ଶୁକ୍ରବାର ରେ କରନ୍ତୁ ଏହି କାମ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ….. ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ ରବିବାର, ମଙ୍ଗଳବାର ଓ ଶନିବାର ଏହି ତିନିବାର କେତେକ କାର୍ଯ୍ୟରେ ଶୁଭ ହେବ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ । ଶୁକ୍ରବାର କର୍ମ ନିର୍ଣ୍ଣୟ- ଗୋରୁଗୋଠ କର୍ମ, ବାସଗୃହ ନିର୍ମାଣ, ଶତ୍ରୁ ଦମନ, ଯାନ ଆରୋହଣ, ବିଦ୍ୟାଅଧ୍ୟୟନ, କନ୍ୟା ପ୍ରଦାନ ଓ କ୍ରୟବିକ୍ରୟାଦି କର୍ମମାନ ଶୁକ୍ରବାରରେ କରିବା ପ୍ରଶସ୍ତ ।

ଶୁକ୍ରବାର ଦିନ କଣ କରିବ- ଏହି ବାରରେ ନୃତ୍ୟ, ବାଦ୍ୟ, ଗାୟନ, ସଙ୍ଗୀତ, ଅଭିନୟ, ଗୀତ କବିତା ସ୍ତ୍ରୀ ଓ ସୌନ୍ଦର୍ଯ୍ୟ ସମ୍ବନ୍ଧିତ, ନୂତନ ବସ୍ତ୍ର ଧାରଣ, ନୂତନ ଅଳଙ୍କାର ଧାରଣ, ତେଲ ଲଗାଇବା ଓ ନୂଆ ଜୋତା ବା ଚପଲ ପିନ୍ଧିବା ଶୁଭ ହୁଏ ।

କର୍ମବ୍ୟବସାୟ ସମ୍ବନ୍ଧିତ- ସଂଗୀତ, ସିନେମା, ବିଦେଶୀ କାର୍ଯ୍ୟ, ଟେଲିଭିଜନ, ସୁସଜ୍ଜିତ ସାମଗ୍ରୀ, ସୂତା, କପଡା, ବ୍ୟାକିଂ, ରୂପା, ରତ୍ନ, ରସାୟନିକ ପଦାର୍ଥ, ମଦ, ସୋଢା, ସୁଗନ୍ଧିତ ଦ୍ରବ୍ୟ, ଯାନ ବାହନ ଆଦି କ୍ରୟ ବିକ୍ରୟ, ଅଭିନୟ ଆଦି କାର୍ଯ୍ୟ କରିଲେ ଶୁଭ ହୁଏ । ୭- ଶୁକ୍ରବାର ଦିନ ଯିବା ସମୟରେ ଦହି ଖାଇକରି ଯାଆନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!