ଦୈନିକ ପାଞ୍ଜି: ଅପ୍ରେଲ ୪, ୨୦୧୮
ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୮|୧୩ସେ
ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨ ଇଂ ସଂଧ୍ୟା ଘ ୫|୫୪|୪୭ସେ
ଉଡ୍ରାବ୍ଦ ୧୪୨୫ସାଲ ମୀନ ୨୧ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୪ଦିନ ବୁଧବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ:- ବୈଶାଖମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି ସଂଧ୍ୟା ଘଣ୍ଟା ୫।୩୪ମିନିଟ୍
ବିଶାଖା ନକ୍ଷତ୍ର ସକାଳ ଘଣ୍ଟା ୭।୩୧।୩୦ସେକେଣ୍ଡ୍, ବିଛାଚନ୍ଦ୍ର ଅହୋରାତ୍ର,
ସିଦ୍ଧିଯୋଗ ରାତ୍ର ଘଣ୍ଟା ୧।୬।୨୩ସେକେଣ୍ଡ୍,
ବାଳବକରଣ ସଂଧ୍ୟା ଘଣ୍ଟା ୫।୩୪ମିନିଟ୍ କୌଳବକରଣ ଅହୋରାତ୍ର,
ରବ୍ୟଂଶଽ୨୦।୪।୪୮, ସୂକ୍ଷ୍ମଚନ୍ଦ୍ର ରାଶି ୭।୨।୨୦।୪୦,
ଦିନମାନ ଘଣ୍ଟା ୧୨।୧୬।୩୩ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୪୩।୨୭ସେକେଣ୍ଡ୍,
Jyotirbid Dr. Pramod Satapathy
Jantra Jyotisha
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
ଯୋଗିନୀବାସ-
ଯୋଗିନୀ ନୈଋତକୋଣେ ସଂଧ୍ୟା ଘଣ୍ଟା ୫।୩୪ମିନିଟ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।
ନିଷେଧଖାଦ୍ୟ-
ସଂଧ୍ୟା ଘଣ୍ଟା ୫।୩୪ମିନିଟ୍ ମଧ୍ୟେ ମୂଳା ନ ଖାଇଲେ ଭଲ।
<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>
ଶୁଭସମୟ–
ଅମୃତବେଳା-ସୂର୍ଯ୍ୟଉଦୟ ସକାଳ ଘଣ୍ଟା ୭।୧୬ ମିନିଟ୍, ସକାଳ ଘଣ୍ଟା ୯।୪୪ ମିନିଟ୍ ରୁ ଘଣ୍ଟା ୧୧ ।୨୨ ମିନିଟ୍, ଦିବା ଘଣ୍ଟା ୩।୨୮ ମିନିଟ୍ ରୁ ଘଣ୍ଟା ୫।୬ ମିନିଟ୍, ସଂଧ୍ୟା ଘଣ୍ଟା ୬।୪୨ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ର ଘଣ୍ଟା ୧।୪୪ ମିନିଟ୍ ରୁ ଘଣ୍ଟା ୫।୩୮ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୪୯ ମିନିଟ୍ ରୁ ଘଣ୍ଟା ୩।୨୮ ମିନିଟ୍, ରାତ୍ର ଘଣ୍ଟା ୯।୨ ମିନିଟ୍ ରୁ ଘଣ୍ଟା ୧୦।୩୬ମିନିଟ୍ ମଧ୍ୟେ।
ଚନ୍ଦ୍ରଶୁଦ୍ଧି –
ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି –
ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୭।୩୧।୩୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
କର୍କଟ ରାଶିର ଘାତବାର।
ରଜୋଶ୍ଚକ୍ର-
ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ବିରକ୍ତିଭାବ।
ସାମ୍ବତ୍ସରିକ ଶ୍ରାଦ୍ଧ-
ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୭।୩୧।୩୦ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।
ଅଶୁଭସମୟ-
ରାହୁକାଳ / ବାରବେଳା – ଦିବା ଘଣ୍ଟା ୧୧|୪୮ମିନିଟ୍ ରୁ ଘଣ୍ଟା ୧|୨୧ମିନିଟ୍ ମଧ୍ୟେ। କାଳବେଳା – ସକାଳ ଘଣ୍ଟା ୮|୪୫ମିନିଟ୍ ରୁ ଘଣ୍ଟା ୧୦|୧୭ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୪୪ମିନିଟ୍ ରୁ ଘଣ୍ଟା ୪|୧୨ମିନିଟ୍ ମଧ୍ୟେ।
ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-
ରବିରାଶି-୧୧।୨୦।୪।୪୮-୨୭/୧୨, ଚନ୍ଦ୍ରରାଶି-୭।୨।୨୦।୪୦-୧୬/୮, ମଙ୍ଗଳରାଶି-୮|୧୫|୩୬|୪୧-୨୦/୯, ବୁଧରାଶି-୧୧|୧୫|୫୯|୬-୨୬/୧୨, ବୃହସ୍ପତିରାଶି-୬|୨୮|୭|୯-୧୬/୭, ଶୁକ୍ରରାଶି-୦|୧୦|୩୫|୧୭-୧/୧,
ଶନିରାଶି-୮|୧୪|୫୨|୦-୨୦/୯, ରାହୁରାଶି-୩|୧୯|୩|୨-୯/୪, କେତୁରାଶି-୯|୧୯|୩|୨-୨୨/୧୦।
ଆଜିରଲଗ୍ନ–
ନିଶାନ୍ତ ୪ ଟା ୩୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୧୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୫୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୫୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୧୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୨୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୩୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୪୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୫୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୩୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।
Jyotirbid Dr. Pramod Satapathy
Jantra Jyotisha
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
ଶୁଭକର୍ମ-
ଆଜି ସଂଧ୍ୟା ଘଣ୍ଟା ୫।୩୪ମିନିଟ୍ ପରେ କ୍ରୟବିକ୍ରୟ, ବାଣିଜ୍ୟକରଣ, ଅନ୍ନପ୍ରାଶସନ୍ନ, କର୍ଣ୍ଣଭେଦ, ନୂତନ ଅକ୍ଷରାରମ୍ଭ, ନବବସ୍ତ୍ର ପରିଧାନ, ଦେବତା ଗଠନ ଓ ପ୍ରତିଷ୍ଠା, ବୃକ୍ଷରୋପଣ, ଯାନକ୍ରୟ ଓ ଆରୋହଣ, ଆରୋଗ୍ୟସ୍ନାନ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଦିକ୍ଷାଗ୍ରହଣ, ନୃତ୍ୟ,ଗୀତା,ବଦ୍ୟାରମ୍ଭ, ନୌକଚାଳନ, ନବାନ୍ନଭକ୍ଷଣ, ନିଷ୍କ୍ରମଣ, ବ୍ରତପୋନୟନ, ଅଳଙ୍କାରଧାରଣ ଓ ନିର୍ବନ୍ଧ, ହଳଆରମ୍ଭ, ବିହନବୁଣା, ଭୂମିପୂଜନ କୋଠା ଘରପ୍ରତିଷ୍ଠା ଓ ପ୍ରବେଶ, କୋଠାଘର ଆରମ୍ଭ କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୭।୩୧।୩୦ସେକେଣ୍ଡ୍ ମଧ୍ୟେ ବିଶାଖା ନକ୍ଷତ୍ର ବିଛାରାଶି ଓ ଗୁରୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ସକାଳ ଘଣ୍ଟା ୭।୩୧।୩୦ସେକେଣ୍ଡ୍ ପରେ ଅନୁରାଧା ନକ୍ଷତ୍ର ବିଛାରାଶି ଓ ଶନି ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।