ଘରେ ଠାକୁର ପୂଜା କରିବାବେଳେ, ଏହିସବୁ ସଙ୍କେତ ପାଇଲେ, ଜାଣିବେ ଭଗବାନ ଅଛନ୍ତି ପାଖରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମ ରେ ଦେବଦେବତା ଙ୍କ ର ପୂଜା କରିବାକୁ ବହୁତ ମହତ ଦିଆଯାଏ । ପ୍ରତ୍ୟେକ ବ୍ୟକ୍ତି ଦିନ ରେ ଥର ଟିଏ ପୂଜା କରିବା ନିହାତି ଆବଶ୍ୟକ । ଭଗବାନ ଙ୍କ ପୂଜା କରିବା ଦ୍ଵାରା ତାଙ୍କ କୃପା ମିଳିଥାଏ । ଏବଂ ବ୍ୟକ୍ତି ର ଜୀବନ ରେ ସୁଖ ଓ ଶାନ୍ତି ଭରି ଯାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପୂଜା କରିବା ଦ୍ଵାରା ଭଗବାନ ତାଙ୍କ ଦିବ୍ୟ ଶକ୍ତି ଦ୍ଵାରା କିଛି ଗୁରୁତ୍ବପୂର୍ଣ ସଂକେତ ଦେଇଥାନ୍ତି । ସେହି ସମୟ ରେ ଏକ ପ୍ରକାର ର ଅଦ୍ଭୁତ ଶକ୍ତି ଆମ ଚାରି ପାଖରେ ବୁଲୁଥାଏ । ଏହା ବିଜ୍ଞାନ ରେ ମଧ୍ୟ ପ୍ରମାଣ କର ଯାଇଛି । ହୃଦୟ ରୁ ଶ୍ରଦ୍ଧା ର ସହ ପୂଜା କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।

ପୂଜା କରିବା ସମୟ ରେ ଏହି ସବୁ ସଂକେତ ମିଳିଥାଏ :

1) ପୂଜା କରିବା ସମୟ ରେ ଜଳୁଥିବା ଦୀପ ର ଶିଖା ଅଧିକ ପ୍ରଜ୍ଵଳିତ ହେବ କିମ୍ବା ଉପରକୁ ଉଠିଯିବା ର ଅର୍ଥ ଭଗବାନ ଆପଣ ଙ୍କର ପ୍ରାଥର୍ନା ଶୁଣୁଛନ୍ତି ।

2) ପୂଜା କରିବା ସମୟ ରେ ଯଦି କେହି ଏମିତି ବ୍ୟକ୍ତି ଆସିଥାନ୍ତି ଯିଏ ଆପଣ ଙ୍କ ପାଇଁ କୌଣସି ଉପହାର ଆଣିଥାନ୍ତି । ତେବେ ବୁଝିବା ଦରକାର ଏହା ଭଗବାନ ଙ୍କର କୃପା ଅଟେ ।

3) ଭଗବାନ ଙ୍କ ମୂର୍ତି ରେ ଚଢାଉଥିବା ଫୁଲ ତଳ କୁ ଖସି ପଡିଲେ ତାହାର  ଅର୍ଥ ଭଗବାନ ସେ ବ୍ୟକ୍ତି ର ମନସ୍କାମନା ପୁରା କରିବାକୁ ଯାଉଛନ୍ତି ।

4) ଘରେ ଆଳତି ସମୟରେ ଯଦି ଘଣ୍ଟି ର ଶବ୍ଦ ଶୁଣିବାକୁ ମିଳିଥାଏ ତେବେ ଏହାକୁ ଭଗବାନ ଙ୍କ ସତ୍ୟତା ମାନା ଯାଇଥାଏ । ସେହି ସମୟ ରେ ଯଦି କେହି ବନ୍ଧୁ, ବ୍ରାହ୍ମଣ ଓ ଭିକାରି ଆସନ୍ତି ସେମାନ ଙ୍କୁ ଖାଲି ହାତ ରେ ଯିବାକୁ ଦିଅନ୍ତୁ ନାହିଂ ।

ତେବେ ଯଦି ଆପଣଙ୍କୁ ଏହି ସବୁ ସନେକ୍ତ ମିଳେ ଜାଣିବେ ଯେ ଭଗବାନ ଆପଣଙ୍କ ପକାହରେ ଅଛନ୍ତି ଓ ସର୍ବଦା ଆପଣଙ୍କ ସାହାଯ୍ୟ କରୁଛନ୍ତି । ସବୁଦିନ ଭକ୍ତିପୂର୍ଣ୍ଣ ଭାବରେ ଭଗବାନଙ୍କର ପୂଜାର୍ଚ୍ଚନା କଲେ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭାରି ଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!