ତୁଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୫, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୭|୨୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୫|୩ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୨୨ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୫ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି ରାତ୍ର ଘଣ୍ଟା ୭।୨।୩୪ସେକେଣ୍ଡ୍,

ଅନୁରାଧା ନକ୍ଷତ୍ର ସକାଳ ଘଣ୍ଟା ୯।୧୯।୩୫ସେକେଣ୍ଡ୍, ବିଛାଚନ୍ଦ୍ର ଅହୋରାତ୍ର, 

ବ୍ୟତିପାତଯୋଗ ରାତ୍ର ଘଣ୍ଟା ୧।୨୦।୫୦ସେକେଣ୍ଡ୍,  

କୌଳବକରଣ ସକାଳ ଘଣ୍ଟା ୬।୧୩।୩୧ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୭।୨।୩୪ସେକେଣ୍ଡ୍,

ରବ୍ୟଂଶଽ୨୧।୩।୫୩, ସୂକ୍ଷ୍ମଚନ୍ଦ୍ର ରାଶି ୭।୧୪।୪୬।୨୧,

ଦିନମାନ ଘଣ୍ଟା ୧୨।୧୭।୪୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୪୨।୨୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ରାତ୍ର ଘଣ୍ଟା ୭।୨।୩୪ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୭।୨।୩୪ସେକେଣ୍ଡ୍ ମଧ୍ୟେ ବେଲ, ପଣସ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ରାତ୍ର ଘଣ୍ଟା ୨।୩୦ ମିନିଟ୍ ରୁ ଘଣ୍ଟା ୩।୧୭ମିନିଟ୍ ମଧ୍ୟେ। ମାହେନ୍ଦ୍ର-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୧୫ ମିନିଟ୍, ଦିବା ଘଣ୍ଟା ୧୦।୩୨ ମିନିଟ୍ ରୁ ଘଣ୍ଟା ୧ଟା ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୯।୧୯।୩୫ସେକେଣ୍ଡ୍ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୯।୧୯।୩୫ସେକେଣ୍ଡ୍ ଗତେ ଦଶମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦରିଦ୍ରା ଯୋଗେ ପ୍ରତିକାର କରଣୀୟ।  

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି  ନାହିଁ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୨୦ମିନିଟ୍ ରୁ ଘଣ୍ଟା ୨|୫୨ମିନିଟ୍ ମଧ୍ୟେ। ବାରବେଳା – ଦିବା ଘଣ୍ଟା ୪|୨୫ମିନିଟ୍ ରୁ ଘଣ୍ଟା ୫|୫୭ମିନିଟ୍ ମଧ୍ୟେ। କାଳବେଳା – ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୫ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୮ମିନିଟ୍ ରୁ ଘଣ୍ଟା ୧|୧୬ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୨୧।୩।୫୩-୨୭/୧୨, ଚନ୍ଦ୍ରରାଶି-୭।୧୪।୪୬।୨୪-୧୭/୮, ମଙ୍ଗଳରାଶି-୮|୧୬|୯|୧୬-୨୦/୯, ବୁଧରାଶି-୧୧|୧୫|୧୧|୯-୨୬/୧୨, ବୃହସ୍ପତିରାଶି-୬|୨୮|୨|୨୭-୧୬/୭, ଶୁକ୍ରରାଶି-୦|୧୧|୪୯|୨-୧/୧, ଶନିରାଶି-୮|୧୪|୫୩|୨୦-୨୦/୯, ରାହୁରାଶି-୩|୧୮|୫୭|୪୭-୯/୪, କେତୁରାଶି-୯|୧୮|୫୭|୪୭-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ନିଶାନ୍ତ ୪ ଟା ୨୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

୬ଟା ୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୪୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୪୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୧୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୨୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୩୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୪୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୫୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୫୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୨୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନବବସ୍ତ୍ର ପରିଧାନ, ଅଳଙ୍କାରଧାରଣ, ଯାନକ୍ରୟ ଓ ଆରୋହଣ, ବାଣିଜ୍ୟକରଣ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, କ୍ରୟବିକ୍ରୟ, ନୌକାଚାଳନା, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଅନ୍ନପ୍ରାଶନ୍ନ, ନିଷ୍କ୍ରାମଣ, ନବାନ୍ନଭକ୍ଷଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, କୋର୍ଟବିବାହ,  ଆରୋଗ୍ୟସ୍ନାନ, ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!