ଆଜିର ପାଞ୍ଜି: ଜୁନ୍ ୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୬, ୨୦୧୮

ସୂର୍ଯ୍ୟଉଦୟ    ପ୍ରାତଃ ଘ ୫|୭|୧୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୧୬|୫୦ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୨୩ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୧୬ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ସପ୍ତମୀତିଥି ଦିବା ଘଣ୍ଟା ୧୧|୧୬|୩୩ସେକେଣ୍ଡ୍,

ଶତଭିଷାନକ୍ଷତ୍ର ରାତ୍ର ଘଣ୍ଟା ୮|୨୦|୪୬ସେକେଣ୍ଡ୍, କୁମ୍ଭଚନ୍ଦ୍ର ଅହୋରାତ୍ର,

ବିଷ୍କୁମ୍ଭଯୋଗ ରାତ୍ର ଘଣ୍ଟା ୧୧|୧୨|୩୪ସେକେଣ୍ଡ୍,

ବବକରଣ ଦିବା ଘଣ୍ଟା ୧୧|୧୬|୩୩ସେକେଣ୍ଡ୍, ବାଳବକରଣ ରାତ୍ର ଘଣ୍ଟା ୧୨|୩|୧୧ସେକେଣ୍ଡ୍,

ରବ୍ୟଂଶଽ୨୧|୮|୪୮, ସୂକ୍ଷ୍ମଚନ୍ଦ୍ର ରାଶି ୧୦|୧୨|୧୬|୨୫,

ଦିନମାନ ଘଣ୍ଟା ୧୩|୯|୩୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୦|୨୯ସେକେଣ୍ଡ୍,

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ଦିବା ଘଣ୍ଟା ୧୧|୧୬|୩୩ସେକେଣ୍ଡ୍ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୧|୧୬|୩୩ସେକେଣ୍ଡ୍ ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୭।୪୫ ମିନିଟ୍ ରୁ ଦିବା ଘଣ୍ଟା ୧୧।୧୬ ମିନିଟ୍, ଦିବା ଘଣ୍ଟା ୧।୫୪ ମିନିଟ୍ ରୁ ଘଣ୍ଟା ୫।୨୪ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୯।୫୪ ମିନିଟ୍, ରାତ୍ର ଘଣ୍ଟା ୧୨।୪ ମିନିଟ୍ ରୁ ଘଣ୍ଟା ୧।୩୦ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ। ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୮|୨୦|୪୬ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର –

କର୍କଟ ରାଶିର ଘାତବାର। ମିଥୁନ, ମୀନ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୮|୨୦|୪୬ସେକେଣ୍ଡ୍ ପରେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଦିବା ଘଣ୍ଟା ୧୧|୧୬|୩୩ସେକେଣ୍ଡ୍ ମଧ୍ୟେ ଓ ରାତ୍ର ଘଣ୍ଟା ୮|୨୦|୪୬ସେକେଣ୍ଡ୍ ଗତେ ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / ବାରବେଳା- ଦିବା ଘଣ୍ଟା ୧୧|୪୪ ମିନିଟ୍ ରୁ ଘଣ୍ଟା ୧|୨୩ ମିନିଟ୍ ମଧ୍ୟେ। କାଳବେଳା – ସକାଳ ଘଣ୍ଟା ୮|୨୭ ମିନିଟ୍ ରୁ ଘଣ୍ଟା ୧୦|୬ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୨୭ ରୁ ଘଣ୍ଟା ୩|୪୮ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨୧।୮।୪୮-, ଚନ୍ଦ୍ରରାଶି-୧୦।୧୨।୧୬।୨୫-,  ମଙ୍ଗଳରାଶି-୯|୧୨|୩୪|୩୩-,

ବୁଧରାଶି-୧|୨୧|୧|୪୭-, ବୃହସ୍ପତିରାଶି-୬|୨୧|୦|୨୩-, ଶୁକ୍ରରାଶି-୨|୨୬|୩୬|୧୨-,

ଶନିରାଶି-୮|୧୩|୧୫|୨୬-, ରାହୁରାଶି-୯|୧୨|୫୩|୧୭-, କେତୁରାଶି-୯|୧୨|୫୩|୧୭-।

ଆଜିରଲଗ୍ନ

ରାତ୍ର ୩ଟା ୪୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୪୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୫୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ୧୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୨ଟା ୨୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୨୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୪୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୫୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୪୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୨୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୫୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୪୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଯାନକ୍ରୟ ଓ ଆରୋହଣ, କ୍ରୟବିକ୍ରୟ, ନାମକରଣ, ଔଷଧ କରଣ ଓ ସେବନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ନୃତ୍ୟ ଗୀତ ବାଦ୍ୟାରମ୍ଭ, ହଳଆରମ୍ଭ, ଧାନ୍ୟସ୍ଥାପନ ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୮|୨୦|୪୬ସେକେଣ୍ଡ୍ ମଧ୍ୟେ ଶତଭିଷାନକ୍ଷତ୍ର କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୮|୨୦|୪୬ସେକେଣ୍ଡ୍ ପରେ ପୂର୍ବଭାଦ୍ରନକ୍ଷତ୍ର କୁମ୍ଭରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!