ବୁଦ୍ଧ ଜୟନ୍ତୀ, ବୈଶାଖ ବ୍ରତ ସମାପନ, ଚନ୍ଦନ ପୂର୍ଣ୍ଣିମା । ଆଜିର ପାଞ୍ଜି: ଅପ୍ରେଲ ୩୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୩୦, ୨୦୧୮

ବୁଦ୍ଧ ଜୟନ୍ତୀ, ବୈଶାଖ ବ୍ରତ ସମାପନ, ଚନ୍ଦନ ପୂର୍ଣ୍ଣିମା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୧୮|୪୬ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୬|୨|୩୬ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୧୭ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୦ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି ସକାଳ ଘଣ୍ଟା ୬|୨୯|୧୯ସେକେଣ୍ଡ୍,

ସ୍ଵାତୀନକ୍ଷତ୍ର ଦିବା ଘଣ୍ଟା ୨|୪୭|୧୭ସେକେଣ୍ଡ୍, ତୁଳାଚନ୍ଦ୍ର ଅହୋରାତ୍ର,

ସିଦ୍ଧିଯୋଗ ଦିବା ଘଣ୍ଟା ୧୦|୨୧|୪୧ସେକେଣ୍ଡ୍,

ବବକରଣ ସକାଳ ଘଣ୍ଟା ୬|୨୯|୧୯ସେକେଣ୍ଡ୍, ବାଳବକରଣ ସଂଧ୍ୟା ଘଣ୍ଟା ୬|୩୫|୧୪ସେକେଣ୍ଡ୍,

ରବ୍ୟଂଶଽ୧୫|୩୦|୧୧, ସୂକ୍ଷ୍ମଚନ୍ଦ୍ର ରାଶି ୬|୧୪|୫୪|୩୦,

ଦିନମାନ ଘଣ୍ଟା ୧୨|୪୩|୫୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୧୬|୧୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ସକାଳ ଘଣ୍ଟା ୬|୨୯|୧୯ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୬|୨୯|୧୯ସେକେଣ୍ଡ୍ ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୧ ମିନିଟ୍, ଦିବା ଘଣ୍ଟା ୧୦।୨୪ ମିନିଟ୍ ରୁ ଘଣ୍ଟା ୧୨।୫୭ମିନିଟ୍, ସଂଧ୍ୟା ଘଣ୍ଟା ୬।୪୮ ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧୧।୧୮ ମିନିଟ୍ ରୁ ଘଣ୍ଟା ୨।୧୮ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୩।୨୯ ମିନିଟ୍ ରୁ ଘଣ୍ଟା ୫।୧୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨|୪୭|୧୭ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –  

ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସୌଭାଗ୍ୟବତୀ ଓ ଦିବା ଘଣ୍ଟା ୨।୩୪ମିନିଟ୍ ଗତେ ସାତମାସ ଗଣ୍ଡଦୋଷ ହେତୁ ସନ୍ତାନହୀନା ତେଣୁ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୨|୪୭|୧୭ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ/ କାଳବେଳା- ସକାଳ ଘଣ୍ଟା ୬|୫୬ ମିନିଟ୍ ରୁ ଘଣ୍ଟା ୮|୩୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨|୫୪ ମିନିଟ୍ ରୁ ଘଣ୍ଟା ୪|୨୯ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୧୮ମିନିଟ୍ ରୁ ଘଣ୍ଟା ୧୧|୪୩ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧୫।୩୦।୧୧- ଚନ୍ଦ୍ରରାଶି-୬।୧୪।୫୪।୩୦-,  ମଙ୍ଗଳରାଶି-୮|୨୮|୫୩|୨୮-, ବୁଧରାଶି-୧୧|୧୮|୩୭|୫-, ବୃହସ୍ପତିରାଶି-୬|୨୫|୨୪|୪୫-, ଶୁକ୍ରରାଶି-୧|୧୨|୨୦|୨୦-, ଶନିରାଶି-୮|୧୪|୫୪|୪୧-, ରାହୁରାଶି-୯|୧୭|୪୩|୪୨-, କେତୁରାଶି-୯|୧୭|୪୩|୪୨-।

ଆଜିରଲଗ୍ନ

ନିଶାନ୍ତ ୪ଟା ୨୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୧୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୧୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୨୩ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୩୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୪୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୫୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୨୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୨୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୧୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୫୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୨୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, ବାକ୍ୟଦାନ, ନିର୍ବନ୍ଧ, ଅଳଙ୍କାରଧାରଣ, ବ୍ରତପୋନୟନ, କୋର୍ଟବିବାହ,  ଭୂମିପୂଜନ, ଗୃହପ୍ରତିଷ୍ଠା ଓ ପ୍ରବେଶ, କ୍ରୟବିକ୍ରୟ, ଦେବତାପ୍ରତିଷ୍ଠା, ନୌକାଚାଳନା, ଯାନକ୍ରୟ ଓ ଆରୋହଣ, ନାମକରଣ, ଔଷଧ କରଣ ଓ ସେବନ, ଋଣଦାନ ଓ ଗ୍ରହଣ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ହଳଆରମ୍ଭ, ବିହନବୁଣା କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୨|୪୭|୧୭ସେକେଣ୍ଡ୍ ମଧ୍ୟେ ସ୍ଵାତୀନକ୍ଷତ୍ର ତୁଳାରାଶି ରାହୁମହାଦଶାରେ ଜନ୍ମହୋଇଛି । ଦିବା ଘଣ୍ଟା ୨|୪୭|୧୭ସେକେଣ୍ଡ୍ ପରେ ବିଶାଖାନକ୍ଷତ୍ର ତୁଳାରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!