ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିବା ପୂର୍ବରୁ ଦେଇଥାନ୍ତି ଏହି ୫ ଟି ସଂକେତ, ଭୁଲେରେ ବି କରନ୍ତୁ ନାହିଁ ଅଣଦେଖା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭଲ ଏବଂ ଖରାପ ସମୟ ଦୁଇଟି ଜଣେ ଅନ୍ୟ ଜଣର ବିପରୀତ ଅଟେ । ଦୁନିଆରେ ପ୍ରାୟତଃ ସମସ୍ତେ ଖରାପ ସମୟରୁ ବଞ୍ଚିବାକୁ ଚାହାନ୍ତି । ଏମିତିରେ ଲୋକମାନେ ଏହି ସମୟରେ ଭଗବାନଙ୍କୁ ମନେ ପକାନ୍ତି । ସେଥିପାଇଁ ମନୁଷ୍ୟକୁ ସବୁବେଳେ ଭଗବାନଙ୍କୁ ମନେ ପକାଇବା ଉଚିତ । କିଛି ଲୋକମାନେ ଖରାପ ସମୟରେ ଭଗବାନଙ୍କୁ ମନେ ପକାଇ ଥାନ୍ତି ଏବଂ ଭଗବାନ ଯେତେବେଳେ ତାଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ପକାନ୍ତି ତେବେ ସେମାନେ ନିଜ ଖୁସିରେ ଏତେ ମଜି ଯାଆନ୍ତି କି ଭଗବାନଙ୍କୁ ଭୁଲି ଯାଆନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭଲ ଏବଂ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କିଛି ସଂକେତ ଦେଇଥାନ୍ତି । କିନ୍ତୁ ଆମେ ସେ ଗୁଡିକୁ ବୁଝି ପାରୁ ନାହୁଁ । ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଛି । ଏମିତିରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କର ପୂଜା ନିଜ ହୃଦୟର ସହିତ କରେ ତାଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବିଷ୍ଣୁ ପୁରାଣ ଅନୁସାରେ ମାତାଲକ୍ଷ୍ମୀ ଘରେ ବାସ କରିବା ପୂର୍ବରୁ ସେଠି ରହୁଥିବା ଲୋକମାନଙ୍କୁ କିଛି ସଂକେତ ଅବଶ୍ୟ ଦେଇଥାନ୍ତି ।

ପେଚା


ପେଚା ମାତା ଲକ୍ଷ୍ମୀଙ୍କର ବାହାନ ଅଟେ । ଏମିତିରେ ଆପଣଙ୍କୁ କେଉଁଠି ପେଚା ଦେଖା ଯାଏ ତେବେ ଆପଣ ଜାଣି ନିଅନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରଭାବିତ ଅଛନ୍ତି ଏବଂ ବହୁତ ଜଲ୍ଦି ଆପଣଙ୍କ ଘରେ ବାସ କରିବେ । ଏମିତିରେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ ।

ସବୁଜ ପନିପରିବା

ଯଦି ଆପଣଙ୍କୁ ଅଚାନକ ସବୁଜ ପନିପରିବାର ଆଭାସ ହେବାକୁ ଲାଗେ ତେବେ ଭାବି ନିଅନ୍ତୁ କି ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଆସିବାର ଅଛନ୍ତି ।

ଝାଡୁ


ଝାଡୁ ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଆସେ । କାରଣ ମାତା ଲକ୍ଷ୍ମୀଙ୍କୁ ସଫା ସୁତୁରା ପସନ୍ଦ ଆସେ । ଏମିତିରେ ଆପଣ ସକାଳେ କିମ୍ବା ସନ୍ଧ୍ୟାରେ ବାହାରକୁ ଯିବା ସମୟରେ ଯଦି କେହି ଝାଡୁ ମାରୁଥିବାର ନଜର ଆସିଯାଏ ତେବେ ଜାଣି ନିଅନ୍ତୁ କି ମାତା ଲକ୍ଷ୍ମୀଙ୍କର ଆଗମନ ହେବାର ଅଛି ।

ଶଙ୍ଖ


ଯଦି ସକାଳୁ ଉଠିବା ମାତ୍ରେ ହିଁ ଶଙ୍ଖର ଆବାଜ ଶୁଣିବାକୁ ମିଳେ ତେବେ ଏହାର ଅର୍ଥ ଆପଣଙ୍କର ଭାଗ୍ୟ ବଦଳିବାର ଅଛି ।

ଆଖୁ


ଆପଣ ସମସ୍ତେ ଜାଣନ୍ତି କି ଆଖୁର ରସକୁ ସିଦ୍ଧି ବିନାୟକଙ୍କୁ ଅର୍ପିତ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ସକାଳୁ ଉଠି ଯଦି ଆପଣ ଆଖୁ ଦେଖନ୍ତି ତେବେ ଆପଣଙ୍କ ଘରେ ବହୁତ ଜଲ୍ଦି ମାତା ଲକ୍ଷ୍ମୀ ବାସ କରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!