ଦୈନିକ ପାଞ୍ଜି: ଅଗଷ୍ଟ ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୭, ୨୦୧୮

ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରା ସମାପନ, ମଦର ଟେରେସାଙ୍କ ଜୟନ୍ତୀ, ଶରଣ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୩।୪୯ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୨।୫୯ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧୧ ଦିନ ରାଷ୍ଟ୍ରିୟ ଭାଦ୍ରବ ୫ଦିନ ସୋମବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ପ୍ରତିପଦାତିଥୀ ରାତ୍ର ଘଣ୍ଟା ୭।୧୫।୩୯ସେକେଣ୍ଡ,

ଶତଭିଷାନକ୍ଷତ୍ର ଦିବା ଘଣ୍ଟା ୩।୩।୫୦ସେକେଣ୍ଡ, କୁମ୍ଭଚନ୍ଦ୍ର ଅହୋରାତ୍ର,

ସୁକର୍ମାଯୋଗ ରାତ୍ର ଘଣ୍ଟା ୯।୧୧।୩୭ସେକେଣ୍ଡ

ବାଳବକରଣ ସକାଳ ଘଣ୍ଟା ୬।୨୪।୪ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୭।୧୫।୩୯ସେକେଣ୍ଡ

ରବ୍ୟଂଶଽ ୯।୩୫।୧୨, ସୂକ୍ଷ୍ମଚନ୍ଦ୍ର ରା୧୦।୧୫।୯।୪୪

ଦିନମାନ ଘଣ୍ଟା ୧୨।୨୯।୨୬ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୩୦।୩୪ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପୂର୍ବେ ରାତ୍ର ଘଣ୍ଟା ୭।୧୫।୩୯ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୭।୧୫।୩୯ସେକେଣ୍ଡ ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୧ ମିନିଟ୍‌, ଦିବା ଘଣ୍ଟା ୧୦-୩୦ ମିନିଟ୍‌ ରୁ ଘଣ୍ଟା ୧-୦୦ ମିନିଟ୍‌, ରାତ୍ର ଘଣ୍ଟା ୬-୪୫ ମିନିଟ୍‌ ରୁ ଘଣ୍ଟା ୯-୪ ମିନିଟ୍‌, ରାତ୍ର ଘଣ୍ଟା ୧୧-୨ ମିନିଟ୍‌ ରୁ ଘଣ୍ଟା ୨-୨୬ ମିନିଟ୍‌, ମାହେନ୍ଦ୍ର ଘଣ୍ଟା ୩-୨୯ ମିନିଟ୍‌ ରୁ ଘଣ୍ଟା ୫-୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୩।୩।୫୦ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମିଥୁନ, ମୀନ ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଦିବା ଘଣ୍ଟା ୩।୩।୫୦ସେକେଣ୍ଡ ଗତେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୩।୩ମିନିଟ୍ ପରେ ଏକପାଦ ନକ୍ଷତ୍ରଦୋଷ ଓ ରାତ୍ର ଘଣ୍ଟା ୭।୧୫।୩୯ ସେକେଣ୍ଡ ଗତେ ଦ୍ଵିପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ କାଳବେଳା-ସକାଳ ଘଣ୍ଟା ୭।୫ମିନିଟ୍ ରୁ ଘଣ୍ଟା ୮।୪୦ମିନିଟ୍, ବାରବେଳା-ଦିବା ଘଣ୍ଟା ୨।୫୪ମିନିଟ୍ ରୁ ଘଣ୍ଟା ୪।୨୮ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୧୦।୨୧ମିନିଟ୍ ରୁ ଘଣ୍ଟା ୧୧।୪୭ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୯।୩୫।୧୨, ଚନ୍ଦ୍ର ରାଶି-୧୦।୧୫।୯।୪୪, ମଙ୍ଗଳ ରାଶି-୯।୪।୩୨।୧୪, ବୁଧ ରାଶି-୩।୨୧।୧୬।୩୬, ବୃହସ୍ପତି ରାଶି-୬।୨୨।୨୫।୧୪, ଶୁକ୍ର ରାଶି-୫।୨୫।୬।୩୫, ଶନି ରାଶି-୮।୮।୩୦।୩୦, ରାହୁ ରାଶି-୩।୧୧।୪୧।୪୦, କେତୁ ରାଶି-୯।୧୧।୪୧।୪୦।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୪୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୫୮ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୩୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୩୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୨୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୩୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୪୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଯାନକ୍ରୟ ଓ ଯାନାଦି ଆରୋହଣ, ଔଷଧ କରଣ, ଔଷଧ ସେବନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଗ୍ରହଣ, ହଳ ଆରମ୍ଭ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୩।୩।୫୦ସେକେଣ୍ଡ ମଧ୍ୟେ ଶତଭିଷାନକ୍ଷତ୍ର  କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୩।୩।୫୦ସେକେଣ୍ଡ ପରେ ପୂର୍ବଭାଦ୍ରନକ୍ଷତ୍ର  କୁମ୍ଭରାଶି ଗୁରୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!