ପ୍ରକୃତି ଏକ ଇନ୍ଦ୍ରଧନୁସ ସହ ସମାନ । ଏଠି ସବୁ ରଙ୍ଗର ନିଜ ନିଜ ର ଗୋଟେ ବିଶେଷ ମହତ୍ଵ ଅଛି । ରଙ୍ଗ ଆମ ଭିତରର ଭାବନାକୁ ଦେଖାଏ, କାହିଁକି ନା ରଙ୍ଗ ଆମେ ମନ ରୁ ପସନ୍ଦ କରୁ । ସବୁ ରଙ୍ଗ ର ଆମ ମନ ଆଉ ଜୀବନ ରେ ଗୋଟେ ଅଲଗା ଜାଗା ଅଛି ଯେମିତି କି ନାଲି ରଙ୍ଗ ବଳବାନ ର ପ୍ରତୀକ । ଜ୍ଯୋତିଷ ଏହି ରଙ୍ଗ କୁ ଜାଗା,ବାଡି,ଆଉ ସୁଖ ର ରଙ୍ଗ କୁହନ୍ତି ଏବଂ ଏହି ରଙ୍ଗ ଦ୍ଵାରା ମଙ୍ଗଳ ଗ୍ରହ କୁ ଶାନ୍ତି କରି ହେବ ।
ବାସ୍ତୁ ଶାସ୍ତ୍ର ରେ କୁହ ଯାଇଛି କି ଆମେ ଯେଉଁ ଆନୁସରେ ଡ୍ରେସ ପିନ୍ଧୁ ସେ ଆନୁସରେ ଵି ଆମ ଗ୍ରହ ଉପରେ ପ୍ରଭାବ ପଡେ । ସବୁ ଗ୍ରହ ମାନଙ୍କୁ ଶାନ୍ତି କରିବା ପାଇଁ ହେଲେ ସବୁ ଗ୍ରହ ଅନୁସାରେ ରଙ୍ଗ ର ଡ୍ରେସ ପିନ୍ଧିଆକୁ ପଡେ । ଜ୍ଯୋତିଷ ଶାସ୍ତ୍ର ଆନୁଯାଇ ଆମ ଜାତକ ଆମ ଡ୍ରେସ ରଙ୍ଗ ରେ ପ୍ରଭାବିତ ହୁଅନ୍ତି । କୁହାଯାଏ କି ମଙ୍ଗଳବାର ଦିନ ନାଲି ଡ୍ରେସ ପିନ୍ଧିଲେ ଜୀବନ ରେ ବହୁତ ପ୍ରକାର ର ଖୁସି ଆସେ ଆଉ କାମ କରିବା ଶକ୍ତି ଵି ବଢି ଯାଇ ଥାଏ ।
ନାଲି ରଙ୍ଗ :
ଶୋଭାଗ୍ୟ ର ପ୍ରତୀକ ସେଇଥିପାଇଁ ବିବାହିତା ମହିଳା ମାନେ ଏହି ରଙ୍ଗ କୁ ପର୍ବ ପର୍ବାଣି ରେ ପିନ୍ଧିବା ପସନ୍ଦ କରନ୍ତି । ଆଜି କାଲି ଯୁଗ ରେ କପଡା ପିନ୍ଧିବାର ଅଲଗା ସଉକ ହେଲାଣି ଫଟା କାପ୍ଡା ଆମ ଭାରତୀୟ ଶଂସ୍କୃତି ନୁହଁ । ଆମ ଭାରତ ରେ ଲୋକ କପଡା ତାଙ୍କ ଜାଗା ର ଥଣ୍ଡା ଗରମ ପ୍ରଭାବ ଦେଖିକି ବଦଳନ୍ତି । କୁହ ଯାଏ କି ଫଟା କପଡା ପିନ୍ଧିଲେ ଶୁକ୍ର ଗ୍ରହ ଖରାପ ହୁଏ ।
ହଳଦିଆ ରଙ୍ଗ :
ଏହି ରଙ୍ଗ ଅହିଂଶା, ପ୍ରେମ, ଆଉ ଜ୍ଞାନ ର ପ୍ରତୀକ । ଶ୍ରୀ କୃଷ୍ଣ ଏହି ରଙ୍ଗ କୁ ଧାରଣ କରିବାର ପ୍ରମୁଖ କାରଣ ହେଲା ଏହି ରଙ୍ଗ ଅହିଂଶା, ପ୍ରେମ ଆଉ ଜ୍ଞାନର ପ୍ରତୀକ ହୋଇଥାଏ ଓ ଶ୍ରୀ କୃଷ୍ଣ ମଧ୍ୟ ସେହି ସବୁକୁ ପସନ୍ଦ କରନ୍ତି । ମାନତି କି ଏହି ରଙ୍ଗ ପିନ୍ଧିଲେ ଗୁରୁ ବୃହସ୍ପତି ପ୍ରସନ୍ନ ହୁଅନ୍ତି ।
ନାରଙ୍ଗି ରଙ୍ଗ :
ଏହି ରଙ୍ଗ ନାଲି ଆଉ ହଳଦିଆ କୁ ମିସ୍ସେଇ କି ବନାଯାଏ ସେଥିପାଇଁ ମାନନ୍ତି କି ଏହି ରଙ୍ଗ ଦୁଇଟି ରଙ୍ଗ ର କାମ କରେ ଏହା ଶକ୍ତି, ପ୍ରେମ, ଆଉ ଆନନ୍ଦ କୁ ବୁଝାଏ । ଏହା ପ୍ରୟୋଗ ଦ୍ଵାରା ମଙ୍ଗଳ ଆଉ ବୃହସ୍ପତି ଦୁହେଁ ଶାନ୍ତ ରୁହନ୍ତି । ଆଉ ସୂର୍ଯ୍ୟଦେବ ମଧ୍ୟ ତାଙ୍କ କୃପା ଦ୍ରୁଷ୍ଟି ରଖନ୍ତି ।
ଧଳା ରଙ୍ଗ :
ଶାନ୍ତି, ସୁନ୍ଦର ଆଉ ପବିତ୍ରତାର ପ୍ରତୀକ । ଏହି ରଙ୍ଗ ଦ୍ଵାରା ଚନ୍ଦ୍ର ଆଉ ଶୁକ୍ର କୁ ଶାନ୍ତ ରୁହନ୍ତି । ମନ ର ଶାନ୍ତି ପାଇଁ ଏହି ରଙ୍ଗ ତ ସର୍ବଶ୍ରେଷ୍ଟ । ସବୁ ରଙ୍ଗ ନିଜ ନିଜ ଭିତରେ ସର୍ବୋପରି ହେଇଥାନ୍ତି ସବୁ ରଙ୍ଗ କିଛି କିଛି ପାଇଁ ଶ୍ରେଷ୍ଟ ଥାନ୍ତି ସେଥିପାଇଁ ସବୁ ରଙ୍ଗ ଆମ ଜୀବନ ରେ ବହୁତ ମହତ୍ଵ ରଖନ୍ତି ।
ଏହିଭଳି ଅନେକ ବାସ୍ତୁ ସମ୍ବନ୍ଧୀୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।