ଆଜିର ପାଞ୍ଜି: ଜାନୁୟାରୀ ୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୩, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୩|୧୩|୪୮ ଇଂପ୍ରାଘ୬|୨୨|୫୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୩|୨୦|୨୩ ଇଂସଂଘ୫|୧୨|୫୬ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୧୯ ଦିନ ରାଷ୍ଟ୍ରିୟ ପୌଷମାସ ୧୩ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଦ୍ଵିତୀୟା ତିଥି ରାତିଘ୧୨।୩୮ମି,

ପୁନର୍ବସୁ ନକ୍ଷତ୍ର ସକାଳଘ୮।୪୯|୨୮ସେ, କ୍ଷୟ ପୁଷ୍ୟାନକ୍ଷତ୍ର ନିଶାନ୍ତଘ୬।୭|୧୩ସେ,

କର୍କଟଚନ୍ଦ୍ର ଅହୋରାତ୍ର,ବୈଧୃତିଯୋଗ ରାତିଘ୮|୫୨|୧୯ସେ

ତଇତିଳକରଣ ଦିବାଘ୭୨।୨୧ମି, ଗରକରଣ ରାତିଘ୧୨।୧୬ମି,

ରବ୍ୟଂଶଽ୧୮।୨୯।୫, ସୂକ୍ଷ୍ମଚନ୍ଦ୍ର ରା୩।୧।୪୭।୨୮,

ଦିନମାନ ଦିଘ୧୦।୪୯।୫୫, ନିଶାମାନ ରାଘ ୧୩।୧୦।୫,

ଯୋଗିନୀବାସ-

ଯୋଗିନୀ ଉତ୍ତରେ ରାତିଘ୧୨।୩୮ମି ପରେ ଅଗ୍ନିକୋଣେଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତିଘ୧୨।୩୮ମି ମଧ୍ୟେ ବୋଇତି କଖାରୁ ନ ଖାଇଲେଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟ ଉଦୟରୁଦିଘ୭।୬ମି ମଧ୍ୟେ ଦିଘ୭।୫୦ମି ପରେ ଦିଘ୮।୩୩ମିମଧ୍ୟେ ଦିଘ୧୦।୪୩ମି ପରେ ଦିଘ୧୨।୫୩ମିମଧ୍ୟେ ସନ୍ଧ୍ୟାଘ୬।୬ମି ପରେ ଦିଘ୬।୫୮ମିମଧ୍ୟେ ରାଘ୮।୪୪ମି ପରେ ରାଘ୩।୪୫ମି ମଧ୍ୟେ ରାଘ୪।୩୮ମି ପରେ ରାଘ୬।୨୩ମି ମଧ୍ୟେ ମାହେନ୍ଦ୍ର ଦିଘ୭।୬ମି ପରେ ଦିଘ୭।୫୦ମି ମଧ୍ୟେ,ଦିବାଘ୧।୩୬ମି ପରେ ଘ୩।୪୬ମି ମଧ୍ୟେ ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା ରୋହିଣୀ  ଆର୍ଦ୍ରା  ପୁଷ୍ୟା  ଅଶ୍ଳେଷା  ପୂର୍ବାଫାଃ  ହସ୍ତା ସ୍ଵାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ସକାଳଘ୮|୪୯।୨୮ସେଗତେ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ରପଦ ରେବତୀନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ନିଶାନ୍ତଘ୬।୭ମି ମଧ୍ୟେ ସଂବତ୍ସର ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ମନଦୁଃଖ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ଏକୋଦିଷ୍ଟ, ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳଘ୮।୪୯ମିମଧ୍ୟେ ଦୁଇପାଦ ପୁଷ୍କର ଦୋଷ ଓ ରାତିଘ୧୨।୨୯ମି ମଧ୍ୟେ ଏକପାଦ ପୁଷ୍କରଦୋଷ। ବ୍ରାହ୍ମଣ ଭୋଜନ ସହ ତିଳସୁବର୍ଣ ଦାନ ଓ ଦକ୍ଷିଣା ଦେବା ଉଚିତ୍।

ଅଶୁଭ ସମୟ-

ରାହୁକାଳ ଓ ବାରବେଳା ଦିଘ୧୧।୫୦ ମି ରୁ ଦିଘ୧।୧୧ମି ମଧ୍ୟେ କାଳବେଳା ଦିଘ୯।୮ମି ପରେ ଦିବାଘ୧୦।୨୯ମିମଧ୍ୟେ କାଳରାତ୍ରି ରାତ୍ରଘ୩।୮ମି ପରେ ରାତିଘ୪।୪୭ମିମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୧୮।୨୯।୫,୨୦/୯ ଚନ୍ଦ୍ର ରା୩।୧।୪୭।୨୮-୭/୪ ମ୬|୨୧|୨୧|୧୪ -୧୬/୭ ବୁ୭|୨୫|୫୫|୩୪-୧୮/୮ ବୃ୬|୨୩|୧୧|୪୮-୧୬/୭ ଶୁ୮|୧୬|୫୯|୩୮-୨୦/୯ ଶ୮|୭|୩୧|୧୦-୧୯/୯ ରା୩|୨୧|୯|୩୧-୯/୪ କେ୯| ୨୧|୯|୩୧-୨୨/୧୦।

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୪ମି ମଧ୍ୟେ ମକର ଦିବାଘ୭|୧୨ମି କୁମ୍ଭଘ୮|୫୯ମି  ମୀନଘ୧୦|୩୫ମି ମେଷଘ୧୨|୮ମି ବୃଷଘ୧|୫୧ମି   ମିଥୁନଘ୩|୫୦ମି କର୍କଟଘ୬|୩ମି   ସିଂହରାତ୍ରି ଘ୮|୧୭ମି କନ୍ୟା ଘ୧୦|୨୬ମି ତୁଳା ଘ୧୨|୩୪ମି ବିଛା ଘ୨|୪୫ମି  ଧନୁଘ୫|୦ମି।

ଶୁଭକର୍ମ-

ବାଣିଜ୍ୟକରଣ, ନାମକରଣ, ଅନ୍ନପ୍ରାସନ୍ନ, କର୍ଣ୍ଣଭେଦ, ନୂତନଅକ୍ଷରଆରମ୍ଭ, ନବବସ୍ତ୍ରପରିଧାନ, ଦେବତାପ୍ରତିଷ୍ଠା, ନିଷ୍କର୍ମଣ, ନବାନ୍ନଭକ୍ଷଣ, ଦୀକ୍ଷାଗ୍ରହଣ, ଔଷଧକରଣ, ଧନ୍ୟସ୍ଥାପନ

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବସଘ୮।୪୯।୨୮ ସେକେଣ୍ଡମଧ୍ୟେ ପୁନର୍ବସୁନକ୍ଷତ୍ର କର୍କଟରାଶି ଓ ଗୁରୁ ମହଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ପରେ ନିଶାନ୍ତଘ୬।୭ମିନିଟ ମଧ୍ୟେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନି ମହଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!