ଆଜି ମୃଣ୍ମୟୀ ଦେବୀଙ୍କ ନବମୀ ଓ ଦଶମୀ ପୂଜା, ସମସ୍ତଦେବୀ ପୀଠରେ ଓ ମା’ ମଙ୍ଗଳାଙ୍କର ବାସନ୍ତିକ ଦଶହରା ପର୍ବ, ମା’ଙ୍କର ସିଂହ ବାହିନୀ ବେଶ। ଆଜି ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ନବରାତ୍ରର ପୁଜ୍ୟାଦେବୀ ମା’ ମଙ୍ଗଳାଦେବୀଙ୍କ ଷୋଡଶ ଉପଚାର ପୂଜା ଓ ମହାଯଜ୍ଞର ପୂର୍ଣ୍ଣାହୁତି ହେବା ସହ ନବରାତ୍ରର ପାରଣା ଅନୁଷ୍ଠିତ ହେବ। ଆଜିର ପାଞ୍ଜି: ମାର୍ଚ୍ଚ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨୬, ୨୦୧୮

ଆଜି ମୃଣ୍ମୟୀ ଦେବୀଙ୍କ ନବମୀ ଓ ଦଶମୀ ପୂଜା, ସମସ୍ତଦେବୀ ପୀଠରେ ଓ ମା ମଙ୍ଗଳାଙ୍କର ବାସନ୍ତିକ ଦଶହରା ପର୍ବ, ମାଙ୍କର ସିଂହ ବାହିନୀ ବେଶ। ଆଜି ଯନ୍ତ୍ରଜ୍ୟୋତିଷ କାର୍ଯ୍ୟ।ଳୟରେ ନବରାତ୍ରର ପୁଜ୍ୟାଦେବୀ ମା ମଙ୍ଗଳାଦେବୀଙ୍କ ଷୋଡଶ ଉପଚାର ପୂଜା ଓ ମହାଯଜ୍ଞର ପୂର୍ଣ୍ଣାହୁତି ହେବା ସହ ନବରାତ୍ରର ପାରଣା ଅନୁଷ୍ଠିତ ହେବ।    

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ, ବ୍ୟବସାୟରେ ଉନ୍ନତି ପାଇଁ ଓ ଦରିଦ୍ରତା ଖଣ୍ଡନ ପାଇଁ ଆଜି ସନ୍ଧ୍ୟା ୬ଟା ଠାରୁ ୯ଟା ମଧ୍ୟରେ ନବଗ୍ରହଙ୍କ ଇଷ୍ଟଦେବୀ ନବରାତ୍ରର ପୁଜ୍ୟାଦେବୀ ମା ମଙ୍ଗଳାଙ୍କୁ ମନ ମଧ୍ୟରେ ଧ୍ୟାନକରି “ଔଁ ଜୟମା ମଙ୍ଗଳାୟି ନମଃ” ଏହି ମନ୍ତ୍ରକୁ ୧୦୮୦  ଥର ରୁଦ୍ରାକ୍ଷ  ମାଳରେ ଜପକଲେ ତିନିମାସ ମଧ୍ୟରେ ସମସ୍ତ କଷ୍ଟଦୂର ହୋଇ ଶାନ୍ତି ବିରାଜମାନ କରିବ। 

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୫|୫୯ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୨|୨୩ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧୨ଦିନ ରାଷ୍ଟ୍ରିୟ ଚୈତ୍ରମାସ ୫ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ଚୈତ୍ରମାସ, ଶୁକ୍ଳପକ୍ଷ, ନବମୀତିଥି ପ୍ରାତଃ ଘଣ୍ଟା ୫।୫୪।୪୮ସେକେଣ୍ଡ୍,

କ୍ଷୟ ଦଶମୀତିଥି ରାତ୍ର ଘଣ୍ଟା ୩।୪୩।୪୮ସେକେଣ୍ଡ୍, 

ପୁନର୍ବସୁ ନକ୍ଷତ୍ର ଦିବା ଘଣ୍ଟା ୧୨।୫୫।୨୫ସେକେଣ୍ଡ୍, ମିଥୁନଚନ୍ଦ୍ର ସକାଳ ଘଣ୍ଟା୭।୧୭ମିନିଟ୍

ଅତିଗଣ୍ଡଯୋଗ ରାତ୍ର ଘଣ୍ଟା ୯।୬।୩୩ସେକେଣ୍ଡ୍,

କୌଳବକରଣ ପ୍ରାତଃ ଘଣ୍ଟା ୫।୫୪।୪୮ସେକେଣ୍ଡ୍, ତୈତିଳକରଣ ଦିବା ଘଣ୍ଟା ୪।୪୮ମିନିଟ୍

କ୍ଷୟ ଗରକରଣ ରାତ୍ର ଘଣ୍ଟା ୩।୪୩।୪୮ସେକେଣ୍ଡ୍,

ରବ୍ୟଂଶଽ୧୧।୧୧।୩୫, ସୂକ୍ଷ୍ମଚନ୍ଦ୍ର ରାଶି ୨।୨୯।୬।୧୧,

ଦିନମାନ ଘଣ୍ଟା ୧୨।୬।୨୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୫୩।୩୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ପ୍ରାତଃ ଘଣ୍ଟା ୫।୫୪।୪୮ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ପ୍ରାତଃ ଘଣ୍ଟା ୫।୫୪।୪୮ସେକେଣ୍ଡ୍ ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୨୩ମିନିଟ୍, ଦିବା ଘଣ୍ଟା ୧୦।୩୬ମିନିଟ୍ ରୁ ଘଣ୍ଟା ୧।୨ମିନିଟ୍, ରାତ୍ର ଘଣ୍ଟା ୬।୪୦ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ର ଘଣ୍ଟା ୧୧।୨୫ ମିନିଟ୍ ରୁ ଘଣ୍ଟା ୨।୩୬ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୩।୨୭ମିନିଟ୍ ରୁ ଘଣ୍ଟା ୫।୪ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା୭।୧୭ମିନିଟ୍ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨।୫୫।୨୫ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୨।୫୫।୨୫ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ / କାଳବେଳା – ସକାଳ ଘଣ୍ଟା ୭|୧୮ମିନିଟ୍ ରୁ ଘଣ୍ଟା ୮|୪୯ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୪ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୨୨ମିନିଟ୍ ରୁ ଘଣ୍ଟା ୧୧|୫୧ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୧୧।୧୧।୩୫-୨୬/୧୨, ଚନ୍ଦ୍ରରାଶି-୨।୨୯।୬।୧୧-୭/୩, ମଙ୍ଗଳରାଶି-୮|୧୦|୩୮|୧୫-୧୯/୯, ବୁଧରାଶି-୧୧|୨୨|୧୪|୧୨-୨୭/୧୨, ବୃହସ୍ପତିରାଶି-୬|୨୮|୪୨|୦-୧୬/୭, ଶୁକ୍ରରାଶି-୧୧|୨୯|୨୯|୫୬-୨୭/୧୨, ଶନିରାଶି-୮|୧୪|୩୫|୪୩-୨୦/୯, ରାହୁରାଶି-୩|୧୯|୪୫|୧୩-୯/୪, କେତୁରାଶି-୯|୧୯|୪୫|୧୩-୨୨/୧୦।

ଆଜିରଲଗ୍ନ

ପ୍ରାତଃ ୫ ଟା ୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୪୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୨୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୨୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୪୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୫୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୧୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ୨୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୩୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୪୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୩୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ବାଣିଜ୍ୟକରଣ, ନାମକରଣ, ଅନ୍ନପ୍ରାସନ୍ନ, କର୍ଣ୍ଣବେଧ, ଅଳଙ୍କାରଧାରଣ,ନୂତନ ଅକ୍ଷରାରମ୍ଭ, ଦେବତା ପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ନିଷ୍କ୍ରମଣ, ନବାନ୍ନଭକ୍ଷଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଦିକ୍ଷା ଗ୍ରହଣ, ଔଷଧକରଣ ଓ ସେବନ, ଧାନ୍ୟସ୍ଥାପନ, ଯାନକ୍ରୟ ଓ ଆରୋହଣ, ଆରୋଗ୍ୟସ୍ନାନ, ବ୍ରତୋପନୟନ, ଅଳଙ୍କାରଧାରଣ ଓ ନିର୍ବନ୍ଧ,   ବିହନବୁଣା, ହଳାରମ୍ଭ ଓ ଭୂମିପୂଜନ, କରିପାରିବେ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୭।୧୭ମିନିଟ୍ ମଧ୍ୟେ ପୁନର୍ବସୁ  ନକ୍ଷତ୍ର ମିଥୁନରାଶି ଓ ଗୁରୁ ମହାଦଶାରେ ଜନ୍ମ ବୋଲି ଜାଣିବେ। ସକାଳ ଘଣ୍ଟା ୭।୧୭ମିନିଟ୍ ପରେ ଦିବା ଘଣ୍ଟା ୧୨।୫୫।୨୫ ସେକେଣ୍ଡ୍ ମଧ୍ୟେ ପୁନର୍ବସୁ ନକ୍ଷତ୍ର କର୍କଟରାଶି ଓ ଗୁରୁ ମହାଦଶାରେ ଜନ୍ମ ବୋଲି ଜାଣିବେ। ଦିବା ଘଣ୍ଟା ୧୨।୫୫।୨୫ ସେକେଣ୍ଡ୍ ପରେ ପୁଷ୍ୟାନକ୍ଷତ୍ର କର୍କଟରାଶି ଓ ଶନି ମହାଦଶାରେ ଜନ୍ମ ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!