ଆଜିର ପାଞ୍ଜି: ମଇ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୯, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୩|୫୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     ସଂଧ୍ୟା ଘ ୬|୫|୫୩ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୬ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୯ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ନବମୀତିଥି ରାତ୍ର ଘଣ୍ଟା ୧୦|୨୭|୫୨ସେକେଣ୍ଡ୍

ଧନିଷ୍ଠା ନକ୍ଷତ୍ର ଦିବା ଘଣ୍ଟା ୧୦|୧୨|୫୮ସେକେଣ୍ଡ୍, କୁମ୍ଭଚନ୍ଦ୍ର ଅହୋରାତ୍ର,

ବ୍ରହ୍ମଯୋଗ ଦିବା ଘଣ୍ଟା ୨|୧୮|୨୯ସେକେଣ୍ଡ୍,

ତୈତିଳକରଣ ସକାଳ ଘଣ୍ଟା ୧୦|୨୭|୫୨ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୧୦|୨୭|୫୨ସେକେଣ୍ଡ୍,

ରବ୍ୟଂଶଽ୨୪|୧୩|୨୪, ସୂକ୍ଷ୍ମଚନ୍ଦ୍ର ରାଶି ୧୦|୪|୮|୪୫,

 ଦିନମାନ ଘଣ୍ଟା ୧୨|୫୧|୫୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୮|୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 ଯୋଗିନୀବାସ-

ଯୋଗିନୀ ପୂର୍ବେ ରାତ୍ର ଘଣ୍ଟା ୧୦|୨୭|୫୨ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୦|୨୭|୫୨ସେକେଣ୍ଡ୍ ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୬ ମିନିଟ୍, ସକାଳ ଘଣ୍ଟା ୯।୩୧ ମିନିଟ୍ ରୁ ଘଣ୍ଟା ୧୧।୧୪ ମିନିଟ୍, ଦିବା ଘଣ୍ଟା ୩।୩୧ ମିନିଟ୍ ରୁ ଘଣ୍ଟା ୫।୧୪ ମିନିଟ୍, ସଂଧ୍ୟା ଘଣ୍ଟା ୬ ।୫୦ ମିନିଟ୍ ରୁ ରାତ୍ର ଘଣ୍ଟା ୯।୪ ମିନିଟ୍, ରାତ୍ର ଘଣ୍ଟା ୧।୩୧ ମିନିଟ୍ ରୁ ଘଣ୍ଟା ୫।୧୩ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୪୮ ମିନିଟ୍ ରୁ ଘଣ୍ଟା ୩।୩୧ ମିନିଟ୍,  ରାତ୍ର ଘଣ୍ଟା ୯।୪ ମିନିଟ୍ ରୁ ଘଣ୍ଟା ୧୦।୩୩ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୦|୧୨|୫୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –  

କର୍କଟ ରାଶିର ଘାତବାର। ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ବନ୍ଧ୍ୟା ଓ ଦିବା ଘଣ୍ଟା ୧୧।୨୫ ମିନିଟ୍ ପରେ ସାତମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ମତାନ୍ତର।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ନାହିଁ।

ଅଶୁଭସମୟ-

ରାହୁକାଳ / ବାରବେଳା – ଦିବା ଘଣ୍ଟା ୧୧|୪୨ ମିନିଟ୍ ରୁ ଘଣ୍ଟା ୧|୧୯ମିନିଟ୍ ମଧ୍ୟେ।  କାଳବେଳା – ସକାଳ ଘଣ୍ଟା ୮|୨୯ ମିନିଟ୍ ରୁ ଘଣ୍ଟା ୧୦|୬ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୨୯ମିନିଟ୍ ରୁ ଘଣ୍ଟା ୩|୫୨ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୪।୧୩।୨୪-, ଚନ୍ଦ୍ରରାଶି-୧୦।୪।୮।୪୫-,  ମଙ୍ଗଳରାଶି-୯|୨|୫୬|୫୬-,

ବୁଧରାଶି-୧୧|୨୯|୧୮|୨୭-, ବୃହସ୍ପତିରାଶି-୬|୨୪|୧୬|୩୬-, ଶୁକ୍ରରାଶି-୧|୨୩|୧୩|୫-,

ଶନିରାଶି-୮|୧୪|୪୦|୩୨-, ରାହୁରାଶି-୯|୧୫|୨୫|୧୧-, କେତୁରାଶି-୯|୧୫|୨୫|୧୧-।

ଆଜିରଲଗ୍ନ

ରାତ୍ରି ୩ଟା ୪୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୩୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୩୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୪୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୧୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୧୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୩୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୪୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୫୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୪୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୧୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୪୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୦|୧୨|୫୮ସେକେଣ୍ଡ୍ ମଧ୍ୟେ ଧନିଷ୍ଠାନକ୍ଷତ୍ର କୁମ୍ଭରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା୧୦|୧୨|୫୮ସେକେଣ୍ଡ୍ ପରେ ଶତଭିଷାନକ୍ଷତ୍ର କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!