକେଣ୍ଡ୍ ମଧ୍ୟେ ଶ୍ରବଣା ନକ୍ଷତ୍ର ମକରରାଶି ଚନ୍ଦ୍ର ମହାଦଶାରେ ଜନ୍ମହୋଇଛି। ରାଘ୯।୩୬।୫୩ ସେକେଣ୍ଡ୍ ପରେ ଧନିଷ୍ଠା ନକ୍ଷତ୍ର ମକରରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!