ଯଦି ଆପଣଙ୍କର ଧନ ସମ୍ବନ୍ଧିତ କିଛି ସମସ୍ୟା ଅଛି- ତେବେ ନିଜ ପର୍ସରେ ରଖନ୍ତୁ ଏହି ଜିନିଷ, କେବେବି ଧନର ଅଭାବ ହେବ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ଦୁନିଆରେ ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦିନ ରାତି କଷ୍ଟ କରନ୍ତି ଏବଂ ସବୁ ସମ୍ଭବ ଚେଷ୍ଟା କରିଥାନ୍ତି ଯାହା ଦ୍ଵାରା ସେମାନେ ନିଜର ଜୀବନକୁ ସଠିକ ରୂପରେ ବ୍ୟତିତ କରି ପାରିବେ । କିନ୍ତୁ ବହୁତ ପରିଶ୍ରମ କରିବା ସତ୍ବେ ବି ସେମାନେ ନିଜର ଜୀବନକୁ ସଠିକ ରୂପରେ ବ୍ୟତିତ କରିବା ପାଇଁ ଟଙ୍କା ଆୟ କରିପାରନ୍ତି । ଏବଂ ଅନ୍ୟ ପଟେ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ପାଖରେ ବହୁତ ଟଙ୍କା ଅଛି କିନ୍ତୁ ଟଙ୍କା ତାଙ୍କ ପାଖରେ ରହୁ ନାହିଁ । ଏବଂ ବିଭିନ୍ନ କାମରେ ଖର୍ଚ ହୋଇଯାଉଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାସ୍ତ୍ରରେ ଏମିତି ବହୁତ ଜିନିଷ ବିଷୟରେ କୁହାଯାଇଛି ଯାହା ଦ୍ଵାରା ଆପଣ ନିଜ ଜୀବନରେ ଥିବା ଟଙ୍କା ସବନ୍ଧିତ ସମସ୍ୟାକୁ ଦୂର କରି ପାରିବେ । ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଦ୍ଵାରା କୁହାଯାଉଥିବା କିଛି ଜିନିଷ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯାହାକୁ ଆପଣ ଯଦି ନିଜ ପର୍ସରେ ରଖିବେ ତେବେ ଆପଣଙ୍କର ଜୀବନରେ ଥିବା ଟଙ୍କାର ସମସ୍ୟା ଜଲ୍ଦି ଦୂର ହୋଇଯିବ ।

ଆସନ୍ତୁ ଜାଣିବା କେଉଁ ଜିନିଷକୁ ନିଜ ପର୍ସରେ ରଖିବା ଉଚିତ

ପଦ୍ମଫୁଲରର ମଞ୍ଜି

ଯଦି ଆପଣ ପର୍ସରେ ପଦ୍ମଫୁଲର ମଞ୍ଜି ରଖୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଜୀବନରେ ଧନ ସବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

କାଚ

ସବୁ ବ୍ୟକ୍ତିଙ୍କୁ ନିଜ ପର୍ସରେ ଏକ ଛୋଟ କାଚ ରଖିବା ଉଚିତ । ଏହା କରିବା ଦ୍ଵାରା ବ୍ୟକ୍ତିର ବେକାର ଖର୍ଚ ସବୁ ବନ୍ଦ ହୋଇଯିବ ।

ଚାଉଳ

ଯେତେବେଳେ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ ସମୟରେ ଅର୍ପଣ କରାଯାଉଥିବା କିଛି ଚାଉଳକୁ ନିଜ ପର୍ସରେ ରଖିବା ଦରକାର । ଏହା ଦ୍ଵାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ବନି ରହିବ ।

ଶ୍ରୀ ଯନ୍ତ୍ର

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପର୍ସରେ ଟଙ୍କା ରହିଥିବ ତେବେ ପର୍ସକୁ କେବେ ଖାଲି ରଖନ୍ତୁ ନାହିଁ । ଏବଂ ସବୁବେଳେ ନିଜ ପର୍ସରେ ଛୋଟ ଶ୍ରୀ ଯନ୍ତ୍ର ଅବଶ୍ୟ ରଖନ୍ତୁ ।

ଲକ୍ଷ୍ମୀଙ୍କର ଫଟୋ

ଆପଣ ନିଜ ପର୍ସରେ ସବୁବେଳେ ଲକ୍ଷ୍ମୀଙ୍କର ଫଟୋ ରଖନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନି ରହିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!