ଆଜି କାମଦା ଏକାଦଶୀ ମା’ ମଙ୍ଗଳାଙ୍କର ଚତୁର୍ଥପାଳି ଝାମୁଯାତ୍ରାପର୍ବ, ମା’ ତାରାତାରିଣୀଙ୍କର ଚତୁର୍ଥପାଳି ଯାତ୍ରା। ଆଜି ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ମା’ ମଙ୍ଗଳାଦେବୀଙ୍କ ଷୋଡଶ ଉପଚାର ପୂଜା ଓ ମେଳା ବଢା ଏବଂ ହୋମଯଜ୍ଞ ହେବା ସହ ପ୍ରସାଦ ସେବନ ହେବ। ଆଜିର ପାଞ୍ଜି: ମାର୍ଚ୍ଚ ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୭, ୨୦୧୮

ଆଜି କାମଦା ଏକାଦଶୀ ମା ମଙ୍ଗଳାଙ୍କର ଚତୁର୍ଥପାଳି ଝାମୁଯାତ୍ରାପର୍ବ, ମା ତାରାତାରିଣୀଙ୍କର ଚତୁର୍ଥପାଳି ଯାତ୍ରା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ମା ମଙ୍ଗଳାଦେବୀଙ୍କ ଷୋଡଶ ଉପଚାର ପୂଜା ଓ ମେଳା ବଢା ଏବଂ ହୋମଯଜ୍ଞ ହେବା ସହ ପ୍ରସାଦ ସେବନ ହେବ।

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୫|୭ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୨|୨୩ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧୩ଦିନ ରାଷ୍ଟ୍ରିୟ ଚୈତ୍ରମାସ ୬ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ଚୈତ୍ରମାସ, ଶୁକ୍ଳପକ୍ଷ, ଏକାଦଶୀତିଥି ରାତ୍ର ଘଣ୍ଟା ୧।୩୨।୨୬ସେକେଣ୍ଡ୍,

ପୁଷ୍ୟା ନକ୍ଷତ୍ର ଦିବା ଘଣ୍ଟା ୧୧।୨୭।୫୮ସେକେଣ୍ଡ୍, କର୍କଟଚନ୍ଦ୍ର ଅହୋରାତ୍ର,

ସୁକର୍ମାଯୋଗ ସଂଧ୍ୟା ଘଣ୍ଟା ୬।୧୦।୪୯ସେକେଣ୍ଡ୍,

ବାଣିଜ୍ୟକରଣ ଦିବା ଘଣ୍ଟା ୨।୩୮।୪ସେକେଣ୍ଡ୍, ବିଷ୍ଟିକରଣ ରାତ୍ର ଘଣ୍ଟା ୧।୩୨।୨୬ସେକେଣ୍ଡ୍,

ରବ୍ୟଂଶଽ୧୨।୧୦।୫୮, ସୂକ୍ଷ୍ମଚନ୍ଦ୍ର ରାଶି ୩।୧୩।୧୭।୧୧,

ଦିନମାନ ଘଣ୍ଟା ୧୨।୭।୩୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୫୨।୨୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ରାତ୍ର ଘଣ୍ଟା ୧।୩୨।୨୬ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା୧।୩୨।୨୬ସେକେଣ୍ଡ୍ ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୮।୧୧ମିନିଟ୍ ରୁ ଘଣ୍ଟା ୧୦।୩୬ମିନିଟ୍, ଦିବା ଘଣ୍ଟା ୧।୨ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, ଦିବା ଘଣ୍ଟା ୩।୨୭ମିନିଟ୍ ରୁ ଘଣ୍ଟା ୫।୪ମିନିଟ୍, ସୂର୍ଯ୍ୟାସ୍ତରୁ ଘଣ୍ଟା ୬।୪୦ ମିନିଟ୍, ରାତ୍ର ଘଣ୍ଟା ୯।୩ ମିନିଟ୍ ରୁ ଘଣ୍ଟା ୧୧।୨୫ମିନିଟ୍, ରାତ୍ର ଘଣ୍ଟା ୧।୪୮ ମିନିଟ୍ ରୁ ଘଣ୍ଟା ୩।୨୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୧।୨୭।୫୮ସେକେଣ୍ଡ୍ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧୧।୨୭।୫୮ସେକେଣ୍ଡ୍ ଗତେ ସମ୍ବତ୍ସର ଗଣ୍ଡଦୋଷ ଓ ରଜଶ୍ଚକ୍ରେ ରୋଗିଣୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ରାତ୍ର ଘଣ୍ଟା୧।୩୨।୨୬ସେକେଣ୍ଡ୍ ଗତେ ଦ୍ଵିପାଦ ବାର ଓ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨|୫୨ମିନିଟ୍ ରୁ ଘଣ୍ଟା ୪|୨୩ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୭|୧୮ମିନିଟ୍ ରୁ ଘଣ୍ଟା ୮|୪୯ମିନିଟ୍ ମଧ୍ୟେ। କାଳବେଳା – ଦିବା ଘଣ୍ଟା ୧|୨୨ମିନିଟ୍ ରୁ ଘଣ୍ଟା ୨|୫୩ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭|୨୪ମିନିଟ୍ ରୁ ଘଣ୍ଟା ୮|୫୩ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୧୨।୧୦।୫୮-୨୬/୧୨, ଚନ୍ଦ୍ରରାଶି-୩।୧୩।୧୭।୧୧-୮/୪, ମଙ୍ଗଳରାଶି-୮|୧୧|୧୧|୫୧-୧୯/୯, ବୁଧରାଶି-୧୧|୨୪|୪୮|୪୮-୨୭/୧୨, ବୃହସ୍ପତିରାଶି-୬|୨୮|୩୮|୪୮-୧୬/୭, ଶୁକ୍ରରାଶି-୦|୦|୪୪|୦-୧/୧,

ଶନିରାଶି-୮|୧୪|୩୭|୫୪-୨୦/୯, ରାହୁରାଶି-୩|୧୯|୪୧|୦-୯/୪, କେତୁରାଶି-୯|୧୯|୪୧|୦-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୪୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୨୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୨୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୩୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୫୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୧୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୩୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୪୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୨୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ପୁଂସବନ, ସୀମନ୍ତୋନୟନ, ଋଣଦାନ ଓ ଗ୍ରହଣ, ହଳଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୧।୨୭।୫୮ସେକେଣ୍ଡ୍ ମଧ୍ୟେ ପୁଷ୍ୟା ନକ୍ଷତ୍ର, କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା ୧୧।୨୭।୫୮ସେକେଣ୍ଡ୍ ପରେ ଆଶ୍ଳେଷାନକ୍ଷତ୍ର,  କର୍କଟରାଶି ବୁଧ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!