କୂର୍ମ ଜୟନ୍ତୀ, ପୂର୍ଣ୍ଣିମା ଉପବାସ। ଆଜିର ପାଞ୍ଜି: ଅପ୍ରେଲ ୨୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୨୯, ୨୦୧୮

କୂର୍ମ ଜୟନ୍ତୀ, ପୂର୍ଣ୍ଣିମା ଉପବାସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୧୯|୨୩ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୬|୨|୧୬ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୧୬ ଦିନ ରାଷ୍ଟ୍ରିୟ ବୈଶାଖମାସ ୯ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥି ସକାଳ ଘଣ୍ଟା ୬|୩୮|୩୮ସେକେଣ୍ଡ୍,

ଚିତ୍ରାନକ୍ଷତ୍ର ଦିବା ଘଣ୍ଟା ୨|୭|୧୪ସେକେଣ୍ଡ୍, ତୁଳାଚନ୍ଦ୍ର ଅହୋରାତ୍ର,

ବଜ୍ରଯୋଗ ଦିବା ଘଣ୍ଟା ୧୧|୨୮|୧୩ସେକେଣ୍ଡ୍,

ବାଣିଜ୍ୟକରଣ ସକାଳ ଘଣ୍ଟା ୬|୩୮|୩୮ସେକେଣ୍ଡ୍, ବିଷ୍ଟିକରଣ ସଂଧ୍ୟା ଘଣ୍ଟା ୬|୩୦|୪୨ସେକେଣ୍ଡ୍,

ରବ୍ୟଂଶଽ୧୪|୩୧|୫୪, ସୂକ୍ଷ୍ମଚନ୍ଦ୍ର ରାଶି ୬|୧|୫୧|୭,

ଦିନମାନ ଘଣ୍ଟା ୧୨|୪୨|୫୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୧୭|୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ସକାଳ ଘଣ୍ଟା ୬|୩୮|୩୮ସେକେଣ୍ଡ୍ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୬|୩୮|୩୮ସେକେଣ୍ଡ୍ ମଧ୍ୟେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୧୦ ମିନିଟ୍ ରୁ ଘଣ୍ଟା ୯।୩୩ମିନିଟ୍, ରାତ୍ର ଘଣ୍ଟା ୭।୩୩ ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୧୦ ମିନିଟ୍, ଦିବା ଘଣ୍ଟା ୧୨।୫୭ ମିନିଟ୍ ରୁ ଘଣ୍ଟା ୧।୪୭ମିନିଟ୍, ସଂଧ୍ୟା ଘଣ୍ଟା ୬।୪୭ ମିନିଟ୍ ରୁ ଘଣ୍ଟା ୭।୩୩ମିନିଟ୍, ରାତ୍ର ଘଣ୍ଟା ୧୨।୩ ମିନିଟ୍ ରୁ ଘଣ୍ଟା ୩।୪ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨|୭|୧୪ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –  

ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ପତିସୁଖହାନି, ଦୁଃଖଭୋଗିନୀ ଯୋଗେ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ସୁଖ୍ୟାତି।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୨୯ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୪ମିନିଟ୍ ମଧ୍ୟେ। ବାରବେଳା/ କାଳବେଳା- ଦିବା ଘଣ୍ଟା ୧୦|୭ ମିନିଟ୍ ରୁ ଘଣ୍ଟା ୧|୧୮ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୭ମିନିଟ୍ ରୁ ଘଣ୍ଟା ୨|୩୨ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧୪।୩୧।୫୪- ଚନ୍ଦ୍ରରାଶି-୬।୧।୫୧।୭-, ମଙ୍ଗଳରାଶି-୮|୨୮|୨୫|୧୧-, ବୁଧରାଶି-୧୧|୧୭|୩୯|୧୪-, ବୃହସ୍ପତିରାଶି-୬|୨୫|୩୨|୮-, ଶୁକ୍ରରାଶି-୧|୧୧|୭|୩୫-, ଶନିରାଶି-୮|୧୪|୫୫|୪୭-, ରାହୁରାଶି-୯|୧୭|୩୦|୧୨-, କେତୁରାଶି-୯|୧୭|୩୦|୧୨-।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ

ନିଶାନ୍ତ ୪ଟା ୨୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୧୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୧୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୨୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୪୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୫୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୫୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୧୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୨୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୩୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୧୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୫୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୨୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି କୋର୍ଟବିବାହ,  କ୍ରୟବିକ୍ରୟ, ଔଷଧ କରଣ, ଦିକ୍ଷାଗ୍ରହଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଋଣଦାନ ଓ ଗ୍ରହଣ, ଆରୋଗ୍ୟସ୍ନାନ, ବୃକ୍ଷରୋପଣ କରିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!