ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୬, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୩|୪୫|୨୮ ଇଂପ୍ରାଘ୬|୨୩|୩୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୪|୪|୧୧ ଇଂସଂଘ୫|୧୪|୪୧ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୨ ଦିନ ରାଷ୍ଟ୍ରିୟ ପୌଷମାସ ୧୬ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି ସଂଧ୍ୟାଘ୫।୯।୪୧ସେ,

ପୂର୍ବାଫାଲଗୁନି ନକ୍ଷତ୍ର ରାତିଘ୧।୨୦|୯ସେ, ସିଂହଚନ୍ଦ୍ର ଆହୋରାତ୍ର

ଆୟୁଷ୍ମାନଯୋଗ ଦିବାଘ୧୦|୪୩|୩୯ସେ

ତଇତିଳକରଣ ସନ୍ଧ୍ୟାଘ୫।୯।୪୫ମି, ଗରକରଣ ରାତିଘ୪।୩୦ମି, 

ରବ୍ୟଂଶଽ୨୧।୩୨।୩୪, ସୂକ୍ଷ୍ମଚନ୍ଦ୍ର ରା୪।୧୫।୪୫।୧,

ଦିନମାନ ଦିଘ୧୦।୫୧।୨, ନିଶାମାନ ରାଘ ୧୩।୮।୫୮,

ଯୋଗିନୀବାସ-

ଯୋଗିନୀ ଦଖିଣେ ସନ୍ଧ୍ୟାଘ୫।୧୦ମି ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସନ୍ଧ୍ୟାଘ୫।୧୦ମି ମଧ୍ୟେ ବେଲ ଓ ପଣଷ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟ ଉଦୟରୁଦିଘ୭।୭ମି ମଧ୍ୟେ ଦିଘ୭।୫୧ମି ପରେ ଦିଘ୧୦।୧ମିମଧ୍ୟେ ଦିଘ୧୨।୧୧ମି ପରେ ଦିଘ୩।୫ମିମଧ୍ୟେ ଦିଘ୩।୪୮ମି ପରେ ଦିଘ୫।୧୫ମିମଧ୍ୟେ ରାଘ୨।୫୪ମି ପରେ ରାଘ୩।୪୬ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରାଫାଲଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତରଭାଦ୍ରପଦନକ୍ଷତ୍ରମାନଙ୍କର ତାରାଶୁଦ୍ଧି।। ରାତିଘ୧।୨୦|୯ସେ,ପରେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ରାତ୍ରଘ୧।୨୦ମି ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ଦୁଶ୍ଚିନ୍ତା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ପୁଷ୍କରଦୋଷ ବାରଦୋଷ ରାତ୍ରଘ୧।୨୦ମି ପରେ ଦୁଇପାଦ ପୁଷ୍କରଦୋଷ। ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।  

ଅଶୁଭ ସମୟ-

ରାହୁକାଳ- ଦିଘ୯।୮ମି ରୁ ଦିଘ୨।୩୦ମି ଓ କାଳବେଳା ସକାଳଘ୬।୨୬ମି ରୁ ଦିଘ୭।୪୭ମି। ଦିବାଘ୩।୫୬ମି ରୁ ଦିଘ୫।୧୭ମି ମଧ୍ୟେ। ବାରବେଳା-ଦିଘ୧।୧୩ମି ରୁ ଦିଘ୨।୩୪ମି ମଧ୍ୟେ। କାଳରାତ୍ରି ସନ୍ଧ୍ୟାଘ୫।୧୭ମି ପରେ ଘ୬।୫୬ମି ମଧ୍ୟେ ରାତ୍ରଘ୪।୪୭ମି ପରେ ରାତିଘ୬।୨୬ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୨୧।୩୨।୩୪,୨୦/୯ ଚନ୍ଦ୍ର ରା୪।୧୫।୪୫।୧-୧୧/୫ ମ୬|୨୩|୧୩|୨୩-୧୬/୭ ବୁ୭|୨୯|୨୦|୮-୧୮/୮ ବୃ୬|୨୩|୪୧|୭-୧୬/୭ ଶୁ୮|୨୦|୪୬|୧୦-୨୦/୯ ଶ୮|୭|୫୨|୬-୧୯/୯ ରା୩|୨୧|୪|୩-୯/୪ କେ୯| ୨୧|୪|୩-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୫ମି ମଧ୍ୟେ ମକର ଦିବାଘ୬|୫୮ମି କୁମ୍ଭଘ୮|୪୭ମି  ମୀନଘ୧୦|୨୩ମି ମେଷଘ୧୧|୫୬ମି ବୃଷଘ୧|୩୯ମି   ମିଥୁନଘ୩|୩୮ମି କର୍କଟଘ୫|୫୧ମି   ସିଂହରାତ୍ରି ଘ୮|୫ମି କନ୍ୟା ଘ୧୦|୧୪ମି ତୁଳା ଘ୧୨|୨୨ମି ବିଛା ଘ୨|୩୩ମି  ଧନୁଘ୪|୪୮ମି।

ଶୁଭକର୍ମ-

ଆଜି ଭୂମିପୂଜନ, କ୍ରୟ ବିକ୍ରୟ, ଅସ୍ତ୍ରୋପଚାର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୧।୨୦ମି ମଧ୍ୟେ ପୂର୍ବା ଫାଲଗୁନି ନକ୍ଷତ୍ର ସିଂହ ରାଶି ଓ ଶୁକ୍ରମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ରଘ୧।୨୦ମି ପରେ ଉତ୍ତରାଫାଲଗୁନି ନକ୍ଷତ୍ର ସିଂହରାଶି ଓ ରବିମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!