ଦୈନିକ ପାଞ୍ଜି: ଜୁନ୍ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୬, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୦।୧୭ସେ  ଚନ୍ଦ୍ରୋଦୟ ଦିଘ୪।୫୫ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୧୪ସେ       ଚନ୍ଦ୍ରାସ୍ତ ରାଘ୪।୧୯ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୨ ଦିନ ରାଷ୍ଟ୍ରିୟ ଆଷାଢ ୫ଦିନ ମଙ୍ଗଳବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି ସଘ୬।୨୩।୪୭,

ଅନୁରାଧାନକ୍ଷତ୍ର ସକାଳଘ୭।୮ ମିନିଟ୍ ବିଛାଚନ୍ଦ୍ର ଅହୋରାତ୍ର, ଶୁଭଯୋଗ ରାଘ୧୨।୫୩।୨୮

ତୈତିଳକରଣ ସଘ୬।୨୩।୪୭, ଗରକରଣ ରାଘ୭।୧୬।୧୨

ରବ୍ୟଂଶଽ ୧୦।୧୫।୭, ସୂକ୍ଷ୍ମଚନ୍ଦ୍ର ରା୭।୧୫।୪୦।୧୭

ଦିନମାନ ଘ୧୩।୧୧।୫୭, ରାତ୍ରମାନ ଘ୧୦।୪୮।୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପଶ୍ଚିମେ ସଘ୬।୨୩ମି ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସଘ୬।୨୩ମି ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୭-୪୯ମି, ଦିଘ୯-୩୫ମି ରୁ ଘ୧୨-୧୩ମି, ଅମୃତ ଦିଘ୩-୪୪ମି ରୁ ଘ୪-୩୭ମି, ସୂର୍ଯ୍ୟାସ୍ତରୁ ଘ୭-୦୫ମି, ରାଘ୧୨-୮ମି ରୁ ଘ୨-୧୮ମି ମଧ୍ୟେ, ମାହେନ୍ଦ୍ର ଦିଘ୨-୫୧ମି ରୁ ଘ୩-୪୪ମି, ଦିଘ୪-୩୭ମି ରୁ ଘ୫-୨୯ମି, ରାଘ୮-୩୨ମି ରୁ ଘ୯-୫୮ମି।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

 ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୭।୮ମି ପରେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର  ଓ ଘାତଚନ୍ଦ୍ର-

ମକର ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ସକାଳ ଘ୭।୮ମି ପରେ ଦଶମାସ ଗଣ୍ଡଦୋଷ। ରଜଶ୍ଚକ୍ରେ ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ।

ଅଶୁଭସମୟ-

ରାହୁକାଳ- ଦିଘ୩।୬ମି ରୁ ଘ୪।୪୫ମି, ବାରବେଳା-ସଘ୬।୫୧ମି ରୁ ଘ୮।୩୦ମି, କାଳବେଳା- ଦିଘ୧।୨୭ମି ରୁ ଘ୩।୬ମି, କାଳରାତ୍ରି-ରାଘ୭।୪୫ମି ରୁ ଘ୯।୬ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବିରା୨।୧୦।୧୫।୭, ଚ୭।୧୫।୪୦।୧୭, ମ୯।୧୫।୮।୫୯, ବୁ୩।୦।୪୬।୪୨, ବୃ୬।୧୯।୩୪।୫୭, ଶୁ୩।୧୯।୫୨।୫୫, ଶ୮।୧୧।୫୦।୪୩, ରା୩।୧୧।୫୫।୫୬, କେ୯।୧୧।୫୫।୫୬।

ଉଦୟଲଗ୍ନ-

ମିଥୁନ ପ୍ରାତଃ ଘ୫।୧୨ମି, କର୍କଟ ଘ୬।୩୯ମି, ସିଂହ ଘ୮।୫୩ମି, କନ୍ୟା ଘ୧୧।୨ମି, ତୁଳା ଘ୧।୧୦ମି, ବିଛା ଘ୩।୨୧ମି, ଧନୁ ଘ୫।୩୬ମି, ମକର ଘ୭।୪୨ମି, କୁମ୍ଭ ଘ୯।୩୧ମି, ମୀନ ଘ୧୧।୭ମି, ମେଷ ଘ୧୨।୪୦ମି, ବୃଷ ଘ୨।୨୩ମି, ମିଥୁନ ଘ୪।୨୩ମି।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଅସ୍ତ୍ରୋପଚାର ପାଇଁ ଶୁଭ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳଘ୭।୮ମି ମଧ୍ୟେ ଅନୁରାଧାନକ୍ଷତ୍ର ବିଛାରାଶି ଶନି ମହାଦଶାରେ ଜନ୍ମ ହୋଇଛି। ସକାଳଘ୭।୮ମି ପରେ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ବୁଧ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!