ଶରଣ ପଞ୍ଚକାରମ୍ଭ। ଆଜିର ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର। ପାଞ୍ଜି: ଅପ୍ରେଲ ୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୮, ୨୦୧୮

ଶରଣ ପଞ୍ଚକାରମ୍ଭ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୪|୫୨ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୫|୫୧ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୨୫ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୮ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି ରାତ୍ର ଘଣ୍ଟା ୨।୬।୪୯ସେକେଣ୍ଡ୍,

ପୂର୍ବାଷାଢା ନକ୍ଷତ୍ର ସଂଧ୍ୟା ଘଣ୍ଟା ୫।୩୬।୫୩ସେକେଣ୍ଡ୍, ଧନୁଚନ୍ଦ୍ର ରାତ୍ର ଘଣ୍ଟା ୧୨।୨୩।୦ସେକେଣ୍ଡ୍, 

ଶିବଯୋଗ ରାତ୍ର ଘଣ୍ଟା ୩।୫୪।୫୩ସେକେଣ୍ଡ୍,  

ବାଳବକରଣ ଦିବା ଘଣ୍ଟା ୧୨।୪୮।୩୯ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୨।୬।୪୯ସେକେଣ୍ଡ୍,

ରବ୍ୟଂଶଽ୨୪।୦।୫୪, ସୂକ୍ଷ୍ମଚନ୍ଦ୍ର ରାଶି ୮।୨୦।୪୪।୪୧,

ଦିନମାନ ଘଣ୍ଟା ୧୨।୨୧।୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୩୮।୬୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ରାତ୍ର ଘଣ୍ଟା ୨।୬।୪୯ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୨।୬।୪୯ସେକେଣ୍ଡ୍ ମଧ୍ୟେ ନଡ଼ିଆ ଓ ପରେ ଲାଉ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୨୪ ମିନିଟ୍ ରୁ ଘଣ୍ଟା ୯।୪୨ ମିନିଟ୍, ରାତ୍ର ଘଣ୍ଟା ୭।୨୯ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୨୪ ମିନିଟ୍, ଦିବା ଘଣ୍ଟା ୧ଟା ରୁ ଘଣ୍ଟା ୧।୪୯ମିନିଟ୍, ସଂଧ୍ୟା ଘଣ୍ଟା ୬।୪୩ ମିନିଟ୍ ରୁ ଘଣ୍ଟା ୭।୨୯ମିନିଟ୍, ରାତ୍ର ଘଣ୍ଟା ୧୨।୯ ମିନିଟ୍ ରୁ ଘଣ୍ଟା ୩।୧୫ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୩୬।୫୩ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସଂଧ୍ୟା ଘଣ୍ଟା ୫।୩୬।୫୩ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ହିଂସିକା ଯୋଗେ ପ୍ରତିକାର କରଣୀୟ।  

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି  ମୃତବ୍ୟକ୍ତିର ଏକପାଦ ବାରଦୋଷ ଏବଂ ସଂଧ୍ୟା ଘଣ୍ଟା ୫।୩୬।୫୩ସେକେଣ୍ଡ୍ ଗତେ ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୨୫ମିନିଟ୍ ରୁ ଘଣ୍ଟା ୫|୫୭ମିନିଟ୍ ମଧ୍ୟେ। ବାରବେଳା – ଦିବା ଘଣ୍ଟା ୧୦|୧୫ମିନିଟ୍ ରୁ ଘଣ୍ଟା ୧୧|୪୮ମିନିଟ୍ ମଧ୍ୟେ। କାଳବେଳା – ଦିବା ଘଣ୍ଟା ୧୧|୪୮ମିନିଟ୍ ରୁ ଘଣ୍ଟା ୧|୨୦ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୧୪ମିନିଟ୍ ରୁ ଘଣ୍ଟା ୨|୪୨ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୨୪।୦।୫୭-୨୭/୧୨, ଚନ୍ଦ୍ରରାଶି-୮।୨୦।୪୫।୧୧-୨୦/୮, ମଙ୍ଗଳରାଶି-୮|୧୭|୪୬|୧୫-୨୦/୯, ବୁଧରାଶି-୧୧|୧୩|୩|୧୨-୨୬/୧୨, ବୃହସ୍ପତିରାଶି-୬|୨୭|୪୭|୨୯-୧୬/୭, ଶୁକ୍ରରାଶି-୦|୧୫|୩୦|୭-୨/୧, ଶନିରାଶି-୮|୧୪|୫୬|୪୪-୨୦/୯, ରାହୁରାଶି-୩|୧୮|୪୧|୫୪-୯/୪, କେତୁରାଶି-୯|୧୮|୪୧|୫୪-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ନିଶାନ୍ତ ୪ ଟା ୧୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

୫ଟା ୫୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୩୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୩୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୫୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୧୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୨୦ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୩୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୪୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୫୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୪୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୧୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ମୋକଦ୍ଦମାଦାୟର, ଦିକ୍ଷାଗ୍ରହଣ କରିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!