ଆଜିର ପାଞ୍ଜି: ମଇ ୩୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୩୦, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୭|୪୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ    ସଂଧ୍ୟା ଘ ୬|୧୪|୧୨ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧୬ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୯ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ପ୍ରତିପଦାତିଥି ରାତ୍ର ଘଣ୍ଟା ୯|୨୬ ମିନିଟ୍,

ଜ୍ୟେଷ୍ଠାନକ୍ଷତ୍ର ରାତ୍ର ଘଣ୍ଟା ୩|୧୨|୫୭ସେକେଣ୍ଡ୍, ବିଛାଚନ୍ଦ୍ର ରାତ୍ର ଘଣ୍ଟା ୩|୧୨|୫୭ସେକେଣ୍ଡ୍,

ସିଦ୍ଧିଯୋଗ ସଂଧ୍ୟା ଘଣ୍ଟା ୫|୨୬|୪୫ସେକେଣ୍ଡ୍,

ବାଳବକରଣ ସକାଳ ଘଣ୍ଟା ୮|୩୫|୯ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୯|୨୬ ମିନିଟ୍,

ରବ୍ୟଂଶଽ୧୪|୨୬|୨୫, ସୂକ୍ଷ୍ମଚନ୍ଦ୍ର ରାଶି ୭|୧୮|୪୮|୩୧,

ଦିନମାନ ଘଣ୍ଟା ୧୩|୬|୩୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୩|୩୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ରାତ୍ର ଘଣ୍ଟା ୯|୨୬ ମିନିଟ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା୯|୨୬ ମିନିଟ୍ ମଧ୍ୟେ ପାଣିକଖାରୁ ଓ ପରେ ବୋଇତିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୭।୪୫ ମିନିଟ୍ ରୁ ଘଣ୍ଟା ୧୧।୧୫ ମିନିଟ୍, ଦିବା ଘଣ୍ଟା ୧।୫୩ ମିନିଟ୍ ରୁ ଘଣ୍ଟା ୫।୨୩ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୯।୫୩ ମିନିଟ୍, ରାତ୍ର ଘଣ୍ଟା ୧୨।୩ ମିନିଟ୍ ରୁ ଘଣ୍ଟା ୧।୩୦ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୩|୧୨|୫୭ସେକେଣ୍ଡ୍ ଗତେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୩|୧୨|୫୭ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି

ଘାତବାର ଓ ଘାତଚନ୍ଦ୍ର –

କର୍କଟ ରାଶିର ଘାତବାର। ରାତ୍ର ଘଣ୍ଟା ୩|୧୨ମିନିଟ୍ ପରେ ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୩|୧୨|୫୭ସେକେଣ୍ଡ୍ ମଧ୍ୟେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ ଓ ପରେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୯|୨୬ମିନିଟ୍ ପରେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / ବାରବେଳା- ଦିବା ଘଣ୍ଟା ୧୧|୪୩ ମିନିଟ୍ ରୁ ଘଣ୍ଟା ୧|୨୧ ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୮|୨୭ ମିନିଟ୍ ରୁ ଘଣ୍ଟା ୧୦|୫ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୨୬ ମିନିଟ୍ ରୁ ଘଣ୍ଟା ୩|୪୮ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୧୪।୨୬।୨୫-, ଚନ୍ଦ୍ରରାଶି-୭।୧୮।୪୮।୩୧-,  ମଙ୍ଗଳରାଶି-୯|୧୦|୪୨|୨୪-,

ବୁଧରାଶି-୧|୫|୫୩|୩୦-, ବୃହସ୍ପତିରାଶି-୬|୨୧|୪୩|୩୩-, ଶୁକ୍ରରାଶି-୨|୧୮|୧୯|୫୩-,

ଶନିରାଶି-୮|୧୩|୪୧|୩୪-, ରାହୁରାଶି-୯|୧୩|୨୪|୨୯-, କେତୁରାଶି-୯|୧୩|୨୪|୨୯-।

ଆଜିରଲଗ୍ନ

ନିଶାନ୍ତ ୪ଟା ୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୧୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୨୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ୩୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୨ଟା ୪୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୫୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୨୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୨୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୧୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୫୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୨୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନୌକାନିର୍ମାଣ, ଔଷଧ କରଣ ଓ ସେବନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ହଳଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୩|୧୨|୫୭ସେକେଣ୍ଡ୍ ମଧ୍ୟେ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୩|୧୨|୫୭ସେକେଣ୍ଡ୍ ପରେ ମୂଳାନକ୍ଷତ୍ର ଧନୁରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!