ରାତିରେ ତକିଆ ତଳେ ରଖନ୍ତୁ ଏକ 5 ଟଙ୍କା ମୁଦ୍ରା ଓ ଏକ ଗୁଜୁରାତି, ତା ପରେ ଦେଖିବେ ଶୋଇଥିବା ଭାଗ୍ୟ ବି ଜାଗି ଉଠିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆଜି ଆମେ ଜଣେଇବୁ ତକିଆ ତଳେ ଗୋଟେ ପାଞ୍ଚଟଙ୍କା ମୁଦ୍ରା ଓ ଗୋଟେ ଅଳେଇଚ ରଖନ୍ତୁ ଦେଖିବେ ବହୁତ ଜଲ୍ଦି ଧନ ବୃଦ୍ଧି ହେବ । ଟଙ୍କା ପଇସାର କମିହବ ନାହିଁ । ଆସନ୍ତୁ ଜାଣିବା ତାହାର ଫାଇଦା ବିଷୟରେ । ଦୁନିଆରେ ସବୁଠାରୁ ଦୁଇଟି ଜିନିଷ ସୁଖ ହୋଇଥାଏ । 1ରେ ଶରୀର ଭଲ ରହିବା କୌଣସି ପ୍ରକାର ଶାରୀରିକ କଷ୍ଟ ନ ହବା 2ରେ ସର୍ବଦା ଆପଣଙ୍କ ପାଖରେ ବହୁତ ପଇସା ରହିବା ଦରକାର । କେବେବି ଟଙ୍କା ପଇସାର ଅବାଭ ନହବା । ଯଦି ଆପଣଙ୍କ ପାଖରେ ଟଙ୍କା ପଇସାର କମି ନଥିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ ଶରୀର ଭଲ ରହିବ ନାହିଁ  ସର୍ବଦା ଶାରୀରିକ ପୀଡା ଅନୁଭବ କରିବେ ତାହାଲେ ଠିକ ଉପାୟରେ ଟଙ୍କାର ଉପଯୋଗ କରିପାରିବେ ନାହିଁ । ଯେମିତି ଏକ ସ୍ୱାସ୍ଥ୍ୟବାନ ବ୍ୟକ୍ତି ଟଙ୍କାର ଉପଯୋଗ କରିପାରିବ କିନ୍ତୁ ଗୋଟେ ରୋଗୀ ଲୋକ ଟଙ୍କାର ଉପଯୋଗ ସଠିକ ଭାବରେ କରିପାରିବ ନାହିଁ ।

ଯଦି  ଘରେ କିମ୍ବା ସମ୍ପର୍କୀୟରେ କାହାର ଶରୀର ବହୁତ ଦିନ ହବ ଖରାପ ଥିବ ଯେତେ ଔଷଧ ଖାଇଲେ ମଧ୍ୟ ଦେହ ଠିକ ହଉନଥିବ ତାହାଲେ ଆଜି ଯେଉଁ ଉପାୟ କହିବୁ ସେହି ଉପାୟକୁ ଯଦି କରିବେ ତାହାଲେ ସମସ୍ତ ଶାରୀରିକ ଯନ୍ତ୍ରଣା ଦୂର ହୋଇଯିବ । ଘରେ ଯେତେ ପ୍ରକାର ସମସ୍ଯା ଲାଗିରହିଥିବ ସମସ୍ତ ସମସ୍ଯା ଦୂର ହୋଇଯିବ ।

ଘରେ ସୁଖ ଶାନ୍ତି ଦେଖା ଦବ । ଘରେ ପଇସା ବଢିବ ଘରେ ଧନର ବର୍ଷା ହେବ । ଆସନ୍ତୁ ଜାଣିବା ସେହି ଉପାୟ କଣ ଅଟେ । ପ୍ରଥମେ ପାଞ୍ଚଟଙ୍କାର ଏକ କୟନ ନେବେ ତାହାପରେ ଘରେ ଯାହାର ସ୍ୱାସ୍ଥ୍ୟ ଖରାପ ଥିବ ତାହାର ଚାରିପଟେ ୨୧ ଥର ବୁଲାଇବେ ମନେରଖିବେ ସେହି ମୁଦ୍ରାକୁ ବୁଲେଇଲା ବେଳେ ଆପଣ  କୌଣସି କଥା ହେବେ ନାହିଁ ।

ଏହି ଉପାୟ 21 ଥର କରି ତାହାପରେ ଯେଉଁ ବ୍ୟକ୍ତିର ଶରୀର ଖରାପ ଥିବ ସେ ସୋଇଥିବା ତକିଆ ତଳେ ସେହି ମୁଦ୍ରାକୁ ରାତିରେ ରଖିଦେବେ । ସୋଇକି ଉଠିବା ପରେ ସେହି ମୁଦ୍ରାକୁ ତକିଆତଳୁ ବାହାର କରିଦେବେ । ତାହାପରେ ତାକୁ ନେଇ ଶ୍ମଶାନ ରେ ଏକ ଗାଡ କରି ପୋତିଦେବେ ।

ଯଦି ଆପଣ ଶ୍ମଶାନ ଯିବେ ନାହିଁ ତାହାଲେ ତାକୁ ଶ୍ମଶାନ ବାହରେ ଫୋପାଡି ଦେଇ ଯିବେ । ଏହା ପରେ ଆଉ ଏକ କାମ କରିବାକୁ ପଡିବ । ସେହି ବେମାର ବ୍ୟକ୍ତିର ତକିଆ ତଳେ ଗୋଟେ ଗୁଜୁରାତି ରଖିକି ସର୍ବଦା ଶୁଆଇବେ ତାହପରେ ସକାଳେ ସେହି ଗୁଜୁରାତିକୁ ଫୋପାଡି ଦେବେ ।

ଏହି ଉପାୟ 7ଦିନ କରିବାକୁ ପଡିବ । ତାହାପରେ ଦେଖିବେ ଯେଉଁ ବ୍ୟକ୍ତିର ଶରୀର ଖରାପ ଥିବ ତାହା ଭଲ ହୋଇଯିବ । ଘରେ ଲାଗି ରହିଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଘରେ ଟଙ୍କା ବୃଦ୍ଧି ହବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!