ଆଜିର ପାଞ୍ଜି: ଜାନୁୟାରୀ ୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୪, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୩|୨୪|୨୬ ଇଂପ୍ରାଘ୬|୨୩|୧୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୩|୪୧|୪୯ ଇଂସଂଘ୫|୧୩|୩୪ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୦ ଦିନ ରାଷ୍ଟ୍ରିୟ ପୌଷମାସ ୧୪ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ତୃତୀୟା ତିଥି ରାତିଘ୯।୩୨।୩୩ସେ,

ଅଶ୍ଳେଷାନକ୍ଷତ୍ର ରାତିଘ୩।୫୪|୯ସେ, କର୍କଟଚନ୍ଦ୍ର ରାତିଘ୩।୫୪|୯ସେ,

ବିଷ୍କୁମ୍ଭଯୋଗ ସନ୍ଧ୍ୟାଘ୫|୧|୨୯ସେ

ବାଣିଜ୍ୟକରଣ ଦିବାଘ୧୧।୨ମି, ବିଷ୍ଟିକରଣ ରାତିଘ୯।୩୩ମି, 

ରବ୍ୟଂଶଽ୧୯।୩୦।୧୪, ସୂକ୍ଷ୍ମଚନ୍ଦ୍ର ରା୩।୧୬।୪୯।୧୯,

ଦିନମାନ ଦିଘ୧୦।୫୦।୧୬, ନିଶାମାନ ରାଘ ୧୩।୯।୪୪,

ଯୋଗିନୀବାସ-

ଯୋଗିନୀ ଅଗ୍ନୀକୋଣେ ରାତିଘ୯।୩୩ମି ପରେ ନୈରୁତକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତିଘ୯।୩୩ମି ମଧ୍ୟେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟ ଉଦୟରୁଦିଘ୭।୫୦ମି ମଧ୍ୟେ ଦିଘ୧।୩୬ମି ପରେ ଦିଘ୩।୩ମିମଧ୍ୟେ ସନ୍ଧ୍ୟାଘ୬।୬ମି ପରେ ଦିଘ୯।୩୬ମିମଧ୍ୟେ ରାଘ୧୨।୧୪ମି ପରେ ରାଘ୩।୪୫ମି ମଧ୍ୟେ ରାଘ୪।୩୮ମି ପରେ ରାଘ୬।୨୩ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭରାଶି ମାନଙ୍କରଚନ୍ଦ୍ରଶୁଦ୍ଧି। ରାତ୍ରଘ୩|୫୪ମି ପରେ ବୃଷ ମିଥୁନ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ରପଦ ରେବତୀନକ୍ଷତ୍ରମାନଙ୍କରତାରାଶୁଦ୍ଧି। ରାତ୍ରଘ୩|୫୪ମି ପରେ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ର ରେବତୀନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା ଓ କୁମ୍ଭ ରାଶିର ଘାତବାର। ରାତ୍ରଘ୩।୫୪ମି ପରେ କର୍କଟ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ରାତ୍ରଘ୩।୫୪ମି ମଧ୍ୟେ ସଂବତ୍ସର ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ଦୁଶ୍ଚିନ୍ତା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦିଷ୍ଟ, ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ନାହିଁ।

ଅଶୁଭ ସମୟ-

ରାହୁକାଳ ଦିଘ୧।୧୧ମି ରୁ ଦିଘ୨।୩୩ମି ଓ ବାରବେଳା ଦିଘ୩।୫୪ମି ରୁ ଦିଘ୫।୧୬ମି ମଧ୍ୟେ କାଳବେଳାଦିଘ୨।୮୩୩ମି ପରେ ଦିବାଘ୩।୫୪ମିମଧ୍ୟେ କାଳରାତ୍ରି ରାତ୍ରଘ୧୧।୫୧ମି ପରେ ରାତିଘ୧।୨୯ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୧୯।୩୦।୧୪,୨୦/୯ ଚନ୍ଦ୍ର ରା୩।୧୬।୪୯।୧୯-୯/୪ ମ୬|୨୧|୫୮|୩୮-୧୬/୭ ବୁ୭|୨୭|୧|୧୫-୧୮/୮ ବୃ୬|୨୩|୨୧|୪୦-୧୬/୭ ଶୁ୮|୧୮|୧୫|୯-୨୦/୯ ଶ୮|୭|୩୮|୧୦-୧୯/୯ ରା୩|୨୧|୭|୧୫-୯/୪ କେ୯| ୨୧|୭|୧୫-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୫ମି ମଧ୍ୟେ ମକର ଦିବାଘ୭|୬ମି କୁମ୍ଭଘ୮|୫୫ମି  ମୀନଘ୧୦|୩୧ମି ମେଷଘ୧୨|୪ମି ବୃଷଘ୧|୪୭ମି   ମିଥୁନଘ୩|୪୬ମି କର୍କଟଘ୫|୫୯ମି   ସିଂହରାତ୍ରି ଘ୮|୧୩ମି କନ୍ୟା ଘ୧୦|୨୨ମି ତୁଳା ଘ୧୨|୩୦ମି ବିଛା ଘ୨|୪୧ମି  ଧନୁଘ୪|୫୬ମି।

ଶୁଭକର୍ମ-

ବାଣିଜ୍ୟକରଣ, ନୂତନଅକ୍ଷରଆରମ୍ଭ, ନୌକାନିର୍ମାଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୩।୫୪ମି ମଧ୍ୟେ ଆଶ୍ଳେଷାନକ୍ଷତ୍ର କର୍କଟରାଶି ଓ ବୁଧ ମହଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ରଘ୩।୫୪ମି ପରେ ମଘାନକ୍ଷତ୍ର ସିଂହରାଶି ଓ କେତୁ ମହଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!