ଆଜିର ପାଞ୍ଜି: ମଇ ୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୮, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୪|୨୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     ସଂଧ୍ୟା ଘ ୬|୫|୩୦ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୫ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୮ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି ରାତ୍ର ଘଣ୍ଟା ୮|୪୪|୧୭ସେକେଣ୍ଡ୍,

ଶ୍ରବଣା ନକ୍ଷତ୍ର ସକାଳ ଘଣ୍ଟା ୭|୩୮|୨୦ସେକେଣ୍ଡ୍, ମକରଚନ୍ଦ୍ର ରାତ୍ର ଘଣ୍ଟା ୯ ଟା,

ଶୁକ୍ଳଯୋଗ ଦିବା ଘଣ୍ଟା ୧|୪୭|୩୪ସେକେଣ୍ଡ୍,

ବାଳବକରଣ ସକାଳ ଘଣ୍ଟା ୭|୩୯|୪୯ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୮|୪୪|୧୭ସେକେଣ୍ଡ୍,

ରବ୍ୟଂଶଽ୨୩|୧୫|୨୨, ସୂକ୍ଷ୍ମଚନ୍ଦ୍ର ରାଶି ୯|୨୨|୮|୨୮,

ଦିନମାନ ଘଣ୍ଟା ୧୨|୫୧|୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୮|୫୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ରାତ୍ର ଘଣ୍ଟା ୮|୪୪|୧୭ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୮|୪୪|୧୭ସେକେଣ୍ଡ୍ ମଧ୍ୟେ ନଡ଼ିଆ ଓ ପରେ ଲାଉ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୭।୪୮ ମିନିଟ୍ ରୁ ଘଣ୍ଟା ୧୦।୨୩ ମିନିଟ୍, ଦିବା ଘଣ୍ଟା ୧୨।୫୭ ମିନିଟ୍ ରୁ ଘଣ୍ଟା ୨।୪୦ମିନିଟ୍, ଦିବା ଘଣ୍ଟା ୩।୩୨ ମିନିଟ୍ ରୁ ଘଣ୍ଟା ୫।୧୫ମିନିଟ୍, ସଂଧ୍ୟା ଘଣ୍ଟା ୬ଟା ରୁ ଘଣ୍ଟା ୬।୫୧ ମିନିଟ୍, ରାତ୍ର ଘଣ୍ଟା ୯।୪ ମିନିଟ୍ ରୁ ଘଣ୍ଟା ୧୧।୧୮ ମିନିଟ୍, ରାତ୍ର ଘଣ୍ଟା ୧୧।୩୧ ମିନିଟ୍ ରୁ ଘଣ୍ଟା ୩ ଟା ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୯ ଟା ପରେ ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୭|୩୮|୨୦ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର – 

ମକର ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର ଓ ରାତ୍ର ୯ ଟା ପରେ ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ରୋଗସୃଷ୍ଟି।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / କାଳବେଳା – ଦିବା ଘଣ୍ଟା ୨|୫୪ ମିନିଟ୍ ରୁ ଘଣ୍ଟା ୪|୩୧ମିନିଟ୍ ମଧ୍ୟେ।  ବାରବେଳା – ସକାଳ ଘଣ୍ଟା ୬|୫୩ ମିନିଟ୍ ରୁ ଘଣ୍ଟା ୮|୨୯ମିନିଟ୍ ମଧ୍ୟେ। କାଳବେଳା – ଦିବା ଘଣ୍ଟା ୧|୧୯ ମିନିଟ୍ ରୁ ଘଣ୍ଟା ୨|୫୫ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭|୩୧ମିନିଟ୍ ରୁ ଘଣ୍ଟା ୮|୫୫ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୩।୧୫।୨୨-, ଚନ୍ଦ୍ରରାଶି-୯।୨୨।୮।୨୮-,  ମଙ୍ଗଳରାଶି-୯|୨|୩୦|୫୭-,

ବୁଧରାଶି-୧୧|୨୭|୫୭|୨୫-, ବୃହସ୍ପତିରାଶି-୬|୨୪|୨୪|୧୫-, ଶୁକ୍ରରାଶି-୧|୨୨|୦|୪୪-,

ଶନିରାଶି-୮|୧୪|୪୨|୨୮-, ରାହୁରାଶି-୯|୧୫|୩୧|୪୧-, କେତୁରାଶି-୯|୧୫|୩୧|୪୧-।

ଆଜିରଲଗ୍ନ

ରାତ୍ରି ୩ଟା ୫୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୪୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୩୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୫୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୧୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୨୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୩୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୪୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୫୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୪୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୧୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୫୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, ଅସ୍ତ୍ରୋପଚାର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୭|୩୮|୨୦ସେକେଣ୍ଡ୍ ମଧ୍ୟେ ଶ୍ରବଣାନକ୍ଷତ୍ର ମକରରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୭|୩୮|୨୦ସେକେଣ୍ଡ୍ ପରେ ରାତି ୯ଘଣ୍ଟା ମଧ୍ୟେ ଧନିଷ୍ଠାନକ୍ଷତ୍ର ମକରରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ରାତି ୯ଘଣ୍ଟା ପରେ ଧନିଷ୍ଠାନକ୍ଷତ୍ର କୁମ୍ଭରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!