ବିଛା, ଧନୁ ଓ ମୀନ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୫, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୩|୩୪|୫୨ ଇଂପ୍ରାଘ୬|୨୩|୨୮ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୩|୫୨|୫୦ ଇଂସଂଘ୫|୧୪|୧୨ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୧ ଦିନ ରାଷ୍ଟ୍ରିୟ ପୌଷମାସ ୧୫ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

[sociallocker id=”2829″]

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଚତୁର୍ଥୀ ତିଥି ରାତିଘ୭।୦।୩୭ସେ,

ମଘାନକ୍ଷତ୍ର ରାତିଘ୨।୧୬|୨ସେ, ସିଂହଚନ୍ଦ୍ର ଆହୋରାତ୍ର

ପ୍ରୀତିଯୋଗ ଦିବାଘ୧|୩୬|୪୨ସେ

ବବକରଣ ଦିବାଘ୮।୧୧। ୫୧ମି, ବାଳବ କରଣ ରାତିଘ୭।୦।୩୭ମି, 

ରବ୍ୟଂଶଽ୨୦।୩୧।୨୪, ସୂକ୍ଷ୍ମଚନ୍ଦ୍ର ରା୪।୧।୩୦।୮,

ଦିନମାନ ଦିଘ୧୦।୫୦।୩୮, ନିଶାମାନ ରାଘ ୧୩।୯।୨୨,

[/sociallocker]

ଯୋଗିନୀବାସ-

ଯୋଗିନୀ ନୈରୁତକୋଣେ ରାତିଘ୭।୧ମି ପରେ ଦଖିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତିଘ୭।୧ମି ମଧ୍ୟେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟ ଉଦୟରୁଦିଘ୭।୬ମି ମଧ୍ୟେ ଦିଘ୭।୫୦ମି ପରେ ଦିଘ୧୦।୦ମିମଧ୍ୟେ ଦିଘ୧୨।୧୦ମି ପରେ ଦିଘ୩।୪ମିମଧ୍ୟେ ଦିଘ୩।୪୭ମି ପରେ ଦିଘ୫।୧୪ମିମଧ୍ୟେ ସନ୍ଧ୍ୟାଘ୬।୬ମି ପରେ ଦିଘ୯।୩୬ମିମଧ୍ୟେ ରାଘ୧୨।୧୪ମି ପରେ ରାଘ୨।୦ମି ମଧ୍ୟେ ରାଘ୨।୫୩ମି ପରେ ରାଘ୪।୩୮ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ଉତ୍ତରାଫାଲଗୁନୀ, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ରାତିଘ୨।୧୬|୨ସେ,ପରେ ଦ୍ଵିଜା, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରାଫାଲଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତରଭାଦ୍ରପଦନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା, ଧନୁ ଓ ମୀନ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ରାତ୍ରଘ୨।୧୬ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଓ ପରେ ସାତମାସ ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ଦୁଶ୍ଚିନ୍ତା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ନାହିଁ।

ଅଶୁଭ ସମୟ-

ରାହୁକାଳ ଓ କାଳବେଳା ଦିଘ୧୦।୩୦ମି ରୁ ଦିଘ୧୧।୫୧ମି। ବାରବେଳା ଦିଘ୯।୮ମି ରୁ ଦିଘ୧୦।୩୦ମି ମଧ୍ୟେ । କାଳରାତ୍ରି ରାତ୍ରଘ୮।୩୪ମି ପରେ ରାତିଘ୧୦।୧୨ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୨୦।୩୧।୨୪,୨୦/୯ ଚନ୍ଦ୍ର ରା୪।୧।୩୦।୮-୧୦/୫ ମ୬|୨୨|୩୬|୧-୧୬/୭ ବୁ୭|୨୮|୯|୩୨-୧୮/୮ ବୃ୬|୨୩|୨୧|୨୭-୧୬/୭ ଶୁ୮|୧୯|୩୦|୪୦-୨୦/୯ ଶ୮|୭|୪୫|୯-୧୯/୯ ରା୩|୨୧|୫|୩୬-୯/୪ କେ୯| ୨୧|୫|୩୬-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୫ମି ମଧ୍ୟେ ମକର ଦିବାଘ୭|୨ମି କୁମ୍ଭଘ୮|୫୧ମି  ମୀନଘ୧୦|୨୭ମି ମେଷଘ୧୨|୦ମି ବୃଷଘ୧|୪୩ମି   ମିଥୁନଘ୩|୪୨ମି କର୍କଟଘ୫|୫୫ମି   ସିଂହରାତ୍ରି ଘ୮|୯ମି କନ୍ୟା ଘ୧୦|୧୮ମି ତୁଳା ଘ୧୨|୨୬ମି ବିଛା ଘ୨|୩୭ମି  ଧନୁଘ୪|୫୨ମି।

ଶୁଭକର୍ମ-

ଦୀକ୍ଷାଗ୍ରହଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୨।୧୬ମି ମଧ୍ୟେ ମଘାନକ୍ଷତ୍ର ସିଂହ ରାଶି ଓ କେତୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ରଘ୨।୧୬ମି ପରେ ପୂର୍ବାଫାଲଗୁନି ନକ୍ଷତ୍ର ସିଂହରାଶି ଓ ଶୁକ୍ରମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!