ଛୋଟ ଫିଟକରୀ ଗୋଟେ ଆଣି ପାରେ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ। କରନ୍ତୁ ଏହି ଚମତ୍କାରୀ ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନର ସମସ୍ତ ସମସ୍ୟା ଓ ଚିନ୍ତାରୁ ମୁକ୍ତି ପାଇଁ କରନ୍ତୁ ଫିଟକାରୀର ଏହି ଉପାୟ।

ଭାରତରେ ବାସ୍ତୁ ଶାସ୍ତ୍ରର ବହୁତ ମାନ୍ୟତା ଅଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହ ନିର୍ମାଣ କାଲେ ଘରେ ସୁଖ ଶାନ୍ତି ବିରାଜମାନ କରେ। ବହୁତ ଲୋକ ଏହି ଶାସ୍ତ୍ରର ନିୟମକୁ ମାନି ଚଳନ୍ତି ଓ ଏହା ଅନୁସାରେ ହିଁ ନିଜର ସମସ୍ତ କାର୍ଯ୍ୟ କରନ୍ତି, କିନ୍ତୁ ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହାକୁ ପାଳନ କରନ୍ତି ନାହିଁ। ବାସ୍ତୁର ନିୟମକୁ ମାନି ଚାଲୁଥିବା ଲୋକମାନେ ଖୁସୀରେ ନିଜ ଜୀବାନ ଅତିବାହିତ କରୁଛନ୍ତି। ଖୁସିରେ ରହିବାକୁ ଚାହୁଁଥିବା ପରିବାରର ବ୍ୟକ୍ତି ବାସ୍ତୁଶାସ୍ତ୍ରର ଜ୍ଞାନ ରଖିବା ନିଶ୍ଚୟ ଆବଶ୍ୟକ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁମାନେ ଏହାର ସଦୁପଯୋଗ କରିବା ଜାଣିଛନ୍ତି ସେମାନେ ଏହାର ସାହାଯ୍ୟରେ ନିଜର ଭାଗ୍ୟ ବଦଳାଇବା ଜାଣିଛନ୍ତି।

ବାସ୍ତୁଶସ୍ତ୍ରରେ ଫିଟକାରୀର କିଛି ଉପାୟ ଦିଆ ଯାଇଛି, ଯାହା କରିବା ଦ୍ଵାରା ମନୁଷ୍ୟର ସମସ୍ତ ସମସ୍ୟା ଦୂର ହୋଇଯାଏ।

ବାସ୍ତୁଶାସ୍ତ୍ରର ନିୟାମକୁ ମାନି ଚାଲିଲେ ନାକାରାତ୍ମକ ଶକ୍ତି ଦୂରେଇରୁହେ, ଏହା ବ୍ୟତୀତ ଟଙ୍କା ପଇସାକୁ ନେଇ ହେଉଥିବା ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ।

୧- ଖରାପ ସ୍ଵପ୍ନ ଦେଖୁଥିଲେ

ଯଦି ଆପଣ କିଛି ଖରାପ ସ୍ଵପ୍ନ ଦେଖୁଛନ୍ତି ଓ ଡରିକି ଉଠିଯାଉଛନ୍ତି ତେବେ ମଙ୍ଗଳବାର କିମ୍ବା ରବିବାର ଶୋଇବାକୁ ଯିବା ଆଗରୁ ନିଜ ତକିଆ ତଳେ ଗୋଟେ ଫିଟକିରି ଆଣି ରଖିଦିଅନ୍ତୁ। ଏହା ଦ୍ଵାରା ଖରାପ ସ୍ଵନ ଆସିବା ବନ୍ଦ ହୋଇଯିବ।

ଆହୁରି ପଢନ୍ତୁ:  ଘରେ ଯଦି ଏହି ତିନୋଟି କଥାକୁ ଧ୍ୟାନରେ ରଖନ୍ତି କେବେହେଲେ ଧନ-ଧାନ୍ୟର ଅଭାବ ରୁହେ ନାହିଁ, ନିଜେ କରିକି ଦେଖନ୍ତୁ!

୨- ସଫଳତା ମିଳୁନାହିଁ

ଯଦି ବ୍ୟାପାରରେ ବା କୌଣସି ଅନ୍ୟକାମରେ ସଫଳତା ମିଳୁନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, କାମ କରୁଥିବା ସ୍ଥାନର ମୁଖ୍ୟ ଦ୍ଵାରରେ କଳା କପଡାରେ ଖଣ୍ଡେ ଫିଟକାରୀ ବାନ୍ଧି ଟାଙ୍ଗୀ ଦିଅନ୍ତୁ। କିଛି ଦିନ ମଧ୍ୟରେ ଆପଣଙ୍କର ଏହି ସମସ୍ଯା ସୁର ହୋଇଯିବ।

୩- ନାକରାତ୍ମକ ଊର୍ଜା

ଯଦି ଘରେ ନାକରାତ୍ମକ ଊର୍ଜା ବହୁତ ବଢିଯାଇଛି ତେବେ ଏକ ପାତ୍ରରେ ଫିଟକାରୀ ରଖି ତାକୁ ବାଥ୍ରୂମ ରେ ରଖି ଦିଅନ୍ତୁ। ୧ମାସ ପରେ ଏହାକୁ ବଦଳି ଦିଅନ୍ତୁ। ଏହା କରିବା ଦ୍ଵାରା ଘରର ନକାରାତ୍ମକ ଊର୍ଜା ନଷ୍ଟ ହୋଇଯାଏ।

ଆହୁରି ପଢନ୍ତୁ: ନିଜ ଜନ୍ମ ତାରିଖରୁ ଏମିତି ଜାଣନ୍ତୁ ନିଜ ଜିବନସାଥୀଙ୍କୁ – ମୂଳାଙ୍କ କହିବ କେତେ ଭରସାଯୋଗ୍ୟ ଆପଣଙ୍କ ଜୀବନ ସାଥି

୪- କଳି ଝଗଡା

ଯଦି ଘରେ କଳି ଝଗଡା ଲାଗି ରହୁଛି ତେବେ ରାତିରେ ଖଟ ତଳେ ଗୋଟେ ଗିଲାସ ପାଣିରେ ଫିଟକାରୀର କୀଚଚି ଛୋଟ ଛୋଟ ଖଣ୍ଡ ପକେଇ ରଖନ୍ତୁ। ସକାଳୁ ଉଠି ଏହି ପାଣିକୁଆ ଓସ୍ତ ଗଛ ତଳେ ଢାଳି ଦିଅନ୍ତୁ। ଏହା କରିବା ଦ୍ଵାରା ପାରିବାରିକ ଝଗଡାରୁ ମୁକ୍ତି ମିଳେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!