ମା’ ମଙ୍ଗଳାଙ୍କର ଷୋଡଶ ଦିବସୀୟ ଚୈତ୍ର ପୂଜାରମ୍ଭ। ବିଛା, ଧନୁ ଓ ମୀନ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୯, ୨୦୧୮

ମା ମଙ୍ଗଳାଙ୍କର ଷୋଡଶ ଦିବସୀୟ ଚୈତ୍ର ପୂଜାରମ୍ଭ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୩|୧୭|୨୭ ଇଂ ପ୍ରାତଃ ଘ ୬|୦୦|୩୨ସେ

ସୂର୍ଯ୍ୟାସ୍ତ ସିଂହ ଦ୪|୨୮|୨୪    ଇଂ ସଂଧ୍ୟା ଘ ୫|୪୭|୩୦ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨୫ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୮ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି ଅହୋରାତ୍ର,

ଜ୍ୟେଷ୍ଠା ନକ୍ଷତ୍ର ରାତ୍ର ଘଣ୍ଟା ୩।୨୭।୩୧ସେକେଣ୍ଡ୍, ବିଛାଚନ୍ଦ୍ର ରାତ୍ର ଘଣ୍ଟା ୩।୨୭।୩୧ସେକେଣ୍ଡ୍,

ବଜ୍ରଯୋଗ ସଂଧ୍ୟା ଘଣ୍ଟା ୫।୫୦।୪୪ସେକେଣ୍ଡ୍,

ବାଳବକରଣ ଦିବା ଘଣ୍ଟା୪।୫୦।୪୬ସେକେଣ୍ଡ୍, କୌଳବକରଣ ଅହୋରାତ୍ର,

ରବ୍ୟଂଶଽ୨୪।୧୬।୫୮, ସୂକ୍ଷ୍ମଚନ୍ଦ୍ର ରାଶି ୭।୧୯।୧୮।୨୬,

ଦିନମାନ ଘଣ୍ଟା ୧୧।୪୬।୫୮ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୧୩।୨ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଆଜି ଯୋଗିନୀ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଆଜି ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୪୮ମିନିଟ୍, ଦିବା ଘଣ୍ଟା ୭।୩୫ମିନିଟ୍ ରୁ ଘଣ୍ଟା ୯।୫୬ମିନିଟ୍, ଦିବା ଘଣ୍ଟା ୧୨।୧୮ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, ଦିବା ଘଣ୍ଟା ୪।୧୩ମିନିଟ୍ ରୁ ଘଣ୍ଟା ୫।୪୭ମିନିଟ୍, ରାତ୍ର ଘଣ୍ଟା ୭।୨୫ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୫୬ମିନିଟ୍ ରୁ ଘଣ୍ଟା ୩।୩୪ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୯।୫୨ମିନିଟ୍, ରାତ୍ର ଘଣ୍ଟା ୩।୩୪ମିନିଟ୍ ରୁ ଘଣ୍ଟା ୪।୨୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୩।୨୭।୩୧ସେକେଣ୍ଡ୍ ଗତେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୩।୨୭।୩୧ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା, ଧନୁ ଓ ମୀନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୩।୨୭।୩୧ସେକେଣ୍ଡ୍ ମଧ୍ୟେ ଦଶମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦରିଦ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

 ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୦।୨୭ମିନିଟ୍ ରୁ ଘଣ୍ଟା ୧୧।୫୬ମିନିଟ୍ ମଧ୍ୟେ।  ବାରବେଳା- ସକାଳ ଘଣ୍ଟା ୮।୫୯ମିନିଟ୍ ରୁ ଘଣ୍ଟା ୧୦।୨୮ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୦।୨୮ମିନିଟ୍ ରୁ ଘଣ୍ଟା ୧୧।୫୬ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮ଟା ୫୩ମିନିଟ୍ ରୁ ଘଣ୍ଟା ୧୦।୨୪ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨୪।୧୬।୫୮-୨୫/୧୧, ଚନ୍ଦ୍ରରାଶି-୭।୧୯।୧୮।୨୬-୧୮/୮, ମଙ୍ଗଳରାଶି-୮|୦|୫୩|୩୯-୧୯/୯, ବୁଧରାଶି-୧୧|୧୦|୨୭|୨୭-୨୬/୧୨, ବୃହସ୍ପତିରାଶି-୬|୨୯|୮|୩୦-୧୬/୭, ଶୁକ୍ରରାଶି-୧୧|୮|୨୬|୧୧-୨୬/୧୨, ଶନିରାଶି-୮|୧୩|୪୪|୩୭-୨୦/୯, ରାହୁରାଶି-୩|୨୦|୩୭|୪୯-୯/୪, କେତୁରାଶି-୯|୨୦|୩୭|୪୯-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୩୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୬ଟା ୧୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୫୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୩୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୩୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୪୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୪ଟା ୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୬ଟା ୧୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୮ଟା ୧୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୩୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୪୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୫୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୩୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଖଡ୍ଗଧାରଣ, ନୃତ୍ୟଗୀତ,ବାଦ୍ୟାରମ୍ଭ,  ଜଳାଶୟପ୍ରତିଷ୍ଠା, ମୋକଦ୍ଦମାଦାୟର, ଧାନ୍ୟ ସ୍ଥାପନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ୩ଟା ୨୭ମିନିଟ୍ ୩୧ସେକେଣ୍ଡ ମଧ୍ୟେ ଜ୍ୟେଷ୍ଠାନକ୍ଷତ୍ର ବିଛା ରାଶି ଓ ବୁଧ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ର ୩ଟା ୨୭ମିନିଟ୍ ୩୧ସେକେଣ୍ଡ ପରେ ମୂଳା ନକ୍ଷତ୍ର ଧନୁରାଶି ଓ କେତୁ ମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!