ଯଦି ଆପଣଙ୍କର ଧନ ସମ୍ବନ୍ଧିତ କିଛି ସମସ୍ୟା ଅଛି- ତେବେ ନିଜ ପର୍ସରେ ରଖନ୍ତୁ ଏହି ଜିନିଷ, କେବେବି ଧନର ଅଭାବ ହେବ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ
  • 81
    Shares

ଏହି ଦୁନିଆରେ ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦିନ ରାତି କଷ୍ଟ କରନ୍ତି ଏବଂ ସବୁ ସମ୍ଭବ ଚେଷ୍ଟା କରିଥାନ୍ତି ଯାହା ଦ୍ଵାରା ସେମାନେ ନିଜର ଜୀବନକୁ ସଠିକ ରୂପରେ ବ୍ୟତିତ କରି ପାରିବେ । କିନ୍ତୁ ବହୁତ ପରିଶ୍ରମ କରିବା ସତ୍ବେ ବି ସେମାନେ ନିଜର ଜୀବନକୁ ସଠିକ ରୂପରେ ବ୍ୟତିତ କରିବା ପାଇଁ ଟଙ୍କା ଆୟ କରିପାରନ୍ତି । ଏବଂ ଅନ୍ୟ ପଟେ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ପାଖରେ ବହୁତ ଟଙ୍କା ଅଛି କିନ୍ତୁ ଟଙ୍କା ତାଙ୍କ ପାଖରେ ରହୁ ନାହିଁ । ଏବଂ ବିଭିନ୍ନ କାମରେ ଖର୍ଚ ହୋଇଯାଉଛି ।

ଶାସ୍ତ୍ରରେ ଏମିତି ବହୁତ ଜିନିଷ ବିଷୟରେ କୁହାଯାଇଛି ଯାହା ଦ୍ଵାରା ଆପଣ ନିଜ ଜୀବନରେ ଥିବା ଟଙ୍କା ସବନ୍ଧିତ ସମସ୍ୟାକୁ ଦୂର କରି ପାରିବେ । ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଦ୍ଵାରା କୁହାଯାଉଥିବା କିଛି ଜିନିଷ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯାହାକୁ ଆପଣ ଯଦି ନିଜ ପର୍ସରେ ରଖିବେ ତେବେ ଆପଣଙ୍କର ଜୀବନରେ ଥିବା ଟଙ୍କାର ସମସ୍ୟା ଜଲ୍ଦି ଦୂର ହୋଇଯିବ ।

ଆସନ୍ତୁ ଜାଣିବା କେଉଁ ଜିନିଷକୁ ନିଜ ପର୍ସରେ ରଖିବା ଉଚିତ

ପଦ୍ମଫୁଲରର ମଞ୍ଜି

ଯଦି ଆପଣ ପର୍ସରେ ପଦ୍ମଫୁଲର ମଞ୍ଜି ରଖୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଜୀବନରେ ଧନ ସବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

କାଚ

ସବୁ ବ୍ୟକ୍ତିଙ୍କୁ ନିଜ ପର୍ସରେ ଏକ ଛୋଟ କାଚ ରଖିବା ଉଚିତ । ଏହା କରିବା ଦ୍ଵାରା ବ୍ୟକ୍ତିର ବେକାର ଖର୍ଚ ସବୁ ବନ୍ଦ ହୋଇଯିବ ।

ଚାଉଳ

ଯେତେବେଳେ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ ସମୟରେ ଅର୍ପଣ କରାଯାଉଥିବା କିଛି ଚାଉଳକୁ ନିଜ ପର୍ସରେ ରଖିବା ଦରକାର । ଏହା ଦ୍ଵାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ବନି ରହିବ ।

ଶ୍ରୀ ଯନ୍ତ୍ର

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପର୍ସରେ ଟଙ୍କା ରହିଥିବ ତେବେ ପର୍ସକୁ କେବେ ଖାଲି ରଖନ୍ତୁ ନାହିଁ । ଏବଂ ସବୁବେଳେ ନିଜ ପର୍ସରେ ଛୋଟ ଶ୍ରୀ ଯନ୍ତ୍ର ଅବଶ୍ୟ ରଖନ୍ତୁ ।

ଲକ୍ଷ୍ମୀଙ୍କର ଫଟୋ

ଆପଣ ନିଜ ପର୍ସରେ ସବୁବେଳେ ଲକ୍ଷ୍ମୀଙ୍କର ଫଟୋ ରଖନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନି ରହିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
  • 81
    Shares
  • 81
    Shares
error: Content is protected !!