ଦୈନିକ ପାଞ୍ଜି: ଜୁନ୍ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୯, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୭|୨୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୧୭|୫୩ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୨୬ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୧୯ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଦଶମୀତିଥି ଦିବା ଘଣ୍ଟା ୧୦|୦|୬କେଣ୍ଡ୍,

ରେବତୀନକ୍ଷତ୍ର ରାତ୍ର ଘଣ୍ଟା ୧୧|୧୦|୩୧ସେକେଣ୍ଡ୍, ମୀନଚନ୍ଦ୍ର ରାତ୍ର ଘଣ୍ଟା ୧୧|୧୦|୩୧ସେକେଣ୍ଡ୍,

ସୌଭାଗ୍ୟଯୋଗ ରାତ୍ର ଘଣ୍ଟା ୮|୫୦|୨୭ସେକେଣ୍ଡ୍,

ବିଷ୍ଟିକରଣ ଦିବା ଘଣ୍ଟା ୧୦|୦|୬କେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୧୨|୩୪|୮ସେକେଣ୍ଡ୍,

ରବ୍ୟଂଶଽ୨୪|୧|୨, ସୂକ୍ଷ୍ମଚନ୍ଦ୍ର ରାଶି ୧୧|୧୯|୫୮|୫୮,

ଦିନମାନ ଘଣ୍ଟା ୧୩|୧୦|୨୮ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୪୯|୩୨ସେକେଣ୍ଡ୍,

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘଣ୍ଟା ୧୦|୦|୬କେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୦|୦|୬କେଣ୍ଡ୍ ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୧।୫୪ ମିନିଟ୍ ରୁ ଘଣ୍ଟା ୩।୪୦ ମିନିଟ୍, ରାତ୍ର ଘଣ୍ଟା ୭।୧ ମିନିଟ୍ ରୁ ଘଣ୍ଟା ୭।୪୫ ମିନିଟ୍, ରାତ୍ର ଘଣ୍ଟା ୧୧।୨୧ ମିନିଟ୍ ରୁ ଘଣ୍ଟା ୧।୩୧ ମିନିଟ୍, ରାତ୍ର ଘଣ୍ଟା ୨।୫୭ ମିନିଟ୍ ରୁ ଘଣ୍ଟା ୫।୭ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬ ଟା, ଦିବା ଘଣ୍ଟା ୯।୩୧ ମିନିଟ୍ ରୁ ଘଣ୍ଟା ୧୨।୯ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୧|୧୦|୩୧ସେକେଣ୍ଡ୍ ଗତେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୧|୧୦|୩୧ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର –

ବୃଷ, ସିଂହ, କନ୍ୟା ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୧୧|୧୦|୩୧ସେକେଣ୍ଡ୍ ପରେ ମେଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ ବେଶ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୨୭ ମିନିଟ୍ ରୁ ଘଣ୍ଟା ୧୦|୬ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୨୪ ମିନିଟ୍ ରୁ ଘଣ୍ଟା ୩|୨ ମିନିଟ୍ ମଧ୍ୟେ। କାଳବେଳା- ପ୍ରାତଃ ଘଣ୍ଟା ୫|୧୦ ମିନିଟ୍ ରୁ ଘଣ୍ଟା ୬|୪୮ ମିନିଟ୍, ଦିବା ଘଣ୍ଟା ୪|୪୧ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୨୦ ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୬|୨୦ ମିନିଟ୍ ରୁ ଘଣ୍ଟା ୭|୪୧ ମିନିଟ୍, ରାତ୍ରି ଘଣ୍ଟା ୩|୪୮ ରୁ ପ୍ରାତଃ ଘଣ୍ଟା ୫|୧୦ ମିନିଟ୍ ମଧ୍ୟେ।  

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨୪।୧।୨-, ଚନ୍ଦ୍ରରାଶି-୧୧।୧୯।୫୮।୫୮-,  ମଙ୍ଗଳରାଶି-୯|୧୩|୧୪|୨୧-,

ବୁଧରାଶି-୧|୨୭|୩୭|୨୦-, ବୃହସ୍ପତିରାଶି-୬|୨୦|୪୩|୪୩, ଶୁକ୍ରରାଶି-୩|୦|୭|୫୦-,

ଶନିରାଶି-୮|୧୩|୩|୩୦-, ରାହୁରାଶି-୩|୧୨|୪୧|୧୧-, କେତୁରାଶି-୯|୧୨|୪୧|୧୧-।

ଆଜିରଲଗ୍ନ

ରାତ୍ର ୩ଟା ୩୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୩୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୪୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ରୁ ସିଂହ ଲଗ୍ନ ଆରମ୍ଭ। ୧୨ଟା ୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୧୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୨୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୪୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୪୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୩୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୧୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୪୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୩୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାଣିଜ୍ୟକରଣ, କ୍ରୟବିକ୍ରୟ, ଖଡ୍ଗଧାରଣ, ଋଣଦାନ ଓ ଗ୍ରହଣ,  ବିହନବୁଣା କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୧୧|୧୦|୩୧ସେକେଣ୍ଡ୍ ମଧ୍ୟେ ରେବତୀନକ୍ଷତ୍ର ମୀନରାଶି ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୧|୧୦|୩୧ସେକେଣ୍ଡ୍ ପରେ ଅଶ୍ଵିନୀନକ୍ଷତ୍ର ମେଷରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!