ବୁଧ ବଦଳିଲେ ନିଜର ରାଶି, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିବେ ମକର ରାଶିରେ…. ଦେଖନ୍ତୁ କଣ ପଡିବ ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବନ୍ଧୁଗଣ ନମସ୍କାର । ୨୯ ଡ଼ିସେମ୍ବର ଠାରୁ ବୁଧ ଗ୍ରହ ନିଜର ଚଳନ ବଦଳାଇ ମକର ରାଶିରେ ପ୍ରବେଶ କରି ମାର୍ଚ୍ଚମାସ ୬ ତାରିଖ ପର୍ଯ୍ଯନ୍ତ ରହିବେ । ଜୋତିଶ ଶାସ୍ତ୍ରାନୁସାରେ ବୁଧ ଗ୍ରହ ହେଉଛନ୍ତି ଗଣିତ , ତର୍କ ଶାସ୍ତ୍ର , ଶିକ୍ଷା , ବେପାରର ଗ୍ରହ ଅଟନ୍ତି ।  ଏହି ଚଳନ ଫଳରେ ୧୨ଟି ରାଶି ଉପରେ କି ପ୍ରବାହ ପଡିବ ଆସନ୍ତୁ ଜାଣିବା । ମେଷ – ଆପଣଙ୍କର କାର୍ଯ୍ୟରେ ପ୍ରଗତି କରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବେପରରେ ଲାଭବାନ ହେବେ । ପରିବାର ଲୋକଙ୍କ ସାହାଜ୍ଯ ରହିବ। ଲେଖକ ମାନଙ୍କ ପାଇଁ ଏହି ସମୟଟି ଅନୁକୂଳ ରହିବ। ବେପାରରେ ଅଧିକ ଲାଭବାନ ହେବେ । ବୃଷ ରାଶି- ଆପଣଙ୍କର ସମୟଟି ବହୁତ ଭଲ ରହିବ। ଆପଣକର ନୂଆ ସମ୍ପର୍କ ସ୍ଥାପନ ହେବ । ଦୁରସ୍ଥାନକୁ ଭ୍ରମଣ କରିବାକୁ ଯାଇ ପାରିବେ। ଧର୍ମ କାର୍ଯ୍ୟରେ ମନ ଦେବେ ।

ମିଥୁନ –  ଆପଣଙ୍କ ଶରୀର ପ୍ରତି ଧ୍ୟାନ ରଖନ୍ତୁ । ପରିବାରରେ ଅଶାନ୍ତି ଦେଖା ଦବ । ସମ୍ପର୍କୀୟଙ୍କ ସହ ବାଦ ବିବାଦ ଦେଖା ଦବ। ବେପାରରେ କମ ଲାଭ ହେବ ।  କର୍କଟ –  ଆପଣଙ୍କ ଦାଂପତ୍ଯ ଜୀବନରେ କିଛି ସମସ୍ଯା ଦେଖା ଦବ । ପତି ପତ୍ନୀଙ୍କ ମଧ୍ୟରେ କଳହ ଦେଖା ଦବ । ଦୁରସ୍ତାନକୁ ଭ୍ରମଣର ଯୋଗ ରହିଛି ।

ଆପଣଙ୍କର ବେପାରରେ ଲାଭବାନ ହେବେ । ସିଂହ – ଆପଣଙ୍କର ପରିବାରରେ ସୁଖ ଶାନ୍ତି ଦେଖା ଦବ । ଖର୍ଚ ବଢିବ ଓ ଚାକିରି କ୍ଷେତ୍ରରେ ବଦଳି ହବ । ଆପଣଙ୍କର ସମୟ ବହୁତ ଅନୁକୂଳ ରହିବ । କନ୍ୟା – ଆପଣଙ୍କର ଚାକିରୀରେ ପ୍ରମୋସନ ହେବ । ସନ୍ତାନଙ୍କ ଠାରୁ ସୁଖ ପାଇବେ । ଧର୍ମ କାର୍ଯ୍ୟରେ ଯୋଗ ଦେବେ ।

ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ତୁଳା – ଆପଣଙ୍କର ଆମଦାନୀ ବଢିବ । ପରିବାରରେ ସୁଖ ଶାନ୍ତି ଦେଖା ଦବ । ଶରୀର ପ୍ରତି ଧ୍ୟାନ ଦେବେ । ପରିବାର ଲୋକଙ୍କ ସହିତ ଦୁରସ୍ଥାନକୁ ଭ୍ରମଣ ଯୋଗ ରହିଛି । ବିଛା -ଆପଣଙ୍କର ଚାକିରିରେ ବଦଳି ହେବ । ନିଜର ବାଣୀ ବା କଥା ଉପରେ ଧ୍ୟାନ ରଖନ୍ତୁ ।

 ଧନୁ – ଆପଣଙ୍କର ବେପାରରେ ଲାଭହେବ । ପରିବାର ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଦୃଢ ହେବ । ଅଧିକ ଧନ ପ୍ରାପ୍ତି ହେବେ । ମକର – ଆପଣଙ୍କର ଅଧତ୍ମିକ ଚିନ୍ତା ବଢିବ । ସମ୍ପର୍କିୟଙ୍କ ଠାରୁ ଖୁସି ପାଇବେ । ନୂଆ ସମ୍ପତ୍ତି କ୍ରୟ କରିବେ । କୁମ୍ଭ – ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ।

ମାନସିକ ଅସାନ୍ତି ଦେଖାଦବ । ଚାକିରି ଓ ବେପାରରେ ସମସ୍ଯା ଦେଖା ଦବ । ଆପଣଙ୍କୁ ଧର୍ଯ୍ୟର ସହିତ କାର୍ଯ୍ୟ କରିବାକୁ ପଡିବ । ମୀନ – ଆପଣ ନିଜ କାର୍ଯ୍ୟରେ ସଫଳତା ହାସଲ କରିବେ । ଆପଣଙ୍କର ଆୟ ବୃଦ୍ଧି ହେବ । ପରିବାରରେ ଖୁସି ଦେଖା ଦବ । ଆପଣ  ଅତ୍ୟନ୍ତ ଶୁଭ ଫଳ ପାଇବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!