ନବରାତ୍ରରେ ରାଶି ଅନୁସାରେ ଏମିତି କରନ୍ତୁ ଦେବୀଙ୍କ ଉପାସନା – ମନର ସମସ୍ତ କାମନା ପୂରଣ ହୋଇଯିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନବରାତ୍ରରେ ଦେବୀଙ୍କ ଉପାସନା

ନବରାତ୍ର ପୂଜା ଏକ ପର୍ବ ନୁହେଁ ବରଂ ଏହା ଶକ୍ତି ସାଧନାର ସମୟ ଅଟେ । ଏହା ଅସତ୍ୟ ଉପରେ ସତ୍ୟର ବିଜୟ, ଖରାପ ଉପରେ ଭଲର ବିଜୟର ପ୍ରତୀକ ଅଟେ । ଶାସ୍ତ୍ରରେ କୁହାଯାଇଛି ଯେ ନବରାତ୍ର ପୂଜାରେ ମା’ ଦୂର୍ଗା ଭକ୍ତମାନଙ୍କର ସବୁ କଷ୍ଟ ଦୂର କରି ଦିଅନ୍ତି । ମନାଯାଏ କି ନବରାତ୍ର ପୂଜାରେ ସାତ୍ଵିକ ଉପାୟରେ ମା’ ଦୂର୍ଗାଙ୍କର ପୂଜା ଅର୍ଚ୍ଚନା କରିଲେ ଶୀଘ୍ର ଫଳ ପ୍ରାପ୍ତି ହୁଏ । ଏହି ଅବସରରେ ଶୁଭ ସଂଯୋଗର ଲାଭ ଉଠାଇ ପାରିବେ । ଆସନ୍ତୁ ଆପଣଙ୍କ ରାଶି ଅନୁସାରେ ଦେବୀ ମା’ ଦୂର୍ଗାଙ୍କର ପୂଜା ଅର୍ଚ୍ଚନା କରିଲେ ଦେବୀଙ୍କର କୃପା ପ୍ରାପ୍ତ ହେବାର ଉପାୟ ବିଷୟରେ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ରାଶି ଏମିତି କରନ୍ତୁ ଦେବୀଙ୍କ ପୂଜା:

ମେଷ ରାଶି ବ୍ୟକ୍ତିମାନେ ନବରାତ୍ରରେ ସ୍କନ୍ଦମାତାଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ସପ୍ତଶତୀ ଓ ଦୂର୍ଗା ଚାଳିଶା ମଧ୍ୟ ପାଠ କରିବା ଉଚିତ୍।

ବୃଷ ରାଶିର ଜାତକ କରନ୍ତୁ ମାତାଙ୍କ ଏହି ରୂପର ଅର୍ଚନା :

ବୃଷ ରାଶି ବ୍ୟକ୍ତିମାନେ ନବରାତ୍ରରେ ମହାଗୌରୀ ସ୍ୱରୂପଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଲଳିତା ସହସ୍ରନାମ ମଧ୍ୟ ପାଠ କରିବା ଉଚିତ୍।

ମିଥୁନ ରାଶି ନବରାତ୍ରରେ କରନ୍ତୁ ଏହି ଉପାୟ:

ମିଥୁନ ରାଶି ବ୍ୟକ୍ତିମାନେ ନବରାତ୍ରରେ ଯନ୍ତ୍ର ସ୍ଥାପିତ କରି ମା’ ବ୍ରହ୍ମାଚାରିଣୀଙ୍କ ସ୍ତୁତି କରିଲେ ଲାଭ ମିଳିଥାଏ।

କର୍କଟ ରାଶି କରନ୍ତୁ ମାତାଙ୍କ ଏହି ରୂପର ଉପାସନା :

କର୍କଟ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ଶୈଳପୁତ୍ରୀଙ୍କ ଉପାସନା କରିବା ଆବଶ୍ୟକ । ଏହା ସହିତ ଲକ୍ଷ୍ମୀ ସହସ୍ରନାମ ମଧ୍ୟ ପାଠ କରିବା ଉଚିତ୍।

ସିଂହ ରାଶିର ଜାତକ କରନ୍ତୁ ଏମିତି ଦେବୀ ସ୍ତୁତି :

ସିଂହ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ କୁଷ୍ମାଣ୍ଡଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ମନ୍ତ୍ରକୁ ମଧ୍ୟ ଜପ କରିବା ଉଚିତ୍।

କନ୍ୟା ରାଶିର ଲୋକ କରନ୍ତୁ ମାତାଙ୍କ ଏହି ସ୍ବରୂପର ପୂଜା :

କନ୍ୟା ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ବ୍ରହ୍ମାଚାରିଣୀଙ୍କ ସ୍ତୁତି କରିବା ଆବଶ୍ୟକ । ଏହା ସହିତ ଲକ୍ଷ୍ମୀ ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।

ତୁଳା ରାଶି ଏମିତି କରନ୍ତୁ ମାତାଙ୍କ ପୂଜା:

ତୁଳା ରାଶି ବ୍ୟକ୍ତିମାନେ ନବରାତ୍ରରେ ମହାଗୌରୀ ସ୍ୱରୂପଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ କାଳୀଙ୍କ ଚାଳିଶା ମଧ୍ୟ ପାଠ କରିବା ଉଚିତ୍।

ବିଛା ରାଶିଙ୍କ ପାଇଁ ନବରାତ୍ରରେ ଲାଭ ପାଇବା ପାଇଁ ଉପାୟ :

ବିଛା ରାଶି ବ୍ୟକ୍ତିମାନେ ନବରାତ୍ରରେ ସ୍କନ୍ଦମାତାଙ୍କ ପୂଜା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ସପ୍ତଶତୀ ପାଠ କରିବା ଉଚିତ୍।

ଧନୁ ରାଶିର ଲୋକ ଏମିତି କରନ୍ତୁ ଦେବୀଙ୍କ ଆରାଧନା :

ଧନୁ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।

ମକର ରାଶି ପାଇଁ ଶୁଭଫଳ ପ୍ରାପ୍ତିର ଉପାୟ :

ମକର ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ କାଳୀଙ୍କ ପୂଜା ଆରାଧନା କରିବା ଆବଶ୍ୟକ । ଏହା ସହିତ ନବାର୍ଣ ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।

କୁମ୍ଭ ରାଶି ଏମିତି କରନ୍ତୁ ଦେବୀ ଉପାସନା :

Yearly Hindi Horoscope Kumbha

କୁମ୍ଭ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ କାଳରାତ୍ରିଙ୍କ ପୂଜା ଆରାଧନା କରିବା ଆବଶ୍ୟକ । ଏହା ସହିତ ଦେବୀ କବଚ୍ଚର ପାଠ ଜପ କରିବା କରିବା ଉଚିତ୍।

ମୀନ ରାଶି ପାଇଁ ଦେବୀଙ୍କ ଏହି ରୂପର ଉପସନା ହେବ ଫଳଦାୟୀ :

ମୀନ ରାଶି ବ୍ୟକ୍ତିମାନେ ନବରାତ୍ରରେ ମା’ ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରିବା ଆବଶ୍ୟକ । ଏହା ସହିତ ହଳଦୀ ମାଳାରେ ବଗଳାମୁଖୀ ମନ୍ତ୍ର ବିଧି ବିଧାନ ପୂର୍ବକ ଜପ କରିବା କରିବା ଉଚିତ୍।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!