ଦୈନିକ ପାଞ୍ଜି: ଜୁନ୍ ୨୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୯, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୧।୦୮ସେ  ଚନ୍ଦ୍ରୋଦୟ ରାଘ୭।୨୩ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୨।୩୭ସେ       ଚନ୍ଦ୍ରାସ୍ତ ସଘ୫।୫୪ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୫ ଦିନ ରାଷ୍ଟ୍ରିୟ ଆଷାଢ ୮ଦିନ ଶୁକ୍ରବାର

ଚାନ୍ଦ୍ରମାନ, ଆଷାଢ଼ମାସ କୃଷ୍ଣପକ୍ଷ, ପ୍ରତିପଦାତିଥି ଦିଘ୧୨।୪୮।୩୦,

ପୂ.ଷାଢାନକ୍ଷତ୍ର ଦିଘ୩।୨୧।୪୪  ଧନୁଚନ୍ଦ୍ର ରାଘ୧୦।୮, ଇନ୍ଦ୍ରଯୋଗ ରାଘ୩।୩୩।୧୬

କୌଳବକରଣ ଦିଘ୧୨।୪୮।୩୦, ତୈତିଳକରଣ ରାଘ୨।୫।୧୮

ରବ୍ୟଂଶଽ ୧୩।୬।୪୯, ସୂକ୍ଷ୍ମଚନ୍ଦ୍ର ରା୮।୨୧।୩୯।୨

ଦିନମାନ ଘ୧୩।୧୧।୨୯, ରାତ୍ରମାନ ଘ୧୦।୪୮।୩୧

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପୂର୍ବେ ଦିଘ୧୨।୪୮ମି ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିଘ୧୨।୪୮ମି ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସକାଳ ଘ୬-୦୪ମି ରୁ ଘ୬-୫୭ମି, ଦିଘ୯-୩୫ମି ରୁ ଘ୧୦-୨୮ମି, ଅମୃତ ଦିଘ୧୨-୧୩ମି ରୁ ଘ୨-୫୨ମି, ସୂର୍ଯ୍ୟାସ୍ତରୁ ଘ୮-୩୩ମି, ରାଘ୧୨-୫୨ମି ରୁ ଘ୩-୦୧ମି, ରାଘ୩-୪୫ମି ରୁ ଘ୫-୧୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି ଓ ରାଘ୧୦।୮ ପରେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ  ଦିଘ୩।୨୧।୪୪ ପରେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବିଚ୍ଛା, ଧନୁ, ମୀନ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ଓ ରାଘ୧୦।୮ମି ପରେ ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଦିନ ଘ୩।୨୨ମି ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଦିନ ଘ୩।୨୨ମି ମଧ୍ୟେ ପୁତ୍ରବତୀ ଓ ପରେ ବିଧବା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିଘ୧୨।୪୯ମି ଠାରୁ ଦିନ ଘ୩।୨୨ମି ମଧ୍ୟେ ଏକପାଦ ଦୋଷ ଓ ପରେ ଦ୍ଵିପାଦ ଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ-

ରାହୁକାଳ- ଦିଘ୧୦।୧୦ମି ରୁ ଘ୧୧।୪୮ମି, ବାରବେଳା ଓ କାଳବେଳା-ସଘ୮।୩୧ମି ରୁ ଘ୧୧।୪୯ମି, କାଳରାତ୍ରି-ରାଘ୯।୭ମି ରୁ ଘ୧୦। ୨୮ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୧୩।୬।୪୯, ଚ୮।୨୧।୩୯।୨, ମ୯।୧୫।୭।୩୪, ବୁ୩।୫।୩୨।୪୪, ବୃ୬।୧୯।୨୭।୪୯, ଶୁ୩।୨୩।୧୯।୮, ଶ୮।୧୧।୩୭।୨୭, ରା୩।୧୧।୫୧।୪୭, କେ୯।୧୧।୫୧।୪୭।

ଉଦୟଲଗ୍ନ-

ନିଶାନ୍ତ ପ୍ରାତଃ ଘ୫।୧୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୨୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୪୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୫୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୫୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୧୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୨୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୩୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୧୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୫୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୨୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୨।୧୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୧୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, ବାକ୍ୟଦାନ, ନିର୍ବନ୍ଧ ଓ ଅଳଙ୍କାର ଧାରଣ, କୋର୍ଟବିବାହ, ନବବଧୂ ଯାତ୍ରା, ପ୍ରଥମ ଯୁବତୀ ସମ୍ଭୋଗ, ବ୍ରତୋପନୟନ, ଭୂମି ପୂଜନ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ପ୍ରତିଷ୍ଠା, ଦେବତା ଗଠନ, ମନ୍ଦିରନିର୍ମାଣ, ନବବସ୍ତ୍ର ପରିଧାନ, ଜଳାଶୟ ଆରମ୍ଭ, ଜଳାଶୟ ପ୍ରତିଷ୍ଠା, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ଔଷଧ କରଣ, ଔଷଧ ସେବନ, ଦୀକ୍ଷା ଗ୍ରହଣ, ନାଟ୍ୟାରମ୍ଭ, ଖଡ୍ଗଧାରଣ, ଧାନ୍ୟ ସ୍ଥାପନ, ବିହନ ବୁଣା, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିଘ୩।୨୧।୪୪ ସେକେଣ୍ଡ ମଧ୍ୟେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଶୁକ୍ର ମହାଦଶାରେ ଜନ୍ମ ହୋଇଛି। ଦିଘ୩।୨୧।୪୪ ସେକେଣ୍ଡ ପରେ ରାତି ଘ୧୦।୮ମିନିଟ୍ ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ଧନୁ ରାଶି ରବି ମହାଦଶାରେ ଜନ୍ମହୋଇଛି ଓ ରାତି ଘ୧୦।୮ମିନିଟ୍ ପରେ ଉତ୍ତରାଷାଢା ନକ୍ଷତ୍ର ମକରରାଶି ରବି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!