ଆଜିର ପାଞ୍ଜି: ମଇ ୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୭, ୨୦୧୮

ରବୀନ୍ଦ୍ରନାଥ ଠାକୁର ଜୟନ୍ତୀ  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୪|୫୩ସେ

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୫|୮ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୪ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୭ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ସପ୍ତମୀତିଥି ସଂଧ୍ୟା ଘଣ୍ଟା ୬|୨୯|୨୧ସେକେଣ୍ଡ୍,

ଶ୍ରବଣା ନକ୍ଷତ୍ର ଅହୋରାତ୍ର, ମକରଚନ୍ଦ୍ର ଅହୋରାତ୍ର,

ଶୁଭଯୋଗ ଦିବା ଘଣ୍ଟା ୧୨|୫୫|୩୫ସେକେଣ୍ଡ୍,

ବବକରଣ ସଂଧ୍ୟା ଘଣ୍ଟା ୬|୨୯|୨୧ସେକେଣ୍ଡ୍, ବାଳବକରଣ ଅହୋରାତ୍ର,

ରବ୍ୟଂଶଽ୨୨|୧୭|୧୯, ସୂକ୍ଷ୍ମଚନ୍ଦ୍ର ରାଶି ୯|୧୦|୧୭|୩,

ଦିନମାନ ଘଣ୍ଟା ୧୨|୫୦|୧୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୯|୪୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ସଂଧ୍ୟା ଘଣ୍ଟା ୬|୨୯|୨୧ସେକେଣ୍ଡ୍ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୬|୨୯|୨୧ସେକେଣ୍ଡ୍ ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୭ ମିନିଟ୍, ଦିବା ଘଣ୍ଟା ୧୦।୨୩ ମିନିଟ୍ ରୁ ଘଣ୍ଟା ୧୨।୫୭ ମିନିଟ୍, ରାତ୍ର ଘଣ୍ଟା ୬।୫୧ ମିନିଟ୍ ରୁ ଘଣ୍ଟା ୯।୪ମିନିଟ୍, ରାତ୍ର ଘଣ୍ଟା ୧୧।୧୮ ମିନିଟ୍ ରୁ ଘଣ୍ଟା ୨।୧୬ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୩।୩୨ ମିନିଟ୍ ରୁ ଘଣ୍ଟା ୫।୧୫ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।   

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ସୁଖ୍ୟାତି ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସଂଧ୍ୟା ଘଣ୍ଟା ୬|୨୯|୨୧ସେକେଣ୍ଡ୍ ମଧ୍ୟେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / କାଳବେଳା – ସକାଳ ଘଣ୍ଟା ୬|୫୩ ମିନିଟ୍ ରୁ ଘଣ୍ଟା ୮|୩୦ମିନିଟ୍ ମଧ୍ୟେ।  ବାରବେଳା – ଦିବା ଘଣ୍ଟା ୨|୫୫ ମିନିଟ୍ ରୁ ଘଣ୍ଟା ୪|୩୧ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୧୮ମିନିଟ୍ ରୁ ଘଣ୍ଟା ୧୧|୪୨ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୨।୧୭।୧୯-, ଚନ୍ଦ୍ରରାଶି-୯।୧୦।୧୭।୩-,  ମଙ୍ଗଳରାଶି-୯|୨|୪|୪୧-,

ବୁଧରାଶି-୧୧|୨୬|୩୮|୪୧-, ବୃହସ୍ପତିରାଶି-୬|୨୪|୩୧|୫୪-, ଶୁକ୍ରରାଶି-୧|୨୦|୪୮|୨୧-,

ଶନିରାଶି-୮|୧୪|୪୪|୧୮-, ରାହୁରାଶି-୯|୧୫|୩୮|୧୧-, କେତୁରାଶି-୯|୧୫|୩୮|୧୧-।

ଆଜିରଲଗ୍ନ

ରାତ୍ରି ୩ଟା ୫୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୪୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୪୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୫୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୧୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୧୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୨୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୩୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୫୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୫୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୪୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୨୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୫୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।  

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ସଂଧ୍ୟା ଘଣ୍ଟା ୬|୨୯|୨୧ସେକେଣ୍ଡ୍ ମଧ୍ୟେ ବାଣିଜ୍ୟକରଣ, କ୍ରୟବିକ୍ରୟ, ନାମକରଣ, ଅନ୍ନପ୍ରାଶସନ୍ନ, କର୍ଣ୍ଣଭେଦ, ନୂତନ ଅକ୍ଷରାରମ୍ଭ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ନିଷ୍କ୍ରାମଣ, ନବାନ୍ନଭକ୍ଷଣ, ନୌକାଚାଳନା, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ନବବଧୂ ଯାତ୍ରା,  ପ୍ରଥମ ଯୁବତୀସଂଭୋଗ, ଚୂଡାକରଣ, ବ୍ରତପୋନୟନ, ମନ୍ଦିର ନିର୍ମାଣ, କୋର୍ଟବିବାହ, ବିବାହ ପାଣିଗ୍ରହଣ, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ କରିପାରିବେ।     

ସଂଧ୍ୟା ଘଣ୍ଟା ୬|୨୯|୨୧ସେକେଣ୍ଡ୍ ପରେ ଋଣଦାନ ଓ ଗ୍ରହଣ, ନୃତ୍ୟ,ଗୀତ,ବାଦ୍ୟାରମ୍ଭ, ଧାନ୍ୟସ୍ଥାପନ କରିପାରିବେ।   

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ବା ପ୍ରାତଃ ଘ ୫|୧୪|୫୩ସେକେଣ୍ଡ ଠାରୁ ଆଗଦିନ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଶ୍ରବଣାନକ୍ଷତ୍ର ମକରରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!