ସିଂହ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୯, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୪|୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୬|୮ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୨୬ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୯ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ନବମୀତିଥି ରାତ୍ର ଘଣ୍ଟା ୪।୩୫।୧୭ସେକେଣ୍ଡ୍,

ଉତ୍ତରାଷାଢା ନକ୍ଷତ୍ର ରାତ୍ର ଘଣ୍ଟା ୮।୩୯।୨୧ସେକେଣ୍ଡ୍, ମକରଚନ୍ଦ୍ର ଅହୋରାତ୍ର, 

ସିଦ୍ଧଯୋଗ ରାତ୍ର ଘଣ୍ଟା ୪।୪୯।୩୪ସେକେଣ୍ଡ୍,  

ତୈତିଳକରଣ ଦିବା ଘଣ୍ଟା ୩।୨୨।୪୩ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୪।୩୫।୧୭ସେକେଣ୍ଡ୍,

ରବ୍ୟଂଶଽ୨୪।୫୯।୫୧, ସୂକ୍ଷ୍ମଚନ୍ଦ୍ର ରାଶି ୯।୨।୩୩।୪,

ଦିନମାନ ଘଣ୍ଟା ୧୨।୨୨।୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୩୭।୫୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ରାତ୍ର ଘଣ୍ଟା ୪।୩୫।୧୭ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୪।୩୫।୧୭ସେକେଣ୍ଡ୍ ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୧୩ ମିନିଟ୍, ଦିବା ଘଣ୍ଟା ୧୦।୩୧ ମିନିଟ୍ ରୁ ଘଣ୍ଟା ୧୨।୫୯ ମିନିଟ୍, ସଂଧ୍ୟା ଘଣ୍ଟା ୬।୪୩ ମିନିଟ୍ ରୁ ରାତ୍ର ଘଣ୍ଟା ୯।୨ମିନିଟ୍, ରାତ୍ର ଘଣ୍ଟା ୧୧।୨୨ ମିନିଟ୍ ରୁ ଘଣ୍ଟା ୨।୨୮ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୩।୨୮ ମିନିଟ୍ ରୁ ଘଣ୍ଟା ୫।୭ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୮।୩୯।୨୧ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ସିଂହ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ସୌଭାଗ୍ୟବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି  ମୃତବ୍ୟକ୍ତିର ରାତ୍ର ଘଣ୍ଟା ୮।୩୯।୨୧ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / କାଳବେଳା – ସକାଳ ଘଣ୍ଟା ୭|୯ମିନିଟ୍ ରୁ ଘଣ୍ଟା ୮|୪୨ମିନିଟ୍ ମଧ୍ୟେ। ବାରବେଳା – ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୫ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୭ମିନିଟ୍ ରୁ ଘଣ୍ଟା ୧|୧୪ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୨୪।୫୯।୫୧-୨୭/୧୨, ଚନ୍ଦ୍ରରାଶି-୯।୨।୩୩।୪-୨୧/୧୦, ମଙ୍ଗଳରାଶି-୮|୧୮|୧୮|୧୭-୨୦/୯, ବୁଧରାଶି-୧୧|୧୨|୨୮|୫-୨୬/୧୨, ବୃହସ୍ପତିରାଶି-୬|୨୭|୪୨|୧୩-୧୬/୭, ଶୁକ୍ରରାଶି-୦|୧୬|୪୩|୪୧-୨/୧, ଶନିରାଶି-୮|୧୪|୫୭|୪୦-୨୦/୯, ରାହୁରାଶି-୩|୧୮|୩୬|୧୯-୯/୪, କେତୁରାଶି-୯|୧୮|୩୬|୧୯-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ନିଶାନ୍ତ ୪ ଟା ୧୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୫୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୩୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୩୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୪୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୧୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୨୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୪୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୪୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୩୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୧୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଚଳଚିତ୍ର ବା ନାଟ୍ୟାରମ୍ଭ କରିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!