ରଙ୍ଗ ଦ୍ଵାରା ଆସେ ଜୀବନରେ ସୁଖ ଓ ସୌଭାଗ୍ୟ, କଣ ଅଟେ ଏହାର ଗ୍ରହ ସହ ସମ୍ପର୍କ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରକୃତି ଏକ ଇନ୍ଦ୍ରଧନୁସ ସହ ସମାନ । ଏଠି ସବୁ ରଙ୍ଗର ନିଜ ନିଜ ର ଗୋଟେ ବିଶେଷ ମହତ୍ଵ ଅଛି । ରଙ୍ଗ ଆମ ଭିତରର ଭାବନାକୁ ଦେଖାଏ, କାହିଁକି ନା ରଙ୍ଗ ଆମେ ମନ ରୁ ପସନ୍ଦ କରୁ । ସବୁ ରଙ୍ଗ ର ଆମ ମନ ଆଉ ଜୀବନ ରେ ଗୋଟେ ଅଲଗା ଜାଗା ଅଛି ଯେମିତି କି ନାଲି ରଙ୍ଗ ବଳବାନ ର ପ୍ରତୀକ । ଜ୍ଯୋତିଷ ଏହି ରଙ୍ଗ କୁ ଜାଗା,ବାଡି,ଆଉ ସୁଖ ର ରଙ୍ଗ କୁହନ୍ତି ଏବଂ ଏହି ରଙ୍ଗ ଦ୍ଵାରା ମଙ୍ଗଳ ଗ୍ରହ କୁ ଶାନ୍ତି କରି ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାସ୍ତୁ ଶାସ୍ତ୍ର ରେ କୁହ ଯାଇଛି କି ଆମେ ଯେଉଁ ଆନୁସରେ ଡ୍ରେସ ପିନ୍ଧୁ ସେ ଆନୁସରେ ଵି ଆମ ଗ୍ରହ ଉପରେ ପ୍ରଭାବ ପଡେ । ସବୁ ଗ୍ରହ ମାନଙ୍କୁ ଶାନ୍ତି କରିବା ପାଇଁ ହେଲେ ସବୁ ଗ୍ରହ ଅନୁସାରେ ରଙ୍ଗ ର ଡ୍ରେସ ପିନ୍ଧିଆକୁ ପଡେ । ଜ୍ଯୋତିଷ ଶାସ୍ତ୍ର ଆନୁଯାଇ ଆମ ଜାତକ ଆମ ଡ୍ରେସ ରଙ୍ଗ ରେ ପ୍ରଭାବିତ ହୁଅନ୍ତି । କୁହାଯାଏ କି ମଙ୍ଗଳବାର ଦିନ ନାଲି ଡ୍ରେସ ପିନ୍ଧିଲେ ଜୀବନ ରେ ବହୁତ ପ୍ରକାର ର ଖୁସି ଆସେ ଆଉ କାମ କରିବା ଶକ୍ତି ଵି ବଢି ଯାଇ ଥାଏ ।

ନାଲି ରଙ୍ଗ :

ଶୋଭାଗ୍ୟ ର ପ୍ରତୀକ ସେଇଥିପାଇଁ ବିବାହିତା ମହିଳା ମାନେ ଏହି ରଙ୍ଗ କୁ ପର୍ବ ପର୍ବାଣି ରେ ପିନ୍ଧିବା ପସନ୍ଦ କରନ୍ତି । ଆଜି କାଲି ଯୁଗ ରେ କପଡା ପିନ୍ଧିବାର ଅଲଗା ସଉକ ହେଲାଣି ଫଟା କାପ୍ଡା ଆମ ଭାରତୀୟ ଶଂସ୍କୃତି ନୁହଁ । ଆମ ଭାରତ ରେ ଲୋକ କପଡା ତାଙ୍କ ଜାଗା ର ଥଣ୍ଡା ଗରମ ପ୍ରଭାବ ଦେଖିକି ବଦଳନ୍ତି । କୁହ ଯାଏ କି ଫଟା କପଡା ପିନ୍ଧିଲେ ଶୁକ୍ର ଗ୍ରହ ଖରାପ ହୁଏ ।

ହଳଦିଆ ରଙ୍ଗ :

ଏହି ରଙ୍ଗ ଅହିଂଶା, ପ୍ରେମ, ଆଉ ଜ୍ଞାନ ର ପ୍ରତୀକ । ଶ୍ରୀ କୃଷ୍ଣ ଏହି ରଙ୍ଗ କୁ ଧାରଣ କରିବାର ପ୍ରମୁଖ କାରଣ ହେଲା ଏହି ରଙ୍ଗ ଅହିଂଶା, ପ୍ରେମ ଆଉ ଜ୍ଞାନର ପ୍ରତୀକ ହୋଇଥାଏ ଓ ଶ୍ରୀ କୃଷ୍ଣ ମଧ୍ୟ ସେହି ସବୁକୁ ପସନ୍ଦ କରନ୍ତି । ମାନତି କି ଏହି ରଙ୍ଗ ପିନ୍ଧିଲେ ଗୁରୁ ବୃହସ୍ପତି ପ୍ରସନ୍ନ ହୁଅନ୍ତି ।

ନାରଙ୍ଗି ରଙ୍ଗ :

ଏହି ରଙ୍ଗ ନାଲି ଆଉ ହଳଦିଆ କୁ ମିସ୍ସେଇ କି ବନାଯାଏ ସେଥିପାଇଁ ମାନନ୍ତି କି ଏହି ରଙ୍ଗ ଦୁଇଟି ରଙ୍ଗ ର କାମ କରେ ଏହା ଶକ୍ତି, ପ୍ରେମ, ଆଉ ଆନନ୍ଦ କୁ ବୁଝାଏ । ଏହା ପ୍ରୟୋଗ ଦ୍ଵାରା ମଙ୍ଗଳ ଆଉ ବୃହସ୍ପତି ଦୁହେଁ ଶାନ୍ତ ରୁହନ୍ତି । ଆଉ ସୂର୍ଯ୍ୟଦେବ ମଧ୍ୟ ତାଙ୍କ କୃପା ଦ୍ରୁଷ୍ଟି ରଖନ୍ତି ।

ଧଳା ରଙ୍ଗ :

 

ଶାନ୍ତି, ସୁନ୍ଦର ଆଉ ପବିତ୍ରତାର ପ୍ରତୀକ । ଏହି ରଙ୍ଗ ଦ୍ଵାରା ଚନ୍ଦ୍ର ଆଉ ଶୁକ୍ର କୁ ଶାନ୍ତ ରୁହନ୍ତି । ମନ ର ଶାନ୍ତି ପାଇଁ ଏହି ରଙ୍ଗ ତ ସର୍ବଶ୍ରେଷ୍ଟ । ସବୁ ରଙ୍ଗ ନିଜ ନିଜ ଭିତରେ ସର୍ବୋପରି ହେଇଥାନ୍ତି ସବୁ ରଙ୍ଗ କିଛି କିଛି ପାଇଁ ଶ୍ରେଷ୍ଟ ଥାନ୍ତି ସେଥିପାଇଁ ସବୁ ରଙ୍ଗ ଆମ ଜୀବନ ରେ ବହୁତ ମହତ୍ଵ  ରଖନ୍ତି ।

ଏହିଭଳି ଅନେକ ବାସ୍ତୁ ସମ୍ବନ୍ଧୀୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!