ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୭, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୫|୪୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୫|୩୫ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୨୪ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୭ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ସପ୍ତମୀତିଥି ରାତ୍ର ଘଣ୍ଟା ୧୧।୩୧।୧୨ସେକେଣ୍ଡ୍,

ମୂଳା ନକ୍ଷତ୍ର ଦିବା ଘଣ୍ଟା ୨।୩୨।୫୮ସେକେଣ୍ଡ୍, ଧନୁଚନ୍ଦ୍ର ଅହୋରାତ୍ର, 

ପରିଘଯୋଗ ରାତ୍ର ଘଣ୍ଟା ୨।୫୪।୨୪ସେକେଣ୍ଡ୍,  

ବିଷ୍ଟିକରଣ ଦିବା ଘଣ୍ଟା ୧୦।୧୫।୫୫ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୧୧।୩୧।୧୨ସେକେଣ୍ଡ୍,

ରବ୍ୟଂଶଽ୨୩।୧।୫୬, ସୂକ୍ଷ୍ମଚନ୍ଦ୍ର ରାଶି ୮।୮।୫୪।୯,

ଦିନମାନ ଘଣ୍ଟା ୧୨।୧୯।୫୩ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୪୦।୭ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ରାତ୍ର ଘଣ୍ଟା ୧୧।୩୧।୧୨ସେକେଣ୍ଡ୍ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୧।୩୧।୧୨ସେକେଣ୍ଡ୍ ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୯।୪୩ ମିନିଟ୍ ରୁ ଘଣ୍ଟା ୧ଟା, ରାତ୍ର ଘଣ୍ଟା ୮।୧୬ ମିନିଟ୍ ରୁ ଘଣ୍ଟା ୧୦।୩୬ମିନିଟ୍, ରାତ୍ର ଘଣ୍ଟା ୧୨।୯ ମିନିଟ୍ ରୁ ଘଣ୍ଟା ୧।୪୩ମିନିଟ୍, ରାତ୍ର ଘଣ୍ଟା ୨।୨୯ ମିନିଟ୍ ରୁ ଘଣ୍ଟା ୪।୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୩୨।୫୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୨।୩୨।୫୮ସେକେଣ୍ଡ୍ ଗତେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ସନ୍ତାନହାନି ଯୋଗେ ପ୍ରତିକାର କରଣୀୟ।  

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି  ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ତିଥିଦୋଷ ଏବଂ ରାତ୍ର ଘଣ୍ଟା ୧୧।୩୧।୧୨ସେକେଣ୍ଡ୍ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୪୨ମିନିଟ୍ ରୁ ଘଣ୍ଟା ୧୦|୧୫ମିନିଟ୍ ମଧ୍ୟେ। ବାରବେଳା – ଦିବା ଘଣ୍ଟା ୧|୨୦ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳବେଳା – ସକାଳ ଘଣ୍ଟା ୫|୩୮ମିନିଟ୍ ରୁ ଘଣ୍ଟା ୭|୧୦ମିନିଟ୍, ଦିବା ଘଣ୍ଟା ୪|୨୫ମିନିଟ୍ ରୁ ଘଣ୍ଟା ୫|୫୮ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୫|୫୮ମିନିଟ୍ ରୁ ଘଣ୍ଟା ୭|୨୫ମିନିଟ୍, ରାତ୍ରି ଘଣ୍ଟା ୪|୧୦ମିନିଟ୍ ରୁ ଘଣ୍ଟା ୫|୩୭ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୨୩।୧।୫୬-୨୭/୧୨, ଚନ୍ଦ୍ରରାଶି-୮।୮।୫୪।୯-୧୯/୮, ମଙ୍ଗଳରାଶି-୮|୧୭|୪୧|୨-୨୦/୯, ବୁଧରାଶି-୧୧|୧୩|୪୨|୩୧-୨୬/୧୨, ବୃହସ୍ପତିରାଶି-୬|୨୭|୫୨|୩୮-୧୬/୭, ଶୁକ୍ରରାଶି-୦|୧୪|୧୬|୨୬-୨/୧, ଶନିରାଶି-୮|୧୪|୫୫|୪୨-୨୦/୯, ରାହୁରାଶି-୩|୧୮|୪୭|୧୭-୯/୪, କେତୁରାଶି-୯|୧୮|୪୭|୧୭-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ନିଶାନ୍ତ ୪ ଟା ୨୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

୫ଟା ୫୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୪୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୪୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୫୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୧୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୨୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୩୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୫୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୫୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୪୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୨୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ବୃକ୍ଷରୋପଣ, କ୍ରୟବିକ୍ରୟ, ବିହନବୁଣା, ଗୃହପ୍ରବେଶ କରିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!