ଆଜିର ପାଞ୍ଜି: ମଇ ୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୪, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୬|୨୮ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସଂଧ୍ୟା ଘ ୬|୪|୨ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୧ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୪ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି ଦିବା ଘଣ୍ଟା ୧୧|୩|୧୩ସେକେଣ୍ଡ୍,

ମୂଳାନକ୍ଷତ୍ର ରାତ୍ର ଘଣ୍ଟା ୧୦|୩୩|୩୨ସେକେଣ୍ଡ୍, ଧନୁଚନ୍ଦ୍ର ଅହୋରାତ୍ର,

ଶିବଯୋଗ ଦିବା ଘଣ୍ଟା ୧୦|୧|୨ସେକେଣ୍ଡ୍,

ବାଳବକରଣ ଦିବା ଘଣ୍ଟା ୧୧|୩|୧୩ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୧୨|୧୧|୧୭ସେକେଣ୍ଡ୍,

ରବ୍ୟଂଶଽ୧୯|୨୩|୦, ସୂକ୍ଷ୍ମଚନ୍ଦ୍ର ରାଶି ୮|୪|୪୩|୧୪,

ଦିନମାନ ଘଣ୍ଟା ୧୨|୪୭|୩୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୧୨|୨୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ଦିବା ଘଣ୍ଟା ୧୧|୩|୧୩ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୧|୩|୧୩ସେକେଣ୍ଡ୍ ମଧ୍ୟେ ମୂଳା ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୮ମିନିଟ୍, ସକାଳ ଘଣ୍ଟା ୬।୫୯ ମିନିଟ୍ ରୁ ଘଣ୍ଟା ୯।୩୨ ମିନିଟ୍, ଦିବା ଘଣ୍ଟା ୧୨।୬ ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, ଦିବା ଘଣ୍ଟା ୪।୨୧ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୩ମିନିଟ୍, ରାତ୍ର ଘଣ୍ଟା ୭।୩୪ ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୩୨ ମିନିଟ୍ ରୁ ଘଣ୍ଟା ୩।୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୩ ମିନିଟ୍ ରୁ ଘଣ୍ଟା ୯।୪୮ମିନିଟ୍, ରାତ୍ର ଘଣ୍ଟା ୩।୨ ମିନିଟ୍ ରୁ ଘଣ୍ଟା ୩।୪୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୦|୩୩|୩୨ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –  

ବିଛା, ଧନୁ, ମୀନ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର। 

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୪।୫୭ମିନିଟ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ଦରିଦ୍ରା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ/ ବାରବେଳା/ କାଳବେଳା- ସକାଳ ଘଣ୍ଟା ୮|୩୧ ମିନିଟ୍ ରୁ ଘଣ୍ଟା ୧|୪୨ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮|୫୪ମିନିଟ୍ ରୁ ଘଣ୍ଟା ୧୧|୧୮ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧୯।୨୩।୦-, ଚନ୍ଦ୍ରରାଶି-୮।୪।୪୩।୧୪-,  ମଙ୍ଗଳରାଶି-୯|୦|୪୪|୧୬-, ବୁଧରାଶି-୧୧|୨୨|୫୬|୪୮-, ବୃହସ୍ପତିରାଶି-୬|୨୪|୫୪|୪୪-, ଶୁକ୍ରରାଶି-୧|୧୭|୧୦|୫୫-, ଶନିରାଶି-୮|୧୪|୪୯|୧୮-, ରାହୁରାଶି-୯|୧୫|୫୭|୪୦-, କେତୁରାଶି-୯|୧୫|୫୭|୪୦-।

ଆଜିରଲଗ୍ନ

ନିଶାନ୍ତ ୪ଟା ୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୫୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୫୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୨୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୩୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୩୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୫୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୧୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୫୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୩୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, କୋର୍ଟବିବାହ, ବ୍ରତପୋନୟନ, ଗୃହପ୍ରତିଷ୍ଠା ଓ ପ୍ରବେଶ, ବାଣିଜ୍ୟକରଣ, କ୍ରୟବିକ୍ରୟ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ନୌକାନିର୍ମାଣ, ଔଷଧ କରଣ ଓ ସେବନ, ଦିକ୍ଷାଗ୍ରହଣ, ଧାନ୍ୟସ୍ଥାପନ, ମୋକଦ୍ଦମାଦାୟର, ଆରୋଗ୍ୟସ୍ନାନ, ହଳଆରମ୍ଭ, ବିହନବୁଣା, ବୃକ୍ଷରୋପଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ମୂଳାନକ୍ଷତ୍ର ରାତ୍ର ଘଣ୍ଟା ୧୦|୩୩|୩୨ସେକେଣ୍ଡ୍, ଧନୁଚନ୍ଦ୍ର ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୧୦|୩୩|୩୨ସେକେଣ୍ଡ୍ ମଧ୍ୟେ ମୂଳାନକ୍ଷତ୍ର  ଧନୁରାଶି  କେତୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୦|୩୩|୩୨ସେକେଣ୍ଡ୍ ପରେ ପୂର୍ବାଷାଢାନକ୍ଷତ୍ର ମକରରାଶି ଶୁକ୍ରମହାଦଶାରେ  ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!