ଆଜିର ପାଞ୍ଜି: ମଇ ୩୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୩୧, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୭|୩୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୧୪|୩୫ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧୭ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୧୦ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଦ୍ଵିତୀୟାତିଥି ରାତ୍ର ଘଣ୍ଟା ୧୧|୨୫|୪୫ସେକେଣ୍ଡ୍

ମୂଳାନକ୍ଷତ୍ର ଅହୋରାତ୍ର, ଧନୁଚନ୍ଦ୍ର ଅହୋରାତ୍ର,

ସାଧ୍ୟଯୋଗ ସଂଧ୍ୟା ଘଣ୍ଟା ୬|୦|୪୦ସେକେଣ୍ଡ୍,

ତୈତିଳକରଣ ଦିବା ଘଣ୍ଟା ୧୦|୨୨|୫୪ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୧୧|୨୫|୪୫ସେକେଣ୍ଡ୍,

ରବ୍ୟଂଶଽ୧୫|୨୩|୫୭, ସୂକ୍ଷ୍ମଚନ୍ଦ୍ର ରାଶି ୮|୦|୫୭|୪୨,

ଦିନମାନ ଘଣ୍ଟା ୧୩|୭|୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୨|୬୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ରାତ୍ର ଘଣ୍ଟା ୧୧|୨୫|୪୫ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୧|୨୫|୪୫ସେକେଣ୍ଡ୍ ମଧ୍ୟେ ବୋଇତିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୩।୩୭ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୫ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୮ ମିନିଟ୍ ରୁ ରାତ୍ର ଘଣ୍ଟା ୯।୯ ମିନିଟ୍, ରାତ୍ର ଘଣ୍ଟା ୧୨।୩ ମିନିଟ୍ ରୁ ଘଣ୍ଟା ୨।୧୩ ମିନିଟ୍, ରାତ୍ର ଘଣ୍ଟା ୩।୪୦ ମିନିଟ୍ ରୁ ଘଣ୍ଟା ୫।୭ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬ଟା, ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୧।୧୫ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ତୁଳା, କୁମ୍ଭ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୨୧ ମିନିଟ୍ ରୁ ଘଣ୍ଟା  ୩ଟା ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪|୩୮ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧୭ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୩ଟା ରୁ ଘଣ୍ଟା ୪|୩୮ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୩ ମିନିଟ୍ ରୁ ଘଣ୍ଟା ୧|୫ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୧୫।୨୩।୫୭-, ଚନ୍ଦ୍ରରାଶି-୮।୦।୫୭।୪୨-,  ମଙ୍ଗଳରାଶି-୯|୧୦|୫୯|୫୮-,

ବୁଧରାଶି-୧|୭|୫୯|୫୧-, ବୃହସ୍ପତିରାଶି-୬|୨୧|୩୭|୩-, ଶୁକ୍ରରାଶି-୨|୧୯|୩୦|୫୯-,

ଶନିରାଶି-୮|୧୩|୩୮|୦-, ରାହୁରାଶି-୯|୧୩|୧୯|୩୩-, କେତୁରାଶି-୯|୧୩|୧୯|୩୩-।

ଆଜିରଲଗ୍ନ

ନିଶାନ୍ତ ୪ଟା ୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୨୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ୩୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୨ଟା ୪୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୫୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୧୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୨୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୧୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୪୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୨୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 

ଶୁଭକର୍ମ-

ଆଜି ବାଣିଜ୍ୟକରଣ, କ୍ରୟବିକ୍ରୟ, ପୁଂସବନ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ବିହନବୁଣି ପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଆଗଦିନ ସୂର୍ଯ୍ୟ ଉଦୟ ମଧ୍ୟେ ମୂଳାନକ୍ଷତ୍ର ଧନୁରାଶି କେତୁମହାଦଶାରେ ଜନ୍ମହୋଇଛି। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!