ଦୈନିକ ପାଞ୍ଜି: ଜୁନ୍ ୩୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍  ୩୦, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୧୧।୨୬ସେ  ଚନ୍ଦ୍ରୋଦୟ ରାଘ୮।୮ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୪୩ସେ       ଚନ୍ଦ୍ରାସ୍ତ ସଘ୬।୪୪ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୬ ଦିନ ରାଷ୍ଟ୍ରିୟ ଆଷାଢ ୯ଦିନ ଶନିବାର

ଚାନ୍ଦ୍ରମାନ, ଆଷାଢ଼ମାସ କୃଷ୍ଣପକ୍ଷ, ଦ୍ୱିତିୟାତିଥୀ ଦିଘ୩।୨୧।୩୦,

ଉତ୍ତରାଷାଢାନକ୍ଷତ୍ର ସଂଘ୬।୨୯।୧୨ ମକରଚନ୍ଦ୍ର ଅହୋରାତ୍ର, ବୈଧୃତିଯୋଗ ରାଘ୪।୪୦।୨

ଗରକରଣ ଦିଘ୩।୨୧।୩୦, ବାଣିଜ୍ୟକରଣ ରାଘ୪।୩୯।୨୧

ରବ୍ୟଂଶଽ ୧୪।୪।୨, ସୂକ୍ଷ୍ମଚନ୍ଦ୍ର ରା୯।୩।୨୮।୭

ଦିନମାନ ଘ୧୩।୧୧।୧୮, ରାତ୍ରମାନ ଘ୧୦।୪୮।୪୨

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଉତ୍ତରେ ଦିଘ୩।୨୧ମି ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

 ଦିଘ୩।୨୧ମି ମଧ୍ୟେ ବୋଇତି କଖାରୁ ଓ ପରେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୦୫ମି, ଦିଘ୯-୩୬ମି ରୁ ଘ୧୨-୧୪ମି, ଅମୃତ ଦିଘ୧-୫୯ମି ରୁ ଘ୩-୪୫ମି, ରାଘ୭-୦୬ମି ରୁ ଘ୭-୫୦ମି, ରାଘ୧୧-୨୬ମି ରୁ ଘ୧-୩୭ମି, ରାଘ୩-୨ମି ରୁ ଘ୫-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଘ୬।୨୯।୧୨ ପରେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବୃଷ/ସିଂହ/କନ୍ୟା ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାହିଁ। ରଜଶ୍ଚକ୍ରେ- ଦୁଃଖଭୋଗିନୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ୱିତୀୟାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ତିନିପାଦଦୋଷ ଓ ଦିବା ଘ୩।୨୨ମି ପରେ ଦ୍ୱିପାଦ ପୁନଶ୍ଚ ସଂଧ୍ୟା ଘ୬।୨୯ମି ପରେ ଏକପାଦଦୋଷ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଗୋଦାନ, ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ସଘ୮।୩୧ମି ରୁ ଦିଘ୧୦।୧୦ମି, ବାରବେଳା- ଦିଘ୧।୨୮ମି ରୁ ଘ୩।୭ମି, କାଳବେଳା-ସଘ୫।୧୩ମି ରୁ ଘ୬।୫୨ମି, ଦିଘ୪।୪୬ମି ରୁ ସଂଘ୬।୨୫ମି, କାଳରାତ୍ରି-ସଂଘ୬।୨୫ମି ରୁ ରାଘ୭।୪୬ମି, ରାଘ୩।୫୩ମି ରୁ ନିଶାନ୍ତଘ୫।୧୪ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୧୪।୪।୨, ଚ୯।୩।୨୮।୭, ମ୯।୧୫।୫।୩୪, ବୁ୩।୭।୩।୨୪, ବୃ୬।୧୯।୨୫।୪୮, ଶୁ୩।୨୪।୨୭।୪୦, ଶ୮।୧୧।୩୩।୩, ରା୩।୧୧।୫୦।୪୩, କେ୯।୧୧।୫୦।୪୩।

ଉଦୟଲଗ୍ନ-

ନିଶାନ୍ତ ଘ୪।୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୨୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୩୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୪୬ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୫୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୨୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୨୬ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୧୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୫୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୨୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାଘ୨।୭ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ

ଆଜି ବିବାହ ପାଣିଗ୍ରହଣ, କୋର୍ଟବିବାହ, ଭୂମି ପୂଜନ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ଦେବତା ପ୍ରତିଷ୍ଠା, ଜଳାଶୟ ପ୍ରତିଷ୍ଠା, ଖଡ୍ଗଧାରଣ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଂଘ୬।୨୯।୧୨ ସେକେଣ୍ଡ ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ମକର ରାଶି ରବି ମହାଦଶାରେ ଜନ୍ମ ହୋଇଛି। ସଂଘ୬।୨୯।୧୨ ସେକେଣ୍ଡ ପରେ ଶ୍ରବଣା ନକ୍ଷତ୍ର ମକରରାଶି ଚନ୍ଦ୍ର ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!