ଘରେ କଇଁଛ ରଖିଲେ କଣ ଲାଭ ହୋଇଥାଏ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଘରେ କଇଁଛ ରଖିଲେ କଣ ଲାଭ ହୋଇଥାଏ? ଆସନ୍ତୁ ଜାଣିବା ଘରେ କଇଁଛ ରଖିଲେ କଣ ଲାଭ ହୋଇଥାଏ । ବନ୍ଧୁଗଣ ଗୋଟେ ବ୍ୟକ୍ତି ବାସ୍ତୁ ସାହାଜ୍ଯରେ ବହୁତ ଧନୀ ହୋଇଥାଏ । ସୁଖ ସମୃଦ୍ଧି ଖୁସି ସବୁ ହାସଲ କରିଥାଏ । ଗୋଟେ ବ୍ୟକ୍ତି ଏମିତି କିଛି ଛୋଟ ଛୋଟ ଉପାୟକୁ ଆପଣେଇ ଧନୀ ହୋଇଥାଏ । ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । କାରଣ ଲକ୍ଷ୍ମୀ ହେଉଛନ୍ତି ଧନର ଠାକୁରାଣୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ଘରେ ଅସାନ୍ତି ,ଶାରୀରିକ ସମସ୍ଯା , ଧନର ଅବାଭ , ଦେଖା ଯାଉଛି ତାହଲେ ଆପଣ ବାସ୍ତୁ ଶାସ୍ତ୍ରର ଏକ ଛୋଟ ଉପାୟ ଦ୍ଵାରା ସମସ୍ତ ଖୁସି ପାଇଯିବେ । ଲାଗିରହିଥିବା ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ । ଆସନ୍ତୁ ଜାଣିବା କଇଁଛ ଦ୍ଵାରା ଆପଣ କିପରି ଘରେ ସୁଖ ଶାନ୍ତି ପାଇବେ ।

ବନ୍ଧୁଗଣ କଇଁଛ ହେଉଛି ଏକ ଶାନ୍ତ ପ୍ରାଣୀ ଅଟେ । କଇଁଛ କୁ ସନାତନ ଧର୍ମରେ ଶୁଭ ବୋଲି କୁହା ଯାଇଛି । ଭାରତୀୟ ବାସ୍ତୁ ଅନୁସାରେ କଇଁଛ କୁ ଶୁଭ ବୋଲି କୁହାଯାଇଛି । କାରଣ ଭଗବାନ ନାରାୟଣଙ୍କର ଏକ ଅବତାର ବୋଲି ଧରାଯାଏ ତେଣୁ କଇଁଛର ମୂର୍ତ୍ତିକୁ ଘରେ ରଖିଲେ ବହୁତ ଶୁଭ ହୋଇଥାଏ ।

ଘରେ ଆପଣଙ୍କର ସକାରତ୍ମକ ଶକ୍ତି ବଢି ଥାଏ । ଆପଣଙ୍କର ଧନ ବୃଦ୍ଧି ହୋଇଥାଏ । ଘରେ ସମସ୍ତଙ୍କ ଶରୀର ବହୁତ ଭଲ ରହିଥାଏ । ଧାତୁର ନିର୍ମିତ କଇଁଛକୁ ଘରେ ରଖା ଯାଇଥାଏ । ଏହା ଏକ ଏମିତି ପ୍ରଭାବ ଶାଳି ଜନ୍ତ୍ର ହୋଇଥାଏ ଯାହା ଦ୍ଵାରା ଆପଣଙ୍କର ଘରେ ସର୍ବଦା ସୁଖ ଶାନ୍ତି ଦେଖା ଯାଇଥାଏ ।

ସନାତନ ଧର୍ମରେ କଇଞ୍ଚକୁ କଛପ ଅବତାର ବୋଲି କୁହାଯାଇଥାଏ । ବିଷ୍ଣୁଙ୍କ 10 ଅବତାର ମଧ୍ୟରୁ କଛପ ଅବତାର ଅନ୍ୟତମ ଅଟେ । ବନ୍ଧୁଗଣ କଇଁଛର ପ୍ରତିମୂର୍ତ୍ତି ଏପରି ଏକ ଜିନିଷ ତାହାକୁ ଘରେ ରଖିଲେ ଆପଣଙ୍କର ବାସ୍ତୁ ଦୋଷ ଦୂର ହୋଇଥାଏ । ଆପଣଙ୍କର ଜୀବନରେ ଖୁସି ଆସିଥାଏ । ଧନର ଅବାଭ ହୋଇନଥାଏ । ବାସ୍ତୁରେ ଏହାକୁ ସ୍ଥାପିତ କରିବାକୁ କିଛି ସିଦ୍ଧାନ୍ତ କରାଯାଇଥାଏ ।

ଯାହାକୁ ଆମେ ଆପଣେଇଲେ ଜୀବନରେ ବହୁତ ଖୁସି , ସମୃଦ୍ଧି , ଧନ ପାଇଥାଉ । କଇଁଛକୁ ଆପଣ ମଧ୍ୟ ନିଜର ଅଫିସର ଉତ୍ତର ଦିଗରେ ରଖି ପାରିବେ । ଏହା ରହିବା ଦ୍ଵାରା ଆପଣଙ୍କର କାର୍ଯ୍ୟରେ ଲାଭ ହେବ । ଆପଣ ଅଧିକ ଧନ ଉପାର୍ଜନ କରିପାରିବେ । କଇଁଛର ମୂର୍ତ୍ତିକି ଆପଣ କେବେବି ନିଜର ଶୋଇବା ଘରେ ରଖିବେ ନାହିଁ ।

ଏହା ରଖିବା ଦ୍ଵାରା ଆପଣଙ୍କର ପାରିବାରିକ କଳହ ଦେଖା ଦବ । ଡ୍ରଇଂ ରୁମରେ ଆପଣ କଇଁଛକୁ ରଖିବେ ଏହା ହଉଛି ସବୁଠାରୁ ଭଲ ଜାଗା ଅଟେ । ଘରେ ଆପଣ କେବେବି ଦୁଇଟି କଇଁଛର ମୂର୍ତ୍ତିକି ରଖିବେ ନାହିଁ । କଇଁଛକୁ ସବୁଠାରୁ ଘରର ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ । ତାହାଲେ ଆପଣ ମାନେ ଜାଣିଲେତ କଇଁଛକୁ ଘରେ ରଖିଲେ କଣ ଶୁଭ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!