ଆଜିର ପାଞ୍ଜି: ମଇ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୨୬, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୮|୧୭ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୧୨|୩୭ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧୨ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୫ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ଦ୍ଵାଦଶୀତିଥି ସଂଧ୍ୟା ଘଣ୍ଟା ୫|୪୧|୧୭ସେକେଣ୍ଡ୍

ଚିତ୍ରାନକ୍ଷତ୍ର ରାତ୍ର ଘଣ୍ଟା ୮|୩୬|୩୮ସେକେଣ୍ଡ୍, କନ୍ୟାଚନ୍ଦ୍ର ସକାଳ ଘଣ୍ଟା ୮|୧୫ ମିନିଟ୍,

ବ୍ୟତିପାତଯୋଗ ସଂଧ୍ୟା ଘଣ୍ଟା ୬|୨୯|୪୯ସେକେଣ୍ଡ୍,

ବବକରଣ ସକାଳ ଘଣ୍ଟା ୫|୪୧|୪୧ସେକେଣ୍ଡ୍, ବାଳବକରଣ ସଂଧ୍ୟା ଘଣ୍ଟା ୫|୪୧|୧୭ସେକେଣ୍ଡ୍,

ରବ୍ୟଂଶଽ୧୦|୩୬|୫, ସୂକ୍ଷ୍ମଚନ୍ଦ୍ର ରାଶି ୫|୨୮|୧୮|୪୯,

ଦିନମାନ ଘଣ୍ଟା ୧୩|୪|୨୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୫|୪୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ସଂଧ୍ୟା ଘଣ୍ଟା ୫|୪୧|୧୭ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୫|୪୧|୧୭ସେକେଣ୍ଡ୍ ମଧ୍ୟେ ପୋଇ, ମସୁରଡ଼ାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୧।୫୧ ମିନିଟ୍ ରୁ ଘଣ୍ଟା ୩।୩୬ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୭ ମିନିଟ୍ ରୁ ଘଣ୍ଟା ୭।୪୦ ମିନିଟ୍,  ରାତ୍ର ଘଣ୍ଟା ୧୧।୧୯ ମିନିଟ୍ ରୁ ଘଣ୍ଟା ୧।୩୦ ମିନିଟ୍, ରାତ୍ର ଘଣ୍ଟା ୨।୫୭ ମିନିଟ୍ ରୁ ଘଣ୍ଟା ୫।୮ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬ଟା, ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୨।୭ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୮|୧୫ ମିନିଟ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୮|୩୬|୩୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବୃଷ, ସିଂହ, କନ୍ୟା ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ବିପୁତ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ତିଥି ଓ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୨୬ ମିନିଟ୍ ରୁ ଘଣ୍ଟା ୧୦|୪ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୨୧ ମିନିଟ୍ ରୁ ଘଣ୍ଟା ୨|୫୯ ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୫|୧୦ ମିନିଟ୍ ରୁ ଘଣ୍ଟା ୬|୪୯ ମିନିଟ୍,  ଦିବା ଘଣ୍ଟା ୪|୩୭ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧୫ ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୬|୧୫ ମିନିଟ୍ ରୁ ଘଣ୍ଟା 7|37 ମିନିଟ୍, ରାତ୍ରି ଘଣ୍ଟା ୩|୪୮ ମିନିଟ୍ ରୁ ପ୍ରାତଃ ଘଣ୍ଟା ୫|୧୦ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୧୦।୩୬।୫-, ଚନ୍ଦ୍ରରାଶି-୫।୨୮।୧୮।୪୯-,  ମଙ୍ଗଳରାଶି-୯|୯|୨୭|୨୨-,

ବୁଧରାଶି-୦|୨୭|୪୫|୨୯-, ବୃହସ୍ପତିରାଶି-୬|୨୨|୧୦|୩୪-, ଶୁକ୍ରରାଶି-୨|୧୩|୩୪|୫୦-,

ଶନିରାଶି-୮|୧୩|୫୫|୧୪-, ରାହୁରାଶି-୯|୧୩|୪୪|୪୩-, କେତୁରାଶି-୯|୧୩|୪୪|୪୩-।

ଆଜିରଲଗ୍ନ

ନିଶାନ୍ତ ୪ଟା ୨୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୨୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୪୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ୫୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୧୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୨୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୩୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୪୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୩3ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା 9ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୪୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୨୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ଋଣଦାନ ଓ ଗ୍ରହଣ, କ୍ରୟବିକ୍ରୟ, ଖଡ୍ଗଧାରଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୮|୧୫ ମିନିଟ୍ ମଧ୍ୟେ ଚିତ୍ରାନକ୍ଷତ୍ର କନ୍ୟାରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ଓ ସକାଳ ଘଣ୍ଟା ୮|୧୫ ମିନିଟ୍ ପରେ ରାତ୍ର ଘଣ୍ଟା ୮|୩୬|୩୮ସେକେଣ୍ଡ୍ ମଧ୍ୟେ ଚିତ୍ରାନକ୍ଷତ୍ର ତୁଳାରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୮|୩୬|୩୮ସେକେଣ୍ଡ୍ ପରେ ସ୍ଵାତୀନକ୍ଷତ୍ର ତୂଳାରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!