ଦୈନିକ ପାଞ୍ଜି: ଅଗଷ୍ଟ ୨୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୯, ୨୦୧୮

ଅଙ୍ଗଭେଟ ତୃତୀୟା, ବୁଦ୍ଧିବାମନ ଓଷା ଆରମ୍ଭ, ଜାତୀୟ କ୍ରୀଡା ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୪।୨୩ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧।୧୫ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧୩ ଦିନ ରାଷ୍ଟ୍ରିୟ ଭାଦ୍ରବ ୭ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ତୃତୀୟାତିଥୀ ରାତ୍ର ଘଣ୍ଟା ୯।୩୯।୧୪ସେକେଣ୍ଡ,

ଉତ୍ତରଭାଦ୍ରପଦନକ୍ଷତ୍ର ସଂଧ୍ୟା ଘଣ୍ଟା ୬।୪୮।୨୬ସେକେଣ୍ଡ, ମୀନଚନ୍ଦ୍ର ଅହୋରାତ୍ର,

ଶୂଳଯୋଗ ରାତ୍ର ଘଣ୍ଟା ୯।୪।୨୬ସେକେଣ୍ଡ

ବାଣିଜ୍ୟକରଣ ସକାଳ ଘଣ୍ଟା ୯।୧୩।୯ସେକେଣ୍ଡ, ବିଷ୍ଟିକରଣ ରାତ୍ର ଘଣ୍ଟା ୯।୩୯।୧୪ସେକେଣ୍ଡ

ରବ୍ୟଂଶଽ ୧୧।୩୧।୫, ସୂକ୍ଷ୍ମଚନ୍ଦ୍ର ରା୧୧।୯।୪୩।୫୫

ଦିନମାନ ଘଣ୍ଟା ୧୨।୨୭।୨୦ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୩୨।୪୦ସେକେଣ୍ଡ

ଯୋଗିନୀବାସ

ଅଗ୍ନିକୋଣେ ରାତ୍ର ଘଣ୍ଟା ୯।୩୯।୧୪ସେକେଣ୍ଡ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୯।୩୯।୧୪ସେକେଣ୍ଡ ମଧ୍ୟେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୦ ମିନିଟ୍‌, ଦିବା ଘଣ୍ଟା ୯-୪୦ ମିନିଟ୍‌ ରୁ ଘଣ୍ଟା ୧୧-୧୯ ମିନିଟ୍‌, ଦିବା ଘଣ୍ଟା ୩-୨୮ ମିନିଟ୍‌ ରୁ ଘଣ୍ଟା ୫-୭ ମିନିଟ୍‌, ସଂଧ୍ୟା ଘଣ୍ଟା ୬-୪୩ ମିନିଟ୍‌ ରୁ ରାତ୍ର ଘଣ୍ଟା ୯-୨ ମିନିଟ୍‌, ରାତ୍ର ଘଣ୍ଟା ୧-୪୦ ମିନିଟ୍‌ ରୁ ଘଣ୍ଟା ୫-୩୧ ମିନିଟ୍‌, ମାହେନ୍ଦ୍ର ଦିବା ଘଣ୍ଟା ୧-୪୮ ମିନିଟ୍‌ ରୁ ଘଣ୍ଟା ୩-୨୮ ମିନିଟ୍‌, ରାତ୍ର ଘଣ୍ଟା ୯-୨ ମିନିଟ୍‌ ରୁ ଘଣ୍ଟା ୧୦-୩୫ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୬।୪୮।୨୬ ସେକେଣ୍ଡ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ। ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ସଂଧ୍ୟା ଘଣ୍ଟା ୬।୪୮।୨୬ସେକେଣ୍ଡ ମଧ୍ୟେ ସର୍ବସମ୍ପନ୍ନା ଓ ପରେ ବେଶ୍ୟା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ –

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ ଓ ବାରବେଳା-ଦିବା ଘଣ୍ଟା ୧୧।୪୬ମିନିଟ୍ ରୁ ଘଣ୍ଟା ୧।୨୦ମିନିଟ୍, କାଳବେଳା-ସକାଳ ଘଣ୍ଟା ୮।୪୦ମିନିଟ୍ ରୁ ଘଣ୍ଟା ୧୦।୧୩ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୨।୪୦ମିନିଟ୍ ରୁ ଘଣ୍ଟା ୪।୬ମିନିଟ୍।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୧୧।୩୧।୫, ଚନ୍ଦ୍ର ରାଶି-୧୧।୯।୪୩।୫୫, ମଙ୍ଗଳ ରାଶି-୯।୪।୩୨।୪୭, ବୁଧ ରାଶି-୩।୨୩।୨୭।୬, ବୃହସ୍ପତି ରାଶି-୬।୨୨।୪୦।୪୧, ଶୁକ୍ର ରାଶି-୫।୨୬।୫୧।୧୫, ଶନି ରାଶି-୮।୮।୨୮।୪୧, ରାହୁ ରାଶି-୩।୧୧।୩୯।୩, କେତୁ ରାଶି-୯।୧୧।୩୯।୩।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୩୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୫୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୫୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୨୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୩୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୧୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୫୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୨୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୩୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ଦେବତା ଗଠନ, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ଔଷଧ କରଣ ଓ ସେବନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ହଳ ଆରମ୍ଭ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସଂଧ୍ୟା ଘଣ୍ଟା ୬।୪୮।୨୬ସେକେଣ୍ଡ ମଧ୍ୟେ ଉତ୍ତରଭାଦ୍ରପଦନକ୍ଷତ୍ର ମୀନରାଶି ଶନିମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘଣ୍ଟା ୬।୪୮।୨୬ସେକେଣ୍ଡ ପରେ ରେବତୀନକ୍ଷତ୍ର  ମୀନରାଶି ବୁଧମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!