ଆଜି ହିଁ ଶରୀରର ଏହି ଅଙ୍ଗରେ କଳା ସୂତା ବାନ୍ଧନ୍ତୁ ଧନୀ ହବାରୁ କେହି ରୋକୀ ପାରିବେ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆଜି ଆମେ ଜଣେଇବୁ ଶରୀରର କେଉଁ ଜାଗାରେ କଳା ରଙ୍ଗର ସୂତା ବାନ୍ଧିଲେ ସମସ୍ତ ଇଛା ପୂର୍ଣ୍ଣ ହେବ । ଆଜି କାଲୀ ଲୋକ ମାନେ ବହୁତ ଖରାପ ଦୃଷ୍ଟିର ଶିକାର ହଉଛନ୍ତି । କୁହାଯାଏ କି କୌଣସି ଶୁଭ କାର୍ଯ୍ୟରେ କଳା ରଙ୍ଗର କପଡା ପିନ୍ଧିବା ଅଶୁଭ ହୋଇଥାଏ । କାରଣ ଯଦି କଳା ରଙ୍ଗର କପଡା ପିନ୍ଧିବା ତାହାଲେ ନକାରତ୍ମକ ଶକ୍ତି ଆମ ଶରୀରରେ ବଢି ଯାଇଥାଏ । ଯେବେ ମନରେ କିଛି ଖରାପ ଚିନ୍ତାଧାରା ଆସିବ ସେବେ ପ୍ରଥମେ କଳାରଙ୍ଗ କଥା ଭାବିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଖରାପ ନଜରରୁ ମୁକ୍ତି ପାଇବା ପାଇଁ କଳା ରଙ୍ଗ ଦରକାର ହୋଇଥାଏ । ଉଦାହରଣ କଳା ରଙ୍ଗର ଟୀକା , କଳା ଧାଗା, ଓ କଳା ଯାଇ । ଛୋଟ ହେଉ କିମ୍ବା ବଡ ବ୍ୟକ୍ତି ହୁଅନ୍ତୁ ସମସ୍ତେ ଖରାପ ନଜରରୁ ମୁକ୍ତି ପାଇବା ପାଇଁ କଳା ରଙ୍ଗର ଧାଗା ବ୍ୟବହାର କରିଥାନ୍ତି ।

ଏହା ଫଳରେ ସେମାନେ ଖରାପ ନଜରରୁ ମୁକ୍ତି ପାଇଥାନ୍ତି । କଳା ରଙ୍ଗର ଧାଗା କିମ୍ବା କଳା ରଙ୍ଗର ଟୀକା ଲଗାଇବା ପରମ୍ପରା ବହୁତ କାଳରୁ ଚାଲିଆସିଛି । ଅନେକ ଲୋକ ଏହାକୁ ଅନ୍ଧବିଶ୍ଵାସ ଭାବନ୍ତି । କଳା ରଙ୍ଗ ନଜର ଲାଗିଥିବା ଏକଗ୍ରତା କୁ ଖଣ୍ଡନ କରିଥାଏ ।

ଏହା ଦ୍ଵାରା ଯେଉଁ ନକାରତ୍ମକ ଶକ୍ତି ବ୍ୟକ୍ତି ମାନଙ୍କ ଉପରେ ପଡିଥାଏ ତାହା ଖଣ୍ଡନ ହୋଇଥାଏ । ଆମର ଶରୀର ପଞ୍ଚତତ୍ବରେ ମିଶ୍ରିତ ଶରୀର ଅଟେ । ଅଗ୍ନି , ବାୟୁ , ପୃଥିବୀ , ଆକାଶ ଓ ଜଳ ହେଉଛି ପଞ୍ଚତତ୍ଵ । ଏହା ଦ୍ଵାରା ଆମ ଶରୀର ସଂଚଳନ କରିଥାଏ ।

ଯଦି କାହାର ଖରାପ ନଜର ଆମ ଶରୀର ଉପରେ ପଡିଥାଏ ତାହାଲେ ଆମ ଶରୀରରେ ସକାରତ୍ମକ ଶକ୍ତି ନଷ୍ଟ ହୋଇଥାଏ ଓ ନକାରତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ତେଣୁ ବେକରେ କଳା ରଙ୍ଗର ଧାଗା ବନ୍ଧା ଯାଇଥାଏ । ଏହା ବାନ୍ଧିବା ଦ୍ଵାରା କୌଣସି ବ୍ୟକ୍ତିର ଖରାପ ନଜରରୁ ମୁକ୍ତି ମିଳିଥାଏ । ତାହାର ଖରାପ ନଜର ଆମ ଉପରେ ପଡିନଥାଏ ।

କଳା ରଙ୍ଗର ଧାଗାା ଆପଣ ମାନଙ୍କୁ ଧନୀ ମଧ୍ୟ କରିପାରେ । କଳା ରଙ୍ଗର ଧାଗାାକୁ ଶନିବାର କିମ୍ବା ମଙ୍ଗଳ ବାର ଦିନ ହନୁମାନ ମନ୍ଦିର ଯାଇ ସେଠାରେ ଏହି କଳାରଙ୍ଗର ଧାଗାାକୁ ୯ଟି ଗଣ୍ଠି ପକେଇବେ ତାହାପରେ ସେହି ଧାଗାରେ ହନୁମାନଙ୍କ ସିନ୍ଦୁର ଲଗାଇ ହନୁମାନଙ୍କ ପାଖରେ ପୂଜା କରି ଆଣି ଘରର ମୁଖ୍ୟ ଦ୍ଵାରା କିମ୍ବା ଆଲମାରି ରେ ବାନ୍ଧି ଦେବେ ଦେଖିବେ ବହୁତ ଜଲ୍ଦି ଧନ ବୃଦ୍ଧି ହେବ । ଧନର ଅବାଭ ହେବ ନାହିଁ । ବନ୍ଧୁଗଣ ଏହା ବ୍ଯତୀତ କଳା ରଙ୍ଗର ଧାଗା ଯଦି ଆପଣ ନିଜ ଶରୀରର ବାମ ପାଦରେ ବାନ୍ଧୁଛନ୍ତି ତାହାଲେ ମଧ୍ୟ ଭଲ ଫଳ ପାଇବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!