ଚୈତ୍ରପୂର୍ଣ୍ଣିମା, ତାଳଚେରରେ ହିଙ୍ଗୁଳା ଯାତ୍ରା, କୈବର୍ତ୍ତ ମାନଙ୍କର ନାବରେ ମା’ ବସେଳି ଠାକୁରାଣୀଙ୍କପୂଜା ଓ ବାଲିପାଟଣା ଗ୍ରାମରେ ଘୋଡାନାଚ, ଚୈତ୍ରପର୍ବ ଯାତ୍ରା ଏବଂ ନାଟପରିବେଶଣହେବ। ଆଜିର ପାଞ୍ଜି: ମାର୍ଚ୍ଚ ୩୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୩୧, ୨୦୧୮

ଚୈତ୍ରପୂର୍ଣ୍ଣିମା, ତାଳଚେରରେ ହିଙ୍ଗୁଳା ଯାତ୍ରା, କୈବର୍ତ୍ତ ମାନଙ୍କର ନାବରେ ମା ବସେଳି ଠାକୁରାଣୀଙ୍କପୂଜା ଓ ବାଲିପାଟଣା ଗ୍ରାମରେ ଘୋଡାନାଚ, ଚୈତ୍ରପର୍ବ ଯାତ୍ରା ଏବଂ ନାଟପରିବେଶଣହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୧|୩୯ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୩|୪୩ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧୭ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୦ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ଚୈତ୍ରମାସ, ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି ସଂଧ୍ୟା ଘଣ୍ଟା ୬।୭।୩୦ସେକେଣ୍ଡ୍,

ଉତ୍ତରା ଫାଲଗୁନୀ ନକ୍ଷତ୍ର ସକାଳ ଘଣ୍ଟା ୬।୩୦।୩୮ସେକେଣ୍ଡ୍, କନ୍ୟାଚନ୍ଦ୍ର ଅହୋରାତ୍ର,

ବୃଦ୍ଧିଯୋଗ ସକାଳ ଘଣ୍ଟା ୭।୧୯।୮ସେକେଣ୍ଡ୍, କ୍ଷୟ ଧୃବଯୋଗ ନିଶାନ୍ତ ଘଣ୍ଟା ୫।୧୨।୧୮ସେକେଣ୍ଡ୍।  

ବିଷ୍ଟିକରଣ ସକାଳ ଘଣ୍ଟା ୬।୪୮।୪୭ସେକେଣ୍ଡ୍, କ୍ଷୟ ବାଳବକରଣ ନିଶାନ୍ତ ଘଣ୍ଟା ୫।୩୧।୩୬ ସେକେଣ୍ଡ୍, ବବକରଣ ସଂଧ୍ୟା ଘଣ୍ଟା ୬।୭।୩୦ସେକେଣ୍ଡ୍,

ରବ୍ୟଂଶଽ୧୬।୮।୯, ସୂକ୍ଷ୍ମଚନ୍ଦ୍ର ରାଶି ୫।୯।୩୧।୫୩,

ଦିନମାନ ଘଣ୍ଟା ୧୨।୧୨।୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୪୭।୫୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ  ସଂଧ୍ୟା ଘଣ୍ଟା ୬।୭।୩୦ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୬।୭।୩୦ସେକେଣ୍ଡ୍ ମଧ୍ୟେ ଆମିଷ, ତେଲ, ସ୍ତ୍ରୀ ପୁରୁଷ ସହବାସ ନିଷେଧ ଓ ପରେ ପାଣିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୯।୪୬ମିନିଟ୍ ରୁ ଦିବା ଘଣ୍ଟା ୧।୧ମିନିଟ୍, ରାତ୍ର ଘଣ୍ଟା ୮।୧୬ ମିନିଟ୍ ରୁ ଘଣ୍ଟା ୧୦।୩୭ମିନିଟ୍, ରାତ୍ର ଘଣ୍ଟା ୧୨।୧୨ ମିନିଟ୍ ରୁ ଘଣ୍ଟା ୧।୪୬ମିନିଟ୍, ରାତ୍ର ଘଣ୍ଟା ୨।୩୩ ମିନିଟ୍ ରୁ ଘଣ୍ଟା ୪।୮ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୬।୩୦।୩୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବୃଷ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଖଳସ୍ଵଭାବ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଏବଂ ସକାଳ ଘଣ୍ଟା ୬।୩୦।୩୮ସେକେଣ୍ଡ୍ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୪୬ମିନିଟ୍ ରୁ ଘଣ୍ଟା ୧୦|୧୮ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୨୧ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳବେଳା– ସକାଳ ଘଣ୍ଟା ୫|୪୪ମିନିଟ୍ ରୁ ଘଣ୍ଟା ୭|୧୫ମିନିଟ୍, ଦିବା ଘଣ୍ଟା ୪|୨୪ମିନିଟ୍ ରୁ ଘଣ୍ଟା ୫|୫୬ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୫|୫6ମିନିଟ୍ ରୁ ଘଣ୍ଟା ୭|୨୪ମିନିଟ୍, ରାତ୍ରି ଘଣ୍ଟା ୪|୧୫ମିନିଟ୍ ରୁ ଘଣ୍ଟା ୫|୪୩ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୧୬।୮।୯-୨୬/୧୨, ଚନ୍ଦ୍ରରାଶି-୫।୯।୩୧।୫୩-୧୨/୬, ମଙ୍ଗଳରାଶି-୮|୧୩|୨୫|୧୦-୨୦/୯, ବୁଧରାଶି-୧୧|୧୯|୧୪|୨୮-୨୭/୧୨, ବୃହସ୍ପତିରାଶି-୬|୨୮|୨୪|୧୮-୧୬/୭, ଶୁକ୍ରରାଶି-୦|୫|୩୯|୫୫-୧/୧,

ଶନିରାଶି-୮|୧୪|୪୫|୪୩-୨୦/୯, ରାହୁରାଶି-୩|୧୯|୨୩|୨୫-୯/୪, କେତୁରାଶି-୯|୧୯|୨୩|୨୫-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୪୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୨୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୨୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୩୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୪୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୫୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୧୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୨୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୧୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୪୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୬।୩୦।୩୮ସେକେଣ୍ଡ୍  ମଧ୍ୟେ ଉତ୍ତରା ଫାଲଗୁନି ନକ୍ଷତ୍ର, କନ୍ୟାରାଶି ରବି ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ସକାଳ ଘଣ୍ଟା ୬।୩୦।୩୮ ସେକେଣ୍ଡ୍ ପରେ ହସ୍ତାନକ୍ଷତ୍ର, କନ୍ୟାରାଶି ଚନ୍ଦ୍ର ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!