ଆଜି ପାପନାଶିନୀ ଏକାଦଶୀ। କନ୍ୟା ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୬, ୨୦୧୮

ଆଜି ପାପନାଶିନୀ ଏକାଦଶୀ  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୧|୪୪|୩ ଇଂ ପ୍ରାତଃ ଘ ୬|୯|୪ସେ

ସୂର୍ଯ୍ୟାସ୍ତ ସିଂହ ଦ୨|୨୮|୧୨   ଇଂ ସଂଧ୍ୟା ଘ ୫|୪୩|୩୮ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୪ଦିନ ରାଷ୍ଟ୍ରିୟ ଫାଲଗୁନମାସ ୭ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଏକାଦଶୀତିଥି ସଂଧ୍ୟା ଘଣ୍ଟା ୫।୨୯।୩୪ସେକେଣ୍ଡ୍,

ଆର୍ଦ୍ରା ନକ୍ଷତ୍ର ଦିବା ଘଣ୍ଟା ୮।୨।୫୯ସେକେଣ୍ଡ୍, କ୍ଷୟ ପୁନର୍ବସୁ ନକ୍ଷତ୍ର ପ୍ରାତଃ ଘଣ୍ଟା ୬ଟା,  

ମିଥୁନଚନ୍ଦ୍ର ରାତ୍ର ଘଣ୍ଟା ୧୨।୩୨।୦ସେକେଣ୍ଡ୍, ଆୟୁଷ୍ମାନଯୋଗ ସଂଧ୍ୟା ଘଣ୍ଟା ୬।୧୯।୩୬ସେକେଣ୍ଡ୍,

ବାଣିଜ୍ୟକରଣ ସକାଳ ଘଣ୍ଟା୬।୫୧।୩୬ସେକେଣ୍ଡ୍, ବିଷ୍ଟିକରଣ ସଂଧ୍ୟା ଘଣ୍ଟା ୫।୨୯।୩୪ସେକେଣ୍ଡ୍,

କ୍ଷୟ ବବକରଣ ରାତ୍ର ଘଣ୍ଟା ୪।୪।୧୮ସେକେଣ୍ଡ୍,

ରବ୍ୟଂଶଽ୧୩।୧୫।୩୨, ସୂକ୍ଷ୍ମଚନ୍ଦ୍ର ରାଶି ୨।୧୮।୫୧।୬,

ଦିନମାନ ଘଣ୍ଟା ୧୧।୩୪।୩୩ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୫।୨୭ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ସଂଧ୍ୟା ଘଣ୍ଟା ୫।୨୯।୩୪ସେକେଣ୍ଡ୍, ପରେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୫।୨୯।୩୪ସେକେଣ୍ଡ୍, ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୨ମିନିଟ୍, ଦିବା ଘଣ୍ଟା ୧୦।୪୭ମିନିଟ୍ ରୁ ଘଣ୍ଟା ୧।୬ମିନିଟ୍, ସଂଧ୍ୟା ଘଣ୍ଟା ୬।୩୪ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧୧।୩୨ମିନିଟ୍ ରୁ ଘଣ୍ଟା ୨।୫୦ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଘଣ୍ଟା ୩।୨୫ମିନିଟ୍ ରୁ ଘଣ୍ଟା ୪।୫୮ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୮।୨।୫୯ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୮।୨।୫୯ସେକେଣ୍ଡ୍ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ମୁଖରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଦିବା ଘଣ୍ଟା ୮।୨।୫୯ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଓ ସଂଧ୍ୟା ଘଣ୍ଟା ୫।୨୯।୩୪ସେକେଣ୍ଡ୍ ଗତେ ଦ୍ଵିପାଦ ତିଥି ଓ ନକ୍ଷତ୍ରଦୋଷ  ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।  

ଅଶୁଭସମୟ-

ରାହୁକାଳ- ଓ କାଳବେଳା- ସକାଳ ଘଣ୍ଟା ୭।୩୮ମିନିଟ୍ ରୁ ଘଣ୍ଟା ୯।୪ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨।୫୨ମିନିଟ୍ ରୁ ଘଣ୍ଟା ୪।୧୯ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୧୦।୨୫ମିନିଟ୍ ରୁ ଘଣ୍ଟା ୧୧।୫୮ମିନିଟ୍ ମଧ୍ୟେ।  

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୩।୧୫।୩୨-୨୪/୧୧, ଚନ୍ଦ୍ରରାଶି-୨।୧୮।୫୧।୬-୬/୩, ମଙ୍ଗଳରାଶି-୭|୨୪|୨୪|୨୦-୧୮/୮, ବୁଧରାଶି-୧୦|୨୦|୩୨|୧୩-୨୫/୧୧, ବୃହସ୍ପତି ରାଶି-୬|୨୮|୫୬|୫୩-୧୬/୭, ଶୁକ୍ରରାଶି-୧୦|୨୪|୪୪|୧୫-୨୫/୧୧, ଶନିରାଶି-୮|୧୨|୫୮| ୩୯-୧୯/୯, ରାହୁରାଶି-୩|୨୦|୫୩|୨୦-୯/୪, କେତୁରାଶି-୯|୨୦|୫୩|୨୦-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୨୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୭|୨ମିନିଟ୍, ମେଷ ଘଣ୍ଟା ୮|୩୬ମିନିଟ୍, ବୃଷ ଘଣ୍ଟା ୧୦|୧୯ମିନିଟ୍, ମିଥୁନ ଘଣ୍ଟା ୧୨|୧୮ମିନିଟ୍, କର୍କଟ ଘଣ୍ଟା ୨|୩୧ମିନିଟ୍, ସିଂହଘଣ୍ଟା୪|୪୫ମିନିଟ୍, କନ୍ୟା ଘଣ୍ଟା୬|୫୪ମିନିଟ୍,ତୁଳା ଘଣ୍ଟା ୯|୧ମିନିଟ୍, ବିଛା ଘଣ୍ଟା୧୧|୧୩ମିନିଟ୍, ଧନୁଘଣ୍ଟା୧|୨୮ମିନିଟ୍, ମକର ଘଣ୍ଟା ୩|୩୪ମିନିଟ୍, କୁମ୍ଭ ଘଣ୍ଟା ୫|୨୩ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି କ୍ରୟବିକ୍ରୟ, ନୂତନଅକ୍ଷର ଆରମ୍ଭ,  ଦେବତାପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ନିଷ୍କ୍ରମଣ, , ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଯାନକ୍ରୟ ଓ ଆରୋହଣ,  ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ନବବଧୁଯାତ୍ରା, ପ୍ରଥମଯୁବତୀସଂଭୋଗ, ଚୂଡାକରଣ, ବ୍ରତୋପନୟନ, ମନ୍ଦିର ନିର୍ମାଣ, କୋର୍ଟବିବାହ, ଅଳଙ୍କାରଧାରଣ, ଗୃହପ୍ରତିଷ୍ଠା ଓ ପ୍ରବେଶ, ଭୂମିପୂଜନ, ବିହନବୁଣା ହଳଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୮।୩ ମିନିଟ୍ ମଧ୍ୟେ ଆର୍ଦ୍ରା ନକ୍ଷତ୍ର ମିଥୁନରାଶି ରାହୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା ୮।୩ ମିନିଟ୍ ପରେ ରାତ୍ର ଘଣ୍ଟା ୧୨ ।୩୨ ମିନିଟ୍ ମଧ୍ୟେ ପୁନର୍ବସୁ ନକ୍ଷତ୍ର ମିଥୁନରାଶି ରାହୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!